Shuru
Apke Nagar Ki App…
#ଗିରଫ_ହେଲେ_ଉଦ୍ଧତ_ଅସାମାଜିକ_ଯୁବକ ଜନଗଣନା କାର୍ଯ୍ୟରେ ନିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଗିରଫ, ବେଲ୍ ନ ମିଳିବାରୁ ଗଲେ ଜେଲ l ଜନଗଣନା 2027 - ଗୃହଗଣନା କରିବାକୁ ଯାଇଥିବା ଶିକ୍ଷୟତ୍ରୀଙ୍କୁ ଠେଙ୍ଗାରେ ବାଡେଇ ବାକୁ ଉଦ୍ୟମ କରିଥିଲେ।
Bikram Mohapatra
#ଗିରଫ_ହେଲେ_ଉଦ୍ଧତ_ଅସାମାଜିକ_ଯୁବକ ଜନଗଣନା କାର୍ଯ୍ୟରେ ନିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଗିରଫ, ବେଲ୍ ନ ମିଳିବାରୁ ଗଲେ ଜେଲ l ଜନଗଣନା 2027 - ଗୃହଗଣନା କରିବାକୁ ଯାଇଥିବା ଶିକ୍ଷୟତ୍ରୀଙ୍କୁ ଠେଙ୍ଗାରେ ବାଡେଇ ବାକୁ ଉଦ୍ୟମ କରିଥିଲେ।
More news from ଓଡ଼ିଶା and nearby areas
- Post by Bikram Mohapatra1
- Post by Purnima Biswal1
- Post by Bharat ମାତା1
- ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l4
- Post by Prafulla Kumar Malla1
- Post by Bebina Malla1
- ଡେରାବିଶ. କେନ୍ଦ୍ରାପଡ଼ା. ଦେଶପୁର ଗ୍ରାମ ରେ ପ୍ରାୟତଃ ୩ମାସ ହେବ ପାଣିର ଷମସ୍ଯ ଲାଗି ରହିଛି। ଗ୍ରାମ ବାସିନ୍ଦା ମାନେ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି। ଦୟାକରି ଏହାର ସମାଧାନ ବହୁତ ସିଘ୍ର କରନ୍ତୁ।1
- Post by Bikram Mohapatra1