ଜୀବନ, ମଙ୍ଗଳୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ - ସୋନପୁର କୁ ହରାଇ ରେଢାଖୋଲ ଚାମ୍ପିଅନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ରେ ହେଉଥିବା ଜୀବନ ଓ ମଙ୍ଗଳୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ସୋନପୁର ବ୍ଲାକ ପେନ୍ଥର କୁ ହରାଇ ରେଢାଖୋଲ ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ରେଢାଖୋଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୯୯ ରନ କରିଥିଲା। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୬୦ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ରେଢାଖୋଲ ଦଳ ନିର୍ଦ୍ଧାରିତ ୬ ଓଭର ରେ ୨ ଉଇକେଟ ହରାଇ ୯୮ ରନ କରିଥିବା ବେଳେ ସୋନପୁର ଦଳ ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୮୧ ରନ କରି ଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ରେଢାଖୋଲ ଚାମ୍ପିଅନ ହୋଇଥିଲା।ବ୍ୟାସଦେବ ବଡ଼ମାଳୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଶିଲୁ ରଥ, ଅକ୍ଷୟ କୁମାର ପଟେଲ, ଆୟୋଜକ ସଭାପତି ଚନ୍ଦନ କୁମାର ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ଉପବିଜେତା ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।

- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।1
- ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।1
- ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ1
- बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday1
- लड़की को इंप्रेस करने के लिए कराया उसका एक्सिडेंट1
- ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।1