logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

9348409679 chatuwa padua

on 13 March
user_Gobinda Gemel
Gobinda Gemel
Lawyer କୋରାପୁଟ, କୋରାପୁଟ, ଓଡ଼ିଶା•
on 13 March
13fea421-d2a9-4bd6-b430-d2ce6685ba54
61e54cba-1c4f-49ad-aa8b-5e24f102d426
1649cf27-2990-4155-a1a0-7973429079ef
0f880208-dc21-4cc9-8853-99d7df59b360

9348409679 chatuwa padua

More news from Gajapati and nearby areas
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    2 hrs ago
  • ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    1
    ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    8 hrs ago
  • ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    2 hrs ago
  • 💋💋💋💋💋💋🤭💋💋💋
    1
    💋💋💋💋💋💋🤭💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • Post by Ansubhai Pandey
    3
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    9 hrs ago
  • ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ ମନୋଜ ପାଣ୍ଡତ୍ଥ
    1
    ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ  ମନୋଜ ପାଣ୍ଡତ୍ଥ
    user_ରଜାମରା କୀର୍ତ୍ତନ ମଣ୍ଡଳୀ
    ରଜାମରା କୀର୍ତ୍ତନ ମଣ୍ଡଳୀ
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    Pujari ବେଲପରା, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • ନୂଆପଡ଼ା -୧୫/୪ - ନୂଆପଡ଼ା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଓ ମିଶନ ଶକ୍ତି ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରୁ ଏହି ଉତ୍ସାହଜନକ ତଥ୍ୟ ସାମନା କୁ ଆସିଛି। ବିଶେଷ କରି ବ୍ୟାଙ୍କ ଲିଙ୍କେଜ କ୍ଷେତ୍ରରେ ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଆଗରେ ରହିଛି। ବ୍ୟାଙ୍କ ଲିଙ୍କେଜ ରେ ରେକର୍ଡ ସଫଳତା ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ି କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଲିଙ୍କେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତଥ୍ୟ ଅନୁଯାୟୀ ଆର୍ଥିକ ଅଭିବୃଦ୍ଧିରେ ଧାର୍ଯ୍ୟ ଲକ୍ଷ୍ୟ ୨୨,୧୫୪ ଲକ୍ଷ ଟଙ୍କା ଥିବାବେଳେ ଜିଲ୍ଲା ୩୦,୩୬୯ ଲକ୍ଷ ଟଙ୍କା ହାସଲ କରି ୧୩୭% ସଫଳତା ପାଇଛି। ସଫଳତା ୫,୪୪୦ ଟି ଗୋଷ୍ଠୀ ପାଇଁ ଲକ୍ଷ୍ୟ ରହିଥିବା ବେଳେ ୫,୯୫୮ ଟି ଗୋଷ୍ଠୀ ସହ ବ୍ୟାଙ୍କ ଲିଙ୍କେଜ୍ ସ୍ଥାପନ କରାଯାଇଛି ୧୦୯.୫୨%। ଜିଲ୍ଲାରେ ସର୍ବମୋଟ ହାରାହାରି ଋଣ ୫.୧ ଲକ୍ଷ ଟଙ୍କା ରହିଛି। ପ୍ରବାସୀ ଶ୍ରମିକ ପରିବାରକୁ ଆର୍ଥିକ ସମ୍ବଳ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମାର୍ଚ୍ଚ ମାସରେ ୭୭ ଟି ପରିବାରକୁ ସର୍ବମୋଟ ୮.୧୫ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି। ବ୍ଲକ ଅନୁଯାୟୀ ସହାୟତା ରାଶି ର ନିମ୍ନ ରେ ବିବରଣୀ । ବୋଡେନ ବ୍ଲକରେ ୧୭ ଟି ପରିବାରକୁ ୧.୬୦ ଲକ୍ଷ ଟଙ୍କା, ଖରିଆର ରେ ୧୦ ଟି ପରିବାରକୁ ୧.୨୫ ଲକ୍ଷ ଟଙ୍କା, କୋମନା ରେ ୨୦ ଟି ପରିବାରକୁ ୨.୩୦ ଲକ୍ଷ ଟଙ୍କା, ନୂଆପଡ଼ାରେ ୨୫ ଟି ପରିବାରକୁ ୨.