Shuru
Apke Nagar Ki App…
ଆନ୍ତର୍ଜାତୀୟ ସାଇବର ଠକଙ୍କୁ ଗିରଫ କରିଲା ରାଉରକେଲା ପୋଲିସ
Dharmendra Kumar
ଆନ୍ତର୍ଜାତୀୟ ସାଇବର ଠକଙ୍କୁ ଗିରଫ କରିଲା ରାଉରକେଲା ପୋଲିସ
More news from Rajagangapur and nearby areas
- ONE MAN ARMY/ରାଜଗାଙ୍ଗପୁର ଜନସାଧାରଣଙ୍କୁ ପୋଲିସ ର ବନ୍ଧୁ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ଏସଡିପିଓ ଡଃ ଅଭିଷେକ ପାଣିଗ୍ରାହୀ।1
- #ସ୍କର୍ପିଓ_ଓଲଟି_୨_ମୃତ ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଚାନ୍ଦିପୋଷ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଓଲଟି ପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ1
- ଚାନ୍ଦିପୋଷ ନିକଟରେ ସ୍କର୍ପିଓ-ହାଇୱା ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ ମୃତ ଓ ୨ ଆହତ1
- #ବିନା ସୂଚନା ଫଳରେ ଚାଲିଛି ବିଦ୍ୟାଳୟର କାର୍ଯାଳୟ1
- #ଜାଳି_ଦେଲେ_ଛେଳି_ଚୋରର_କାର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନ ଅନ୍ତର୍ଗତ ଜରେଇକେଲା ଗାଁରେ ଘଟିଛି ଏହି ଘଟଣା। ଗତକାଲି ସନ୍ଧ୍ୟା ସମୟରେ ଜରେଇକେଲା ଗାଁରେ ଏକ କାର ତୀବ୍ର ଗତିରେ ଯାଉଥିବାବେଳେ କାରଟିକୁ କିଛି ଲୋକ ମଟର ସାଇକେଲରେ ପିଛା କରି କାର ଡିକି ଭାଙ୍ଗି ୨ଟି ଛେଳିକୁ ଉଦ୍ଧାର କରିଥିଲେ ଏବଂ କାରକୁ ଭାଙ୍ଗି ନିଆଁ ଲଗେଇ ପଳାଇଯାଇଥିଲେ।1
- #BreakingNews #2KilledAnd2CriticalInHIVA_ScropioCollision ରାଉରକେଲା ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସପିଟାଲ ପଠା ଯାଇଛି। ଏକ ସ୍କ୍ରୋପିଓ ଗାଡି ସହ ହାଇୱା ଗାଡ଼ି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ ଡ୍ରାଇଭର ଚାପି ହୋଇ ରହିଥିଲା। ଫାୟାର ଟିମ୍ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।1
- #BreakingNews #2Killed2CriticalInHIVA_ScropioCollision ରାଉରକେଲା ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସପିଟାଲ ପଠା ଯାଇଛି। ଏକ ସ୍କ୍ରୋପିଓ ଗାଡି ସହ ହାଇୱା ଗାଡ଼ି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ ଡ୍ରାଇଭର ଚାପି ହୋଇ ରହିଛି। ଫାୟାର ଟିମ୍ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।1
- Chandiposh Road Accident |ଚାନ୍ଦିପୋଷ ନିକଟରେ ସ୍କର୍ପିଓ-ହାଇୱା ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ ମୃତ ଓ ୨ ଆହତ1
- ଏମିତି ଥରେ ପୋଟଳ ପନିରି କୋର୍ମା ( Potala paneer Korma) ବନେଇ ଖାଇଲେ ପୁଣି ଥରେ ବନେଇବେ। #rupshaodiachannel #paneerpotolkorma #recipes ପୋଟଳ କୋର୍ମା ( Potala Korma Recipe ) | Parwal Korma Recipe |1