logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ସରକାରୀ_ସଂସ୍ଥା_ପୋଲିସ_ହାଉସିଙ୍ଗ ବୋର୍ଡ଼ ବିଲ୍ଡିଂ କାମକୁ ଭରସା ନାହିଁ,କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି ସରକାରୀ ସଂସ୍ଥା ପୋଲିସ ହାଉସିଙ୍ଗ ବୋର୍ଡ଼ ବିଲ୍ଡିଂ କାମକୁ ଭରସା ନାହିଁ,କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି #mahimatv #basta #viralreelschallenge2025viralreelschallengejaiviralreelschallengeviralreelschallengechallenge #newsinodia #rupathalia #pageforyoureels

on 13 March
user_Mahima tv Rajesh Kumar Giri
Mahima tv Rajesh Kumar Giri
Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
on 13 March

#ସରକାରୀ_ସଂସ୍ଥା_ପୋଲିସ_ହାଉସିଙ୍ଗ ବୋର୍ଡ଼ ବିଲ୍ଡିଂ କାମକୁ ଭରସା ନାହିଁ,କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି ସରକାରୀ ସଂସ୍ଥା ପୋଲିସ ହାଉସିଙ୍ଗ ବୋର୍ଡ଼ ବିଲ୍ଡିଂ କାମକୁ ଭରସା ନାହିଁ,କାମ କରୁ କରୁ ଧସିଯିବାର ସମ୍ଭାବନା ରହିଛି #mahimatv #basta #viralreelschallenge2025viralreelschallengejaiviralreelschallengeviralreelschallengechallenge #newsinodia #rupathalia #pageforyoureels

