Shuru
Apke Nagar Ki App…
ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
Odisha News Express
ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
More news from ଓଡ଼ିଶା and nearby areas
- ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇ, ୨୬/୮ ଦୀର୍ଘ ବର୍ଷ ଧରି ପ୍ରଳୟଙ୍କାରୀ ବନ୍ୟା ଭୋଗରାଇବାସୀଙ୍କ ଜୀବନ, ଜୀବିକା ଓ ପରିବାରର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇ ଆସୁଛି। ପ୍ରତିବର୍ଷ ବନ୍ୟାର ଯନ୍ତ୍ରଣା ଭୋଗୁଥିବା ଭୋଗରାଇବାସୀଙ୍କ ପାଇଁ ଏହାର ସ୍ଥାୟୀ ପ୍ରତିକାର ହିଁ ଏକମାତ୍ର ସମାଧାନ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ସଂସ୍କାରଣ ପ୍ରକଳ୍ପ ପାଇଁ ଦୃଢ଼ ସ୍ୱର ଉଠାଇ ଆସୁଥିଲେ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।1
- ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ1
- ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ1
- 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ... 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ...4
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।1
- ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ ୮୭ ହଜାର ଟଙ୍କା ସାଇବର ଠକେଇ। କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ସାଇବର ଠକେଇର ନୂଆ ଘଟଣା ସାମ୍ନାକୁ ଆସିଛି। ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ କଶାମାଲ ଗାଁର ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କଠାରୁ ପ୍ରାୟ ୮୭ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।1
- ମଦ ସମେତ ବେପାରୀକୁ ଧରିଲେ ଗ୍ରାମବାସୀ, ମଦ ଓ ବାଇକ ଜବତ l ସିମୁଳିଆ ମଦ ସମେତ ବେପାରୀକୁ ଧରିଲେ ଗ୍ରାମବାସୀ, ମଦ ଓ ବାଇକ ଜବତ l ସିମୁଳିଆ1
- #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ1