logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜିର ସମାଚାର ତାରିଖ:୧୬/୦୯/୨୬, ବୁଧବାର ଓଡ଼ିଶାରେ ଦ୍ବିତୀୟ ସେମିକଣ୍ଡକ୍ଟର ୟୁନିଟ୍:ଜଟଣୀ ଇନଫୋଭାଲିରେ ଚିପ୍ ଉତ୍ପାଦନ କରିବ ସିକସେମ୍।ନିବେଶ ହେବ ୩୪୦୬ କୋଟି,୧୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। *ଆଜିର ସମାଚାର ତାରିଖ:୧୬/୦୯/୨୬, ବୁଧବାର ୧-ଓଡ଼ିଶାରେ ଦ୍ବିତୀୟ ସେମିକଣ୍ଡକ୍ଟର ୟୁନିଟ୍:ଜଟଣୀ ଇନଫୋଭାଲିରେ ଚିପ୍ ଉତ୍ପାଦନ କରିବ ସିକସେମ୍।ନିବେଶ ହେବ ୩୪୦୬ କୋଟି,୧୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨-ଭୁବନେଶ୍ୱର : ଅଗ୍ନିଶମ ଟିମ୍ ର ଚାଲିଲା ଫାୟାର ସେଫ୍ଟି ସରପ୍ରାଇଜ୍ ଚେକ୍, ନିୟମ ଭାଙ୍ଗିଲେ ପଡ଼ିବ ମହଙ୍ଗା। ୩-ଭୁବନେଶ୍ୱର:ନିଟ୍ ୟୁଜି,ଜେଇଇ ମିଗଣା କୋଚିଂ ପ୍ରତି ବଢୁନି ଆଦର, କ୍ଲାସ୍ ରୁମରେ ପିଲା ନାହାଁନ୍ତି, ୟୁଟ୍ୟୁବରେ ବି ଦେଖୁ ନାହାଁନ୍ତି। ୪-ଭୁବନେଶ୍ୱର:BAMS,BHMS ପାଠ୍ୟକ୍ରମରେ ୪୩୦ଟି ସିଟ୍ ପାଇଁ ଓଜେଇ କାଉନସେଲିଂ ଆରମ୍ଭ କରିବ। ୫-ଗଣେଶଙ୍କ ମୂର୍ତ୍ତି ବିକୃତ ହେଉଛି,କିଏ ଟୋପି ପିନ୍ଧାଇଲେଣି,କିଏ ବୀଣା ଧରେଇ ଦେଲେଣି ତ ଆଉ କିଏ ଜଗନ୍ନାଥଙ୍କ ମୁହଁ ଭଳି କଳା ରଙ୍ଗରେ ରଙ୍ଗ କରି ଚକା ଆଖି କରେଇ ଦେଲେଣି। ୬-ଗଣେଶ ପୂଜା ପାଇଁ ନାହିଁ ଆନ୍ତରିକତା : ରିଲ୍ସ ନିଶାରେ ପେଣ୍ତାଲରେ ଯୁବପିଢିଙ୍କ ଭିଡ଼।ଭକ୍ତି ଅପେକ୍ଷା ସୋସିଆଲ ମିଡିଆର କ୍ରେଜ ହିଁ ଭିଡ଼ର କାରଣ। ୭-ଆସନ୍ତାକାଲି ବିଶ୍ଵକର୍ମା ପୂଜା,ବିରାଜିବେ ଦେବଶିଳ୍ପୀ। କଳକାରଖାନା କି ଇଂଞ୍ଜିନିୟରି କଲେଜରେ ଆଗରୁ ପୂଜା ହୁଅନ୍ତି ବିଶ୍ଵକର୍ମା,ଏବେ ସାର୍ବଜନୀନ ହେ।ଇ ଗଲାଣି। ୮-ରାୟଗଡ଼ା,କଲ୍ୟାଣସିଂହପୁର:୧୩ ଟିକିଆ ହାତୀପଲଙ୍କ ଉପଦ୍ରବ,ବ୍ୟାପକ ଫସଲ ନଷ୍ଟ, ଭୟଭୀତ ଗ୍ରାମବାସୀ। ୯-ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ।ଅଗ୍ନିଶମ ବିଭାଗ ଦ୍ଵାରା ନିଆଁ ଆୟତ୍ତ। ୧୦-ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଡ. ଅଚ୍ୟୁତ ସାମନ୍ତ, ନୀତା ଅମ୍ବାନୀଙ୍କ ନିମନ୍ତ୍ରଣ ରକ୍ଷା କରି ଯୋଗଦେଲେ। ୧୧-ଡରାଇଲା ରେଭେନ୍ସା ରିପୋର୍ଟ:କଟକ ଦେଖିବ ଭୟଙ୍କର ଜଳ ସଂକଟ, ଦୁଇବର୍ଷ ହେଲା କମୁଛି ଜଳସ୍ତର। ୧୨-ଦାରା ସିଂହଙ୍କୁ ଆଗୁଆ ମୁକ୍ତି ନାହିଁ; ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ବଡ଼ ନିଷ୍ପତ୍ତି, ୧୭ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି। ୧୩-ରେଳଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା; ୩ ଦିନ ବ୍ରହ୍ମପୁର ପର୍ଯ୍ୟନ୍ତ ଯିବନି MEMU, ଖଲ୍ଲିକୋଟରୁ ଚାଲିବ ଟ୍ରେନ୍। ୧୪-କେନ୍ଦ୍ରାପଡ଼ା: ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଙ୍କଟ,ବଦଳାଗଲାନି ବିଦ୍ୟୁତ୍ ସରଞ୍ଜାମ, ରୋଗୀ ସେବା ବ୍ୟାହତ। ୧୫-ଗୁଣପୁର:ନୂଆ ପରିଚୟ ପାଇବ ବଡ଼ ନାଳ ଜଳ ସେଚନ ପ୍ରକଳ୍ପ।