ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା। ସାକ୍ଷୀଗୋପାଳ - ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ ର ସେନାପତି ସାହି, କମାରସାହି,ଓ ମଠ ସାହିରେ ଥିବା ମାଆ ଜଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସଵ ଚାରିଦିନ ବ୍ୟାପି ପାଳନ କରାଯାଇଥିଲା।ଏହି ପ୍ରତିଷ୍ଠା ଉପଲକ୍ଷେ ଛତି ତ୍ରାସ, ବୈରାଖ, ଘଣ୍ଟ ମର୍ଦ୍ଦଳ, ହରିରାମ ସଂକୀର୍ତ୍ତନ ସହ ୧୦୮କଳସଯାତ୍ରା ମନ୍ଦିର ନିକଟରୁ ବାହାରି ସାକ୍ଷୀଗୋଗୋପୀନାଥ ଠାକୁରଙ୍କ ଚନ୍ଦନ ପୋଖରୀ ନିକଟରେ ପହଞ୍ଚିଥିଲା। ଚନ୍ଦନ ପୋଖରୀ ବିଜେ ଘାଟରେ ପଣ୍ଡିତ ମଣ୍ଡଳୀ ପୂଜାର୍ଚ୍ଚନା କରିବାପରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ସେନାପତି ସାହି, କମାର ସାହି, ମଠସାହିର ଶତାଧିକ ମହିଳା ଓ ପୁରୁଷ କଳସ ବୁଡ଼ାଇ ଚନ୍ଦନ ପୋଖରୀ ଠାରୁ ଶୋଭାଯାତ୍ରା ବାହାରି ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ୱାର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ। କର୍ତ୍ତାକର୍ତ୍ତୀ ଭାବରେ କୃପାସିନ୍ଧୁ ଜେନା ଓ ନେତ୍ରମଣୀ ଜେନା ଏବଂ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗାୟତ୍ରୀ ପଟ୍ଟନାୟକ ସପତ୍ନିକ ଯୋଗ ଦେଇଛନ୍ତି । ବିଗ୍ରହ ପ୍ରତିଷ୍ଠା ପରେ ଏକ ସୁସଜ୍ଜିତ ରଥରେ ଦେବୀ ପ୍ରତିମାଙ୍କୁ ବିଜେ କରାଯାଇଥିଲା। ଫୁଲମାଳ, ଟାହିଆ ଲାଗି କରାଯିବା ସହ ରଥ ଗ୍ରାମ ପରିକ୍ରମା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାଯାତ୍ରାରେ ଛାତି, ତ୍ରାସ, ବୈରାଖ, ଘଣ୍ଟ ମର୍ଦଳ, ହରିନାମ ସଂକ୍ରିତନ, ନାଗ ନୃତ୍ୟ, ମେଢ଼ ନୂତ୍ୟ ସହ ଗ୍ରାମର ମିହିଳା, ପୁରୁଷ ମାନେ ଶୋଭାଯାତ୍ରାରେ ସାମିଲୀ ହୋଇଥିଲେ। ଶୋଭାଯାତ୍ରା ସେନାପତି ସାହି, କମାରସାହି ମଠସାହି ଓ ସାକ୍ଷୀଗୋପୀନାଥ ମନ୍ଦିର ପରିକ୍ରମା କରିବା ପରେ ଦେବୀ ପ୍ରତିମାଙ୍କୁ ମନ୍ଦିର ପ୍ରବେଶ ଓ ସିଂହାସନ କୁ ବିଜେ କରାଯାଇଥିଲା। କର୍ତାକାର୍ତ୍ତି ଓ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ପୂର୍ଣାହୁତି ଦେଇଥିଲେ।ପରେ ପରେ ରାତ୍ରି ରେ ପ୍ରସାଦ ସେବନ କରାଯାଇଥିଲା।