logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଇକକୁ ଧକ୍କା ଦେଲା କାର ବାଇକ୍ ଚାଳକ ଗୁରୁତର ପୋଲସରା ୨୦/୦୪/୨୬ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତ ନରସିଂହ ପଲ୍ଲୀ ଗ୍ରାମ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବାଇକ୍ ଚାଳକ ଜଣଙ୍କ ନରସିଂହପଲ୍ଲୀ ପଟୁ ଆସି ପୋଲସରା ଆଡେ ଯାଉଥିଲେ । ସେହିପରି କାରଟି ପୋଲସରା ପଟୁ ଆସି ବୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ବାଇକ କୁ ଜୋରରେ ଧକ୍କା ଦେଇ କିଛି ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ବାଇକ ଚାଳକ ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତର କୋରାପୁଟ ଗ୍ରାମର ନାରାୟଣ ଗୌଡ଼ (୩୪)। ନାରାୟଣ ଗୁରୁତର ହୋଇଥିବା ବେଳେ କାରରେ ବସିଥିବା ଭାଇମାନେ ମାନବିକତା ଦେଖାଇ ପୋଲସରା ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଉପସ୍ଥିତ ଥିବା ପୋଲସରା ମେଡିକାଲ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ। ଖବର ପାଇ ପୋଲସରା ପୋଲିସ ମେଡିକାଲ ଓ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

9 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
9 hrs ago
2fc42134-9af3-4aff-b6f3-950b8cb7065b
ddd39c04-d126-496b-8b3e-ad12ad3c3a85
2bd76ba5-35bf-44fc-b66c-4e352ceb0960
8d44e337-48cb-4f78-9d5b-d47cf434b6c5

ବାଇକକୁ ଧକ୍କା ଦେଲା କାର ବାଇକ୍ ଚାଳକ ଗୁରୁତର ପୋଲସରା ୨୦/୦୪/୨୬ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତ ନରସିଂହ ପଲ୍ଲୀ ଗ୍ରାମ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବାଇକ୍ ଚାଳକ ଜଣଙ୍କ ନରସିଂହପଲ୍ଲୀ ପଟୁ ଆସି ପୋଲସରା ଆଡେ ଯାଉଥିଲେ । ସେହିପରି କାରଟି ପୋଲସରା ପଟୁ ଆସି ବୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ବାଇକ କୁ ଜୋରରେ ଧକ୍କା ଦେଇ କିଛି ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ବାଇକ ଚାଳକ ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତର କୋରାପୁଟ ଗ୍ରାମର ନାରାୟଣ ଗୌଡ଼ (୩୪)। ନାରାୟଣ ଗୁରୁତର ହୋଇଥିବା ବେଳେ କାରରେ ବସିଥିବା ଭାଇମାନେ ମାନବିକତା ଦେଖାଇ ପୋଲସରା ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଉପସ୍ଥିତ ଥିବା ପୋଲସରା ମେଡିକାଲ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ। ଖବର ପାଇ ପୋଲସରା ପୋଲିସ ମେଡିକାଲ ଓ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ
    1
    (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ )
ଜଗତସିଂହପୁର 
ତା =20/4/26
ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ  ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ  ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ  ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ  ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି |
ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    14 min ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    16 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    11 hrs ago
  • କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୁକୁଡ଼ାଖଣ୍ତି ବ୍ଳକ ଶିହଳା ପଞ୍ଚାୟତ ର ଏକ କ୍ଷେତ ରେ ଧାନ ବୁଣା ଅନୁକୂଳ କରିବାର ସୌଭାଗ୍ୟ ଲାଭ କରିଲି ଅଖି ମୁଠି ଅନୁକୂଳ କଲେ ଭାରପ୍ରାପ୍ତ ଅଧ୍ୟକ୍ଷା , ବିଡିଓ , ଅତିରିକ୍ତ ତହସିଲଦାର, ଗୋଗାଣ ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
    1
    କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୁକୁଡ଼ାଖଣ୍ତି ବ୍ଳକ ଶିହଳା ପଞ୍ଚାୟତ ର ଏକ କ୍ଷେତ ରେ ଧାନ ବୁଣା ଅନୁକୂଳ କରିବାର ସୌଭାଗ୍ୟ ଲାଭ କରିଲି
ଅଖି ମୁଠି ଅନୁକୂଳ କଲେ ଭାରପ୍ରାପ୍ତ ଅଧ୍ୟକ୍ଷା , ବିଡିଓ , ଅତିରିକ୍ତ ତହସିଲଦାର,
ଗୋଗାଣ ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    11 hrs ago
  • ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    1
    ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି  ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ  ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି।
କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    6 hrs ago
  • କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,
    1
    କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,,
ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,,
ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,,
ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    8 hrs ago
  • ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    1
    ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    8 hrs ago
  • (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ
    1
    (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ )
ଜଗତସିଂହପୁର 
ତା =20/4/26
ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ  ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ  ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ  ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ  ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି |
ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    24 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.