Shuru
Apke Nagar Ki App…
ବୀରମହାରାଜପୁର ରେ ଶ୍ରୀରାମ ଙ୍କ ଫଟୋ କୁ ଚିରି ମାଡ଼ି ଦେବାକୁ ପ୍ରତିବାଦ କରି ବନ୍ଦ ଡାକରା ଦେଇଥିଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏନେଇ କଣ କହୁଛନ୍ତି ଆନ୍ଦୋଳନକାରୀ
Pitambar Sahu
ବୀରମହାରାଜପୁର ରେ ଶ୍ରୀରାମ ଙ୍କ ଫଟୋ କୁ ଚିରି ମାଡ଼ି ଦେବାକୁ ପ୍ରତିବାଦ କରି ବନ୍ଦ ଡାକରା ଦେଇଥିଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏନେଇ କଣ କହୁଛନ୍ତି ଆନ୍ଦୋଳନକାରୀ
More news from ଓଡ଼ିଶା and nearby areas
- Post by BAHUJAN ADHIKAR1
- Post by SONEPUR NEWS1
- Post by Sonepur news khulasa1
- Post by PABITRA BARIHA1
- ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।1
- ବୌଦ୍ଧ ଜ଼ିଲ୍ଲାର ନୂତନ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ବିଦ୍ୟାପତି ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତମାସରେ ବୌଦ୍ଧରେ ରହିଥିବା ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ବୌଦ୍ଧ କୁ ବିଦ୍ୟାପତି ପଣ୍ଡା ଙ୍କ ବଦଳି ହୋଇଥିଲା ।1
- Post by BAHUJAN ADHIKAR1
- Post by Sonepur news khulasa1
- ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପିଲାଙ୍କ ସହିତ ମିଶି ବାର୍ତ୍ତାଳାପ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।1