ସାର କଳାବଜାରୀ ବେଳେ ମାଡ଼ି ବସିଲା ପ୍ରଶାସନ | ୨୨୫ ବସ୍ତା ୟୁରିଆ ସାର ଜବତ । ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମରେ ସାର କଳାବଜାରୀ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ୨୨୫ ବସ୍ତା ୟୁରିଆ ସାରଜବତ କରିଛି ପ୍ରଶାସନ । ଜିଲ୍ଲା କୃଷି ଅଧିକାରୀ, ଆସିକା ତହସିଲଦାର ଓ ପୋଲିସର ମିଳିତ ଚଢାଉ ବେଳେ ଏହି ସାର ଗୋଦାମକୁ ଜବତ କରାଯାଇଛି । ଗୋଟିଏ ପଟେ ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରୁନି । ଏହି ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମର ଗୋଟିଏ କମ୍ୟୁନିଟି ହଲରେ ୨୨୫ ବସ୍ତା ୟୁରିଆ ସାର କଳାବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ବିଶେଷ ସୂତ୍ରୁ ଖବର ମିଳିଥିଲା । ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଳିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ ୨୨୫ ବସ୍ତା ୟୁରିଆ ସାର ଜବତ କରାଯିବା ସହ ସାର ଗୋଦାମକୁ ସିଜ୍ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛ ।
ସାର କଳାବଜାରୀ ବେଳେ ମାଡ଼ି ବସିଲା ପ୍ରଶାସନ | ୨୨୫ ବସ୍ତା ୟୁରିଆ ସାର ଜବତ । ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମରେ ସାର କଳାବଜାରୀ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ୨୨୫ ବସ୍ତା ୟୁରିଆ ସାରଜବତ କରିଛି ପ୍ରଶାସନ । ଜିଲ୍ଲା କୃଷି ଅଧିକାରୀ, ଆସିକା ତହସିଲଦାର ଓ ପୋଲିସର ମିଳିତ ଚଢାଉ
ବେଳେ ଏହି ସାର ଗୋଦାମକୁ ଜବତ କରାଯାଇଛି । ଗୋଟିଏ ପଟେ ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରୁନି । ଏହି ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା
ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମର ଗୋଟିଏ କମ୍ୟୁନିଟି ହଲରେ ୨୨୫ ବସ୍ତା ୟୁରିଆ ସାର କଳାବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ବିଶେଷ ସୂତ୍ରୁ ଖବର ମିଳିଥିଲା । ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଳିତ
ଚଢାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ ୨୨୫ ବସ୍ତା ୟୁରିଆ ସାର ଜବତ କରାଯିବା ସହ ସାର ଗୋଦାମକୁ ସିଜ୍ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛ ।
- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- ଆରେ chiku କଣକିରେବଣ୍ଟି ଜାଣିଚୁ ଅଗଷ୍ଟ ଏକତାରିଖରୁ ନୂଆଗାଁ ଆଦର୍ଶକମ୍ପ୍ୟୁଟରେ ଫ୍ରିକ୍ଲାସ ଆରମ୍ଭ ହେବାକୁ ଯାଉଛି. ତୁଜାଣିନୁକି. ସେଠି ସମସ୍ତଛାତ୍ର ଛାତ୍ରୀ ଅଭିଭାବକ ସମସ୍ତେ ଯୋଗଦେଇ ପାରିବେ. ଚେର୍ଟିଫିକେଟ ମଧ୍ୟ ଦିଆଯିବ. ଚାଲଚାଲ ଆଜିଯାଇ ଯୋଗାଯୋଗ କରିବା ବଣ୍ଟି. Contact -70087028231
- ଆସିକା : ନଳବଣ୍ଟା ଗ୍ରାମରେ ପୋଲିସର ଜୋରଦାର ଚଢାଉ, ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମ ର ଗୋଟିଏ ଘରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ଖବରପାଇ ଅତର୍କିର ଚଢ଼ାଉ କରିଛି ପୋଲିସ l ଆସିକା SDPO ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଆସିକା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ନଳବଣ୍ଟା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ କରିଛନ୍ତି । ବର୍ଷ ତମାମ ଏଠାରେ ବେଆଇନ ବାଣ ତିଆରି ହେଉଥିଲା । ପୂର୍ବରୁ ଅନେକ ଅଘଟଣ ମଧ୍ୟ ଘଟିସାରିଛି ।1