ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା : ଦୁର୍ବଳ ନେଟୱର୍କ ଯୋଗୁଁ ଗ୍ରାହକ ହନ୍ତସନ୍ତ ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। ଗାଁ ଗାଁରେ ଡିଜିଟାଲ୍ ସେବା ପହଞ୍ଚିଥିଲେ ମଧ୍ୟ ଦୁର୍ବଳ ନେଟୱର୍କ ଓ ବାରମ୍ବାର ଇଣ୍ଟରନେଟ୍ ବିଚ୍ଛିନ୍ନ ଯୋଗୁଁ ଗ୍ରାମାଞ୍ଚଳରେ ନାନା ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା। ବିଶେଷକରି ଅନଲାଇନ୍ ଶିକ୍ଷା, ବ୍ୟାଙ୍କିଂ ସେବା, ଅନଲାଇନ୍ ଆବେଦନ, ସରକାରୀ ଯୋଜନାରେ ପଞ୍ଜୀକରଣ, ଡିଜିଟାଲ୍ ପେମେଣ୍ଟ ସମେତ ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ଲୋକେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ। ହେଲେ ଅନେକ ଗ୍ରାମରେ ନେଟୱର୍କ ଦୁର୍ବଳ ରହୁଥିବାରୁ ଲୋକଙ୍କୁ ଘରଠାରୁ ଦୂରକୁ ଯାଇ ନେଟୱର୍କ ଖୋଜିବାକୁ ପଡ଼ୁଛି। ଏହାର ପ୍ରଭାବ ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରି ଆଶାୟୀ ଓ ସାଧାରଣ ଲୋକଙ୍କ ଉପରେ ଅଧିକ ପଡ଼ୁଛି। ଅନଲାଇନ୍ ପାଠପଢ଼ା ସମୟରେ ନେଟୱର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଅନଲାଇନ୍ ଆବେଦନ ଓ ଡିଜିଟାଲ୍ ପେମେଣ୍ଟ ଭଳି କାର୍ଯ୍ୟରେ ମଧ୍ୟ ଅସୁବିଧା ଦେଖାଦେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୋବାଇଲ୍ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ ଆବଶ୍ୟକ ସମୟରେ ଇଣ୍ଟରନେଟ୍ ସେବା ଠିକ୍ ଭାବେ ମିଳୁନାହିଁ, ତେବେ ଏହା ଚିନ୍ତାର ବିଷୟ। ବିଶେଷକରି ପିଲାମାନଙ୍କ ଅନଲାଇନ୍ ପାଠପଢ଼ା ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା ଅତ୍ୟନ୍ତ ଆବଶ୍ୟକ l ତେଣୁ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ସହ ଇଣ୍ଟରନେଟ୍ ସେବାରେ ସୁଧାର ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନେଟୱର୍କ ବ୍ୟବସ୍ଥା ସୁଦୃଢ଼ ହେଲେ ଗ୍ରାମାଞ୍ଚଳବାସୀ ଡିଜିଟାଲ୍ ଶିକ୍ଷା, ବ୍ୟାଙ୍କିଂ ଓ ସରକାରୀ ଅନଲାଇନ୍ ସେବାର ସୁଫଳ ଅଧିକ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।

- ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍କେ ଗୁଡୁ ଓ ସମ୍ପାଦକ ଏସ୍କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଇଦ୍-ଏ-ମିଲାଦ ବା ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ପାଳିତ କରଞ୍ଜିଆ ସହର ସନ୍ନିକଟ ମଣ୍ଡୁଆ ମୁସଲିମ ସାହିରେ ଇଦ୍-ଏ-ମିଲାଦ ଅବସରରେ ପୟଗମ୍ବର ମହମ୍ମଦଙ୍କ ଜନ୍ମଦିନ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡୁଆ ଆଜାଦ କ୍ଲବ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡୁଆ ଆଜାଦ କ୍ଲବର ସଭାପତି ଏସ୍କେ ଗୁଡୁ ଓ ସମ୍ପାଦକ ଏସ୍କେ ହମିଦ ରାଜାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ତଜିଆ ସଭାଯାତ୍ରା ଆୟୋଜିତ ହୋଇଥିଲା। ଗ୍ରାମର ମସଜିଦ ନିକଟରୁ ସୁସଜ୍ଜିତ ତଜିଆ ସହ ସଭାଯାତ୍ରା ବାହାରି ମଣ୍ଡୁଆ ଗ୍ରାମର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ସଭାଯାତ୍ରାରେ ଶହ ଶହ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଇଦ୍-ଏ-ମିଲାଦର ଶୁଭେଚ୍ଛା ଜଣାଇଥିଲେ। ସଭାଯାତ୍ରା ସମୟରେ ଧାର୍ମିକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିବା ବେଳେ ଯୁବକ, ବୟସ୍କ ଓ ଛୋଟ ପିଲାମାନେ ମଧ୍ୟ ଉତ୍ସାହର ସହିତ ଏଥିରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା ପରେ ସଭାଯାତ୍ରା ପୁଣି ମସଜିଦ ନିକଟରେ ପହଞ୍ଚି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡୁଆ ଆଜାଦ କ୍ଲବର ସଦସ୍ୟ ଏସକେ ମଇନ,ଏସକେ କରିମ,ଏସକେ ସାଜୁ,ଏସକେ ରୁକୁ,ଏସକେ ନାନୁ,ଏସକେ ସୋହିଲ ସମେତ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।1
- କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି1
- Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ । ରିପୋର୍ଟ - Place -ଢେଙ୍କାନାଳ Date -25-08-26 Faramt -AVB Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ #DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha1
- ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ1
- ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- ହିନ୍ଦୋଳ ବନ ବିଭାଗରେ ଅରାଜକତା. ହାତୀ ମଣିଷ ଲଢେଇ କେବଳ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ ଏବଂ କ୍ଷତି ପୂରଣ ପରେ ବିଭାଗ ଚୁପ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ମଣିଷ ଲଢେଇ. ମୃତକଙ୍କୁ କ୍ଷତି ପୂରଣ ଏବଂ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ବିଭାଗ ଚୁପ. ସ୍ଥାୟୀ ସମାଧାନ ନହେଲେ ଜନ ଆନ୍ଦୋଳନ ଏଡାଇ ଦିଆ ଯାଇ ନପାରେ.1