ପୁରୋଧା ଭାବେ ପଣ୍ଡିତ ପଦ୍ମନାଭ ଷଡ଼ଙ୍ଗୀ, ପଣ୍ଡିତ ରବିନାରାୟଣ ମହାପାତ୍ର, ଆଚାର୍ଯ୍ୟ ନାରାୟଣ ନନ୍ଦ, ପଣ୍ଡିତ ବସନ୍ତ କୁମାର ମହାପାତ୍ର, ପଣ୍ଡିତ ଶିବାଶିଷ ମହାପାତ୍ର, ପଣ୍ଡିତ ମନୋଜ ପାଣିଗ୍ରାହୀ, ପଣ୍ଡିତ ରଶ୍ମିରଞ୍ଜନ ମିଶ୍ର ଅଙ୍କୁରା ରୋପଣ, ଶାଲାଧିବାସ, ମଣ୍ଡଳୀ କରଣ, ପଞ୍ଚଦେବ ଆବାହନ, ଘଟସ୍ଥାପନ, ସୂର୍ଯ୍ୟ ପୂଜା, ଅଗ୍ନିସ୍ଥାପନ, ଆହୁତି ପ୍ରଦାନ କରିଥିଲେ। ଗ୍ରାମବାସୀ ମାନଙ୍କ ମଧ୍ୟରେ ପବେଇ ସେନାପତି, ରବି ପ୍ରଧାନ, କେଦାର ସେନାପତି, ରାଜକିଶୋର ସେନାପତି, ଲବକିଶୋର ଦଳାଇ, ସୌରଭ ପଟ୍ଟନାୟକ, ଜୟକୃଷ୍ଣ ମହାରଣା, କୃଷ୍ଣ ଚନ୍ଦ୍ର ମହାରଣା,ପପୁ ମହାରଣା, ହାଡିବନ୍ଧୁ ପ୍ରଧାନ, ନବକିଶୋର ସେନାପତି, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା। ସାକ୍ଷୀଗୋପାଳ - ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ ର ସେନାପତି ସାହି, କମାରସାହି,ଓ ମଠ ସାହିରେ ଥିବା ମାଆ ଜଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସଵ ଚାରିଦିନ ବ୍ୟାପି ପାଳନ କରାଯାଇଥିଲା।ଏହି ପ୍ରତିଷ୍ଠା ଉପଲକ୍ଷେ ଛତି ତ୍ରାସ, ବୈରାଖ, ଘଣ୍ଟ ମର୍ଦ୍ଦଳ, ହରିରାମ ସଂକୀର୍ତ୍ତନ ସହ ୧୦୮କଳସଯାତ୍ରା ମନ୍ଦିର ନିକଟରୁ ବାହାରି ସାକ୍ଷୀଗୋଗୋପୀନାଥ ଠାକୁରଙ୍କ ଚନ୍ଦନ ପୋଖରୀ ନିକଟରେ ପହଞ୍ଚିଥିଲା। ଚନ୍ଦନ ପୋଖରୀ ବିଜେ ଘାଟରେ ପଣ୍ଡିତ ମଣ୍ଡଳୀ ପୂଜାର୍ଚ୍ଚନା କରିବାପରେ
ଶୋଭାଯାତ୍ରାରେ ସାମିଲ ହୋଇଥିବା ସେନାପତି ସାହି, କମାର ସାହି, ମଠସାହିର ଶତାଧିକ ମହିଳା ଓ ପୁରୁଷ କଳସ ବୁଡ଼ାଇ ଚନ୍ଦନ ପୋଖରୀ ଠାରୁ ଶୋଭାଯାତ୍ରା ବାହାରି ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ୱାର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ। କର୍ତ୍ତାକର୍ତ୍ତୀ ଭାବରେ କୃପାସିନ୍ଧୁ ଜେନା ଓ ନେତ୍ରମଣୀ ଜେନା ଏବଂ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗାୟତ୍ରୀ ପଟ୍ଟନାୟକ ସପତ୍ନିକ ଯୋଗ ଦେଇଛନ୍ତି । ବିଗ୍ରହ ପ୍ରତିଷ୍ଠା ପରେ ଏକ ସୁସଜ୍ଜିତ ରଥରେ ଦେବୀ ପ୍ରତିମାଙ୍କୁ ବିଜେ କରାଯାଇଥିଲା। ଫୁଲମାଳ, ଟାହିଆ ଲାଗି କରାଯିବା ସହ ରଥ ଗ୍ରାମ ପରିକ୍ରମା
କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାଯାତ୍ରାରେ ଛାତି, ତ୍ରାସ, ବୈରାଖ, ଘଣ୍ଟ ମର୍ଦଳ, ହରିନାମ ସଂକ୍ରିତନ, ନାଗ ନୃତ୍ୟ, ମେଢ଼ ନୂତ୍ୟ ସହ ଗ୍ରାମର ମିହିଳା, ପୁରୁଷ ମାନେ ଶୋଭାଯାତ୍ରାରେ ସାମିଲୀ ହୋଇଥିଲେ। ଶୋଭାଯାତ୍ରା ସେନାପତି ସାହି, କମାରସାହି ମଠସାହି ଓ ସାକ୍ଷୀଗୋପୀନାଥ ମନ୍ଦିର ପରିକ୍ରମା କରିବା ପରେ ଦେବୀ ପ୍ରତିମାଙ୍କୁ ମନ୍ଦିର ପ୍ରବେଶ ଓ ସିଂହାସନ କୁ ବିଜେ କରାଯାଇଥିଲା। କର୍ତାକାର୍ତ୍ତି ଓ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ପୂର୍ଣାହୁତି ଦେଇଥିଲେ।ପରେ ପରେ ରାତ୍ରି ରେ ପ୍ରସାଦ ସେବନ କରାଯାଇଥିଲା।ପୁରୋଧା ଭାବେ ପଣ୍ଡିତ ପଦ୍ମନାଭ ଷଡ଼ଙ୍ଗୀ, ପଣ୍ଡିତ ରବିନାରାୟଣ
ମହାପାତ୍ର, ଆଚାର୍ଯ୍ୟ ନାରାୟଣ ନନ୍ଦ, ପଣ୍ଡିତ ବସନ୍ତ କୁମାର ମହାପାତ୍ର, ପଣ୍ଡିତ ଶିବାଶିଷ ମହାପାତ୍ର, ପଣ୍ଡିତ ମନୋଜ ପାଣିଗ୍ରାହୀ, ପଣ୍ଡିତ ରଶ୍ମିରଞ୍ଜନ ମିଶ୍ର ଅଙ୍କୁରା ରୋପଣ, ଶାଲାଧିବାସ, ମଣ୍ଡଳୀ କରଣ, ପଞ୍ଚଦେବ ଆବାହନ, ଘଟସ୍ଥାପନ, ସୂର୍ଯ୍ୟ ପୂଜା, ଅଗ୍ନିସ୍ଥାପନ, ଆହୁତି ପ୍ରଦାନ କରିଥିଲେ। ଗ୍ରାମବାସୀ ମାନଙ୍କ ମଧ୍ୟରେ ପବେଇ ସେନାପତି, ରବି ପ୍ରଧାନ, କେଦାର ସେନାପତି, ରାଜକିଶୋର ସେନାପତି, ଲବକିଶୋର ଦଳାଇ, ସୌରଭ ପଟ୍ଟନାୟକ, ଜୟକୃଷ୍ଣ ମହାରଣା, କୃଷ୍ଣ ଚନ୍ଦ୍ର ମହାରଣା,ପପୁ ମହାରଣା, ହାଡିବନ୍ଧୁ ପ୍ରଧାନ, ନବକିଶୋର ସେନାପତି, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
- ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।1
- Post by Rajesh Samantaray1
- Post by Manoj kumar baliyarsingh4
- Farmers welfare and empowerment in WB brings new look.1
- Post by Rakesh Behera2
- Post by Sibanava Panda1
- ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ। ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା। ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।1
- Post by Rajesh Samantaray1