Shuru
Apke Nagar Ki App…
ଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଠାରୁ ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଶନିବାର ଦୁତିୟ ଦିବସରେ ପ୍ରଖ୍ୟାତ ୟୁ ଟ୍ୟୁବ ର କୁନି ହାସ୍ୟ ଅଭିନେତ୍ରୀ ମାଙ୍କେ ଓ ତାଙ୍କ ବାପା ପ୍ରଖ୍ୟାତ ହାସ୍ୟ ଅଭିନେତା ପ୍ରୀତି ରଞ୍ଜନ ପ୍ରଧାନ, ଓ ତାଙ୍କ ସହଧର୍ମିଣୀ ସାଙ୍ଗେ ପ୍ରଖ୍ୟାତ ହାସ୍ୟ ଅଭିନେତା ବ୍ରହ୍ମପୁର ଆନା ଙ୍କ ସହଧର୍ମିଣୀ ଆଜି ଭଞ୍ଜନଗର ବିଶ୍ୱଶାନ୍ତି ମହା ଯଜ୍ଞ ଦର୍ଶନ କରିବା ପାଇଁ ଆସିଥିଲେ।
Im race to life

More news from Gopalpur and nearby areas
- #କେମିତି_କାମ_କରେ_ଯୁଦ୍ଧ_ଯାହାଜ_ବୁଲିଦେଖିଲେ_ଲୋକେ ଗୋପାଳପୁର ବନ୍ଦରରେ ଲାଗିଛି INS KUTHAR ଯୁଦ୍ଧ ଜାହାଜ । ଗତକାଲି ଆସି ପହଂଚିଛି। ନାଭାଲ ସପ୍ତାହ ଉପଲକ୍ଷେ ଏହା ବନ୍ଦରରେ ଲାଗିଛି। ସାଧାରଣ ଜନତାଙ୍କୁ ଦେଖିବାକୁ ଭିତରକୁ ଛଡା ଯାଉଛି । ଆଜି ଏହି ଜାହାଜ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି।1
- #ଫିଲ୍ମି_ଷ୍ଟାଇଲରେ_ଗଞ୍ଜେଇ_ଗାଡ଼ିକୁ_ଧରିଲା_ଅବକାରୀ_ବିଭାଗ ଫିଲ୍ମି ଷ୍ଟାଇଲରେ ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ଅବକାରୀ ବିଭାଗର ଏକ ଟିମ୍। ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ଠାରେ ବ୍ଲକିଂ କରି ଯାଞ୍ଚ କରୁଥିଲା।1
- ବ୍ରହ୍ମପୁର-ଚାରୋଟି ଜିଲ୍ଲାର ବିଜୁ ଛାତ୍ର ଓ ଯୁବ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ହେଲା ସଭ୍ୟ ସଂଗ୍ରହ ଅଭିଯାନ ନେଇ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର...1
- ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ଭିନ୍ନ ଦୃଶ୍ୟ, କମିଶନରଙ୍କୁ କର୍ପୋରେଟରଙ୍କ ହାତ ଯୋଡ଼ି ନିଆରା ପ୍ରତିବାଦ। ସହରରେ ମଶା ଉପଦ୍ରବ ଯୋଗୁଁ ଧୂଆ ଗାଡ଼ି ନିୟମିତ ଭାବେ ବୁଲାଇବା ପାଇଁ ହାତ ଯୋଡ଼ି କମିଶନରଙ୍କୁ କହିଲେ କର୍ପୋରେଟର।1
- ଗୋପାଳପୁର ବନ୍ଦରରେ ନୌସେନାର ଯୁଦ୍ଧ ଜାହଜ ‘କୁଠାର’ ।1
- ନୂଆ ଗୀତଟି ଖୁୂବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।ଗୀତ ରଚନା,ନାଟ୍ୟକାର-ତ୍ରିପତୀ ନାୟକ (ବ୍ରହ୍ମପୁର),ଲୋକପ୍ରୀୟ ଗୀତଟି ।କଣ୍ଠଶୀଳ୍ପୀ-ପବିତ୍ର କୁମାର/ଟିକେ ଏହିଗୀତକୁ ଆପଣମାନେ ଭଲପାଇବା ନିଶ୍ଚୟ ଦେବେ ବୋଲି ମୋର ଆଶା/ଜୟ ଜଗନ୍ନାଥ1
- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମ ରେ ମା ବାଟ ମଙ୍ଗଳା ଙ୍କର ବାର୍ଷିକ ଯଂଜ୍ଞସ୍ତବ ଅନୁଷ୍ଠିତ ହୋଇଯାଇଛି,1
- #ଗୋପାଳପୁର_ବନ୍ଦରରେ_ପହଞ୍ଚିଲା_ଯୁଦ୍ଧ_ଜାହାଜ ନେଭି ଡେ ପୂର୍ବରୁ ଗୋପାଳପୁର ବନ୍ଦରରେ INS କୁଠାର। ଗତକାଲି ଗୋପାଳପୁରରେ ପହଞ୍ଚିଛି। ଏହାକୁ ଦେଖିବା ପାଇଁ ସେଠାରେ ସାଧାରଣ ଲୋକଙ୍କର ଭିଡ଼ ହେଉଛି। ଭିତରକୁ ଯାଇ ବୁଲି ଦେଖୁଛନ୍ତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକ।1
- ଗୋପାଳପୁର ପୋର୍ଟରେ ଯୁଦ୍ଧ ଜାହାଜ ଆଇଏନେଏସ 'କୁଠାର'1