logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ। ନୂଆପଡ଼ା - ୧୬/୨ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର ପ୍ରାୟ ୪୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନେସନାଲ ପେନସନ ସ୍କିମ ର ଜମା ହୋଇଥିବା ଟଙ୍କା ହଡପ ହୋଇଥିବନେଇ ଆଜି ପ୍ରାୟ ଚାଳିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର ଙ୍କ କହିବା ଅନୁସାରେ ଅପରାହ୍ନ ୩ ଟା ରେ ଅଫିସ କୁ ଆସି ବିଇଓ ଙ୍କୁ ଭେଟିବାକୁ ଉଦ୍ଦେଶ୍ୟ ରଖିଥିଲେ, ହେଲେ ବିଇଓ ଙ୍କ କାର୍ଯ୍ୟା ଳୟ ରେ ତାଲା ବନ୍ଦ ଥିବା ନଜର କୁ ଆସିଛି l ଏଣୁ ଶିକ୍ଷକ ମାନେ ତୀବ୍ର ଅଶନ୍ତୋଷ ପ୍ରକଟ କରିଛନ୍ତି l କେତେଜଣ ଶିକ୍ଷକ ଏ ବର୍ଷ କିଛି ମାସ ପରେ ଅବସର ନେବେ, ହେଲେ ସେ ମାନଙ୍କ ଆକାଉଣ୍ଟ ଶୂନ୍ୟ ହୋଇଯାଇ ନ ବର୍ଷର ଟଙ୍କା ଜମା ହୋଇ ନଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି l ବିଇଓ ଙ୍କୁ ଫୋନ ମଧ୍ୟମ ରେ ଯୋଗାଯୋଗ କରିବାରୁ ତାଙ୍କ ଆବଶ୍ୟକୀୟ କାଗଜ ପତ୍ର ଓ ପ୍ରାଣ କୀଟ ନଥିବା ପ୍ରକାଶ କରିଛନ୍ତି l ଅଫିସ କୁ ଆଜି ଯେଗଲାଲ ମାଝୀ, ବଇଦ ଦଲ,ଉଗରେସନ ମାଝୀ, ରୁକ୍ମଣ ଛାତ୍ରିଆ, ତୁଲାରାମ ସୁନାନୀ, ଅଚ୍ୟୁତା ବିଭାର, ତିଲକ ରାମ ଦଣ୍ଡସେନା, ସନ୍ତୋଷ ସିଂ, ଜୟନ୍ତ ରାଉତ,କ୍ଷୀରସିନ୍ଧୁ ମାଝୀ,ଚନ୍ଦ୍ରିକା ବାଗ, ଜଗବନ୍ଧୁ ମାଝୀ, ଦେବରାଜ ବେହେରା, ମୋହନ ଚିନ୍ଦା, ଉମା ବାଗ, ସଞ୍ଜୟ ନାୟକ, ନିତ୍ୟାନନ୍ଦ ସଲମା,ତରଚନ୍ଦ ତାଣ୍ଡି, ତୁଲାରାମ ସୁନାନୀ, ମହେନ୍ଦ୍ର ମାଝୀ, ଭକ୍ତରାମ ମାଝୀ, ଲିଙ୍ଗରାଜ ମାଝୀ, ସଞ୍ଜୟ ଦୁରିଆ, ଲିଙ୍ଗରାଜ ବେହେରା ସମେତ ଚାଳିଶ ରୁ ଉର୍ଦ୍ଧ୍ଵ ଶିକ୍ଷକ ଆସନ୍ତୋଷ ପ୍ରକାଶ କରି ଉଚ୍ଚ କର୍ତୃପକ୍ଷ ଙ୍କୁ ଜଣେଇ ବାକୁ ସଜବାଜ ହେଉଛନ୍ତି l

21 hrs ago
user_Surendra Tiwari
Surendra Tiwari
ନୂଆପଡା, ନୂଆପଡ଼ା, ଓଡ଼ିଶା•
21 hrs ago
c47e3212-752e-4104-9624-2bd24b78b61c

More news from ଓଡ଼ିଶା and nearby areas
  • ବିଛୁବାହାଲି ଗାଁରେ ମହାଶିବରାତ୍ରି ଉତ୍ସବ ପାଳିତ...
    1
    ବିଛୁବାହାଲି ଗାଁରେ ମହାଶିବରାତ୍ରି ଉତ୍ସବ ପାଳିତ...
    user_ସୋନୁ ଟାଇଗର
    ସୋନୁ ଟାଇଗର
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ସିନାପାଲିର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ଜାମ
    1
    ସିନାପାଲିର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ଜାମ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    45 min ago
  • Post by ବିର ସାହୁ
    2
    Post by ବିର ସାହୁ
    user_ବିର ସାହୁ
    ବିର ସାହୁ
    ଗାଇସିଲେଟ, ବରଗଡ଼, ଓଡ଼ିଶା•
    9 hrs ago
  • ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    1
    ଲୋକକଥା -୧ 
ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା।
ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ।
(ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି)
ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।
    1
    ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି
ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • ଭବ୍ୟ କଳସ ଶୋଭାଯାତ୍ରାରୁ ଆରମ୍ଭ ହେଲା ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଓ ମହାଶିବରାତ୍ର
    1
    ଭବ୍ୟ କଳସ ଶୋଭାଯାତ୍ରାରୁ ଆରମ୍ଭ
ହେଲା ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଓ ମହାଶିବରାତ୍ର
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    4 hrs ago
  • #ମାହା ଦେ ବେ କେ ପ ହେ ଲା ମୁ ଇ ମା ସିଂ ତା ପ ରେ ତ ତେ ବି ସୁ ହା କ ସିଂ
    1
    #ମାହା ଦେ ବେ କେ ପ ହେ ଲା ମୁ ଇ ମା ସିଂ ତା ପ ରେ ତ ତେ ବି ସୁ ହା କ ସିଂ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ସିନାପାଲି ମାଟିରେ ଗୁରୁ ସୁଧର୍ମା ଦାସ (ସଂକୀର୍ତ୍ତନ ଗାୟକ)
    1
    ସିନାପାଲି ମାଟିରେ ଗୁରୁ ସୁଧର୍ମା ଦାସ (ସଂକୀର୍ତ୍ତନ ଗାୟକ)
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.