More news from ଓଡ଼ିଶା and nearby areas
  • #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
    1
    #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ 
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    17 hrs ago
  • ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    3
    ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ  ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    user_Srikanta Biswal Adyasha Live
    Srikanta Biswal Adyasha Live
    Local News Reporter ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ସିମୁଳିଆ,ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ବିବାହ କାର୍ଯ୍ୟ ସାରି ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ମାଟିଆପଡା ଛକ ନିକଟରେ ଗାଡି ଚାଳକର ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ଗଛକୁ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଶୋଏବ ଅନସାରୀ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    3
    ସିମୁଳିଆ,ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ସୂଚନା  ଅନୁଯାୟୀ  ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ବିବାହ କାର୍ଯ୍ୟ ସାରି ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ମାଟିଆପଡା ଛକ ନିକଟରେ ଗାଡି ଚାଳକର ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ଗଛକୁ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ  ଶୋଏବ ଅନସାରୀ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସିମୁଳିଆ ଅଧିକ ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଜୀବନ ର ମୂଲ୍ୟ କିଛି ନୂହୋ,,,
    1
    ଜୀବନ ର ମୂଲ୍ୟ କିଛି ନୂହୋ,,,
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ। ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ। “ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି। ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।
    1
    ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ରୟାଲ କୁଇନ୍ ମଣ୍ଡପରେ “ନାରୀଶକ୍ତି ବନ୍ଦନ ଅଧିନିୟମ – ସଶକ୍ତ ନାରୀ, ସଶକ୍ତ ଭାରତ” ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଉପସ୍ଥିତ ରହି ଅଧିନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ନାରୀ ନେତ୍ରୀ ସିପ୍ରା ରେଖା ମହାପାତ୍ର ମଞ୍ଚାସୀନ ଥାଇ ସଭାକୁ ସମ୍ବୋଧନ କରିଥିଲେ।
ସେମାନେ କହିଥିଲେ ଯେ ଚଳିତ ମାସ ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ନାରୀଶକ୍ତି ପାଇଁ ବିଶେଷ ତିନିଦିନିଆ ଅଧିବେଶନ ହେବାକୁ ଯାଉଛି, ଯାହାକୁ ଦେଶର ଅମୃତକାଳର ଗୁରୁତ୍ୱପୂର୍ଣ୍ଣ ଅମୃତବେଳା ବୋଲି ବର୍ଣ୍ଣନା କରାଯାଇଛି। ୩୩ ପ୍ରତିଶତ ମହିଳା ସଂରକ୍ଷଣ କେବଳ ପ୍ରତିନିଧିତ୍ୱ ବୃଦ୍ଧି ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଓ ପ୍ରଭାବଶାଳୀ କରିବାରେ ମୂଳ ଆଧାର ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ।
“ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ସଶକ୍ତିକରଣ, ସ୍ୱାବଳମ୍ବନ ଓ ସମ୍ମାନଜନକ ନେତୃତ୍ୱ” — ଏହି ୭ ‘ସ’ ନାରୀ ଅଧିକାରର ମୂଳ ଆଧାର ଭାବେ ଉପସ୍ଥାପିତ ହୋଇଥିଲା। ମହିଳାମାନେ କେବଳ ନୀତିର ହିତାଧିକାରୀ ନୁହେଁ, ନୀତି ନିର୍ମାତା ଭାବେ ଉଭୟ ସ୍ଥାନ ନେବେ ବୋଲି କୁହାଯାଇଛି।
ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା — ଘରେ ଘରେ ଶୌଚାଳୟ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାଲିକାନା ଘର ଏବଂ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ “ଲକ୍ଷପତି ଦିଦି” ତିଆରି କରାଯାଇଥିବାକୁ ମହିଳା ସଶକ୍ତିକରଣର ଭିତି ଭାବେ ଉଲ୍ଲେଖ କରାଯାଇଥିଲା। ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ପ୍ରଶଂସା କରାଯାଇଥିଲା।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ପୁଣି ଫେରିଛି ପିଠା,ଓଡ଼ିଆ ପକ୍ଷରେ ପିଠା ପ୍ରଦର୍ଶନୀ ଫାଷ୍ଟ ଫୁଡ୍ କୁ ବର୍ଜନ କରି ମା ମାନେ ପିଠା ତିଆରି କରନ୍ତୁ।
    1
    ପୁଣି ଫେରିଛି ପିଠା,ଓଡ଼ିଆ ପକ୍ଷରେ ପିଠା ପ୍ରଦର୍ଶନୀ 
ଫାଷ୍ଟ ଫୁଡ୍ କୁ ବର୍ଜନ କରି ମା ମାନେ ପିଠା ତିଆରି କରନ୍ତୁ।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    16 hrs ago
  • 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ
    1
    14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    16 hrs ago
  • #ଗତକାଲି_ଡମ୍ଫର_କୁ_ପଛପଟୁ_ଧକ୍କାରେ_ଯୁବକ_ମୃତ_ଘଟଣାରେ ! #ଦାବି_ଶୁଣିଲେ_ପ୍ରଶାସନ । #ପ୍ରଶାସନ_ପ୍ରତିଶୃତି_ପରେ_ହଟିଲା_ରାସ୍ତାରୋକ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ବଜାରରେ ଗତକାଲି ଡମ୍ଫର କୁ ପଛପଟୁ ଧକ୍କା ଦେଇଥିଲା ବାଇକ ଆରୋହୀ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ଘଟଣା ରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ ।
    1
    #ଗତକାଲି_ଡମ୍ଫର_କୁ_ପଛପଟୁ_ଧକ୍କାରେ_ଯୁବକ_ମୃତ_ଘଟଣାରେ ! 
#ଦାବି_ଶୁଣିଲେ_ପ୍ରଶାସନ । 
#ପ୍ରଶାସନ_ପ୍ରତିଶୃତି_ପରେ_ହଟିଲା_ରାସ୍ତାରୋକ । 
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ବଜାରରେ ଗତକାଲି ଡମ୍ଫର କୁ ପଛପଟୁ ଧକ୍କା ଦେଇଥିଲା ବାଇକ ଆରୋହୀ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ଘଟଣା ରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.