ଏବେ ଇକୋ ଟୁରିଜିମ୍ ସହ ଆଡଭାନଚର ସ୍ପୋର୍ଟସ କେନ୍ଦ୍ର ଭାବେ ବିକଶିତ କରାହେବ। ୧୬-ଦ୍ବିତୀୟ ଟି୨୦:ଭାରତର ସିରିଜ କବଜା, ଆଫଗାନିସ୍ତାନକୁ ୭ ଓ୍ବିକେଟ୍ ରେ ହରାଇଲା। ୧୭-ହାଇଦ୍ରାବାଦ,ବେଗମ ବଜାର :‘ସୁନା ଗଣେଶ’, ୨୪ କ୍ୟାରେଟ ସୁନା, ହୀରାରେ ତିଆରି ମୂର୍ତ୍ତି, କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ। ୧୮-୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ୦.୪୦% ଚାର୍ଜ, ଅକ୍ଟୋବର ୧୫ରୁ ହେବ ଲାଗୁ। ୧୯-ସଚିନ୍ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ୍ ଟେଲର୍:ଦିନିକିଆ କ୍ରିକେଟରେ ଖେଳିଲେ ଇତିହାସରେ ସବୁଠୁ ଲମ୍ବା କ୍ୟାରିୟର। ୨୦-ରାଜପାଲଙ୍କୁ ଅନ୍ତିମ ସୁଯୋଗ ଦେଲେ ସୁପ୍ରିମକୋର୍ଟ,ଦୁଇ ସପ୍ତାହରେ ୨ କୋଟି ଦାଖଲ କରିବାକୁ ନିର୍ଦ୍ଦେଶ। ୨୧-ଶେଖ୍ ହସିନାଙ୍କ ୭ ସହଯୋଗୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲା ବାଂଲାଦେଶ ଟ୍ରିବ୍ୟୁନାଲ। ୨୨-ମକ୍କାରେ ପ୍ରଥମଥର ପାଇଁ ଏମର୍ଜେନ୍ସି ଆଲର୍ଟ: ହୁତି ମିସାଇଲ୍ ଆକ୍ରମଣ ଭୟରେ ସାଉଦିରେ ହାଇ ଆଲର୍ଟ, ବିପଦ ବେଳରେ ବନ୍ଧୁ ପାକିସ୍ତାନ କିନ୍ତୁ ଛୁ...। ୨୩-ମହାକାଶରେ ଆମେରିକାର ଯୁଦ୍ଧାସ୍ତ୍ର ମୁତୟନକୁ ନେଇ ଚୀନ୍‌ ଖପ୍ପା, ଚେତାବନୀ ଦେଲା ଡ୍ରାଗନ୍‌। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

57 min ago
user_Ajira Samachar
Ajira Samachar
Photographer ସୋନପୁର, ସୋନପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Ram Shankar Bhoi
    1
    Post by Ram Shankar Bhoi
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    1
    ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ  ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    user_Jagadish meher
    Jagadish meher
    Biramaharajpur, Sonepur•
    14 hrs ago
  • *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    1
    *ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
 *ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
*ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
*ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।
    1
    ବୌଦ୍ଧ ସହର ଗାନ୍ଧିଛକ  ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି 
ଚୋରୀ କଲେ ଦୁର୍ବୃତ୍ତ ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 
ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    1
    ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    19 min ago
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.