Shuru
Apke Nagar Ki App…
ବୀରମହାରାଜପୁର ଚାର ଛକ କୁ ଆଜି ବଜରଙ୍ଗ ଦଳ ଶ୍ରୀରାମ ଛକ ଲେଖି ପ୍ରଭୁରାମଚନ୍ଦ୍ର ଏବଂ ହନୁମାନ ଫୋଟୋ ଲଗାଇଥିଲେ lକିନ୍ତୁ ଆମ୍ବେଦକର ଜୟନ୍ତୀ ପାଳନ କରୁଥିବା ଲୋକ ଏବଂ ରାଲି ରେ ଆସିବା ସମୟରେ ଫୋଟୋ ସବୁ ଘିଚି ଫୋପାଡ଼ିଦେଲେ l
Sonepur news khulasa
ବୀରମହାରାଜପୁର ଚାର ଛକ କୁ ଆଜି ବଜରଙ୍ଗ ଦଳ ଶ୍ରୀରାମ ଛକ ଲେଖି ପ୍ରଭୁରାମଚନ୍ଦ୍ର ଏବଂ ହନୁମାନ ଫୋଟୋ ଲଗାଇଥିଲେ lକିନ୍ତୁ ଆମ୍ବେଦକର ଜୟନ୍ତୀ ପାଳନ କରୁଥିବା ଲୋକ ଏବଂ ରାଲି ରେ ଆସିବା ସମୟରେ ଫୋଟୋ ସବୁ ଘିଚି ଫୋପାଡ଼ିଦେଲେ l
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।1
- Post by SonepurSambad1
- Post by Manoj Kumar Achary1
- କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। 📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।1
- Post by Sonepur news khulasa1
- ସୁବର୍ଣ୍ଣପୁର: ବିପୁଳ ପରିମାଣର ଗଞ୍ଜେଇ ଜବତ ପୁଲିସ ବିଭାଗର ବଡ ବଡ ଅଧିକାରୀଙ୍କ ଗେହ୍ଲାପୁଅ ସାଜିଥିବା ଫାର୍ମ ହାଉସ ମାଲିକ ଚକ୍ର ପାତ୍ରଙ୍କ ଗଞ୍ଜେଇ ଡିପୋ ଉପରେ ଆଜି ପୁଲିସ ରେଡ୍ କରିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।1