୫୦ ଲକ୍ଷ ଟଙ୍କା ଏବଂ ସିନାପାଲି ରେ ୫ ଟି ପରିବାରକୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ଏସଏଚଜି ଓ ସିଏଲଏଫ ପ୍ରୋଫାଇଲ ଅପଡେଟ, ଡିଜିଟାଲ ଆଜୀବିକା ରେଜିଷ୍ଟର ଏବଂ ମିଶନ ଶକ୍ତି ରିଟେଲ ମାର୍ଟର ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କରେ ଅପେକ୍ଷାରତ ୭୭୬ ଟି ଆବେଦନକୁ ତୁରନ୍ତ ସମାଧାନ କରିବାକୁ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। "ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବା ସହ ପ୍ରବାସୀ ଶ୍ରମିକଙ୍କୁ ସ୍ୱାବଲମ୍ବୀ କରିବା ଆମର ମୁଖ୍ୟ ଲକ୍ଷ୍ୟ।" - ଜିଲ୍ଲାପାଳ, ନୂଆପଡ଼ା ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
    2
    ନୂଆପଡ଼ା -୧୫/୪ -
ନୂଆପଡ଼ା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଓ ମିଶନ ଶକ୍ତି ର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରୁ ଏହି ଉତ୍ସାହଜନକ ତଥ୍ୟ ସାମନା କୁ ଆସିଛି। ବିଶେଷ କରି ବ୍ୟାଙ୍କ ଲିଙ୍କେଜ କ୍ଷେତ୍ରରେ ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଆଗରେ ରହିଛି।
ବ୍ୟାଙ୍କ ଲିଙ୍କେଜ ରେ ରେକର୍ଡ ସଫଳତା
ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ି କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଲିଙ୍କେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତଥ୍ୟ ଅନୁଯାୟୀ
ଆର୍ଥିକ ଅଭିବୃଦ୍ଧିରେ ଧାର୍ଯ୍ୟ ଲକ୍ଷ୍ୟ ୨୨,୧୫୪ ଲକ୍ଷ ଟଙ୍କା ଥିବାବେଳେ ଜିଲ୍ଲା ୩୦,୩୬୯ ଲକ୍ଷ ଟଙ୍କା ହାସଲ କରି ୧୩୭% ସଫଳତା ପାଇଛି।
ସଫଳତା  ୫,୪୪୦ ଟି ଗୋଷ୍ଠୀ ପାଇଁ ଲକ୍ଷ୍ୟ ରହିଥିବା ବେଳେ ୫,୯୫୮ ଟି ଗୋଷ୍ଠୀ ସହ ବ୍ୟାଙ୍କ ଲିଙ୍କେଜ୍ ସ୍ଥାପନ କରାଯାଇଛି ୧୦୯.୫୨%।
ଜିଲ୍ଲାରେ ସର୍ବମୋଟ ହାରାହାରି ଋଣ  ୫.୧ ଲକ୍ଷ ଟଙ୍କା ରହିଛି। ପ୍ରବାସୀ ଶ୍ରମିକ ପରିବାରକୁ ଆର୍ଥିକ ସମ୍ବଳ
ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମାର୍ଚ୍ଚ ମାସରେ ୭୭ ଟି ପରିବାରକୁ ସର୍ବମୋଟ ୮.୧୫ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।
ବ୍ଲକ ଅନୁଯାୟୀ ସହାୟତା ରାଶି ର ନିମ୍ନ ରେ ବିବରଣୀ । ବୋଡେନ ବ୍ଲକରେ ୧୭ ଟି ପରିବାରକୁ ୧.୬୦ ଲକ୍ଷ ଟଙ୍କା, ଖରିଆର ରେ ୧୦ ଟି ପରିବାରକୁ ୧.୨୫ ଲକ୍ଷ ଟଙ୍କା, କୋମନା ରେ ୨୦ ଟି ପରିବାରକୁ ୨.୩୦ ଲକ୍ଷ ଟଙ୍କା, ନୂଆପଡ଼ାରେ ୨୫ ଟି ପରିବାରକୁ ୨.୫୦ ଲକ୍ଷ ଟଙ୍କା ଏବଂ ସିନାପାଲି ରେ ୫ ଟି ପରିବାରକୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ଏସଏଚଜି ଓ ସିଏଲଏଫ ପ୍ରୋଫାଇଲ ଅପଡେଟ, ଡିଜିଟାଲ ଆଜୀବିକା ରେଜିଷ୍ଟର ଏବଂ ମିଶନ ଶକ୍ତି ରିଟେଲ ମାର୍ଟର ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କରେ ଅପେକ୍ଷାରତ ୭୭୬ ଟି ଆବେଦନକୁ ତୁରନ୍ତ ସମାଧାନ କରିବାକୁ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
"ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବା ସହ ପ୍ରବାସୀ ଶ୍ରମିକଙ୍କୁ ସ୍ୱାବଲମ୍ବୀ କରିବା ଆମର ମୁଖ୍ୟ ଲକ୍ଷ୍ୟ।" - ଜିଲ୍ଲାପାଳ, ନୂଆପଡ଼ା
ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    21 hrs ago
  • ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.