Shuru
Apke Nagar Ki App…
ପିଏମ ଇର୍ଣ୍ଟନସିପ୍ ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳରେ ମଙ୍ଗଳବାର ପିଏମ ଇର୍ଣ୍ଟନସିପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ଶିଶିର ବଣିଆ, ଅଧ୍ୟାପକ ନରେନ୍ଦ୍ର ଝା, ଅଧ୍ୟାପିକା ସୁପ୍ରଭା ନନ୍ଦ ପ୍ରମୁଖ ବିଷୟ ଭିତ୍ତିକ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ କିଭଳି ପଞ୍ଜିକରଣ କରାଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅଧ୍ୟାପିକା ଯାମିନି ଦାଶ ସଭାପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳାକାହ୍ନୁ ପଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ ।
Sudhir Biswal

More news from Sambalpur and nearby areas
- naye sal ka enjoy time1
- Post by Banshidhar Bemal1
- କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru1
- Post by User5115 Susanta Kumar Pattnaik1
- କଟକ ଗଡଗଡିଆ ରେ ବୋଟିଙ୍ଗି2
- Jay Jagannath 🙏1
- Post by Banshidhar Bemal1
- Vote Chori Sardar Patel and Nehru issue1
- ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର1