ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ । ଦେବଗଡ଼ ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ କବି ଶ୍ରୀ ଜୟଦେବଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ସଂଯୋଜକ ଜିଲ୍ଲା ସଂସ୍କୃତି ପରିଷଦ ଦିଲୀପ କୁମାର ଗୁରୁ ମଞ୍ଚାସୀନ ରହି କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କବି ଶ୍ରୀ ଜୟଦେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଗୀତଗୋବିନ୍ଦ ପରିବେଷଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ଵର ଶତପଥୀ, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ,ସଂସ୍କୃତି ପରିଷଦ ସଦସ୍ୟ ଅବନିକାନ୍ତ ମିଶ୍ର ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବୀ,ସାମ୍ୱାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

- ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା।1
- CM किसान योजना के ज़रिए राज्य के किसानों को सीधी आर्थिक मदद देना और किसानों के घर तक बेहतर बीज पहुँचाने के लिए 'मोबाइल बीज रथ' शुरू करना, खेती का उत्पादन बढ़ाने और हमारे किसान भाइयों और बहनों की आर्थिक सुरक्षा को और मज़बूत करने में मदद करेगा। #EmpoweredFarmer #CMkisan1
- Post by Ramachandraswain1
- ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଅନ୍ତର୍ଗତ ଠିଡିକଯୋର୍ ଶ୍ରୀ ଜଗନ୍ନାଥଙ୍କ ପାଈଁ ରଥକାଠ ଅନୁକୂଳ ପର୍ବ ପାଳନ ହୋଇଯାଇଛି । ଏହା ପ୍ରତିବର୍ଷ ଅକ୍ଷୟ ତୃତୀୟା ତିଥିରେ ଅନଷ୍ଠିତ ହୋଇଥାଏ ।1
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- ପ୍ରଗତୀ କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା | ରାଜ୍ୟରେ ରହିବନି ବେକାରୀ ସମସ୍ୟା | ଭାରତରେ ଓଡ଼ିଶା ହେବ ଏକ ନମ୍ବର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ପାଳନ ଏବଂ ଅଖି ମୁଠି ଅନୁକୂଳ । ଦେବଗଡ଼, ତା ୨୦.୦୪.୨୦୨୬ ଆଜି ପବିତ୍ର ଅକ୍ଷୟ ତୃତୀୟ ଦିବସ ଅବସରରେ ବାରକୋଟ ବ୍ଲକ୍ ବିଜୟନଗର ସରଣିପାଟ ପଡ଼ିଆ ପରିସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ପାଳନ ସମାରୋହ ଏବଂ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ଓ ବରୋଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର ଓ କୃଷକ ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ଭରତ ଭୁଷଣ ପ୍ରଧାନ ଯୋଗଦେଇ ଅଖି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ପରେ ସାଧାରଣ ସଭା କାର୍ଯ୍ୟକ୍ରମ ରେ ଯୋଗଦେଇ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଦ୍ୱାରା ସି ଏମ କିଶାନ ସହାୟତା ରାଶି ପ୍ରଦାନର ସିଧା ପ୍ରସାରଣ କରାଯାଇଥିଲା । ଆଜିର ଦିନରେ ଚାଷୀ ଭାଇ ମାନେ ଧାନ ବୁଣିବେ ଏବଂ ଆମ୍ଭ ମାନଙ୍କୁ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଦେବେ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ଭାବେ ଗଢିତୋଳିବାକୁ ଆମର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭାରତକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଯେଉଁଥିରେ କୃଷକ ସଶକ୍ତିକରଣ ଅନନ୍ୟ ଅଟେ। ବିକଶିତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଚାଷୀ ଭାଇଙ୍କୁ ସୁଦୃଢ କରିବାକୁ ପଡ଼ିବ ଏବଂ କୃଷିକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ। କୃଷକ ମାନଙ୍କ ନିମିତ୍ତ ପ୍ରଣୀତ ସମସ୍ତ ସରକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଦରକାର ଏବଂ ଚାଷୀ ଭାଇମାନଙ୍କ ପାଖରେ ପହଞ୍ଚିବା ଦରକାର ଯାହା ଫଳରେ ସେମାନେ ଉପକୃତ ହୋଇପାରିବେ। ଦେବଗଡ଼ ଜିଲ୍ଲାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ସି ଏମ କିଶାନ ସହାୟତା ରାଶି ଜିଲ୍ଲାରେ ୪୧୮୮୩ ଜଣ ଚାଷୀଙ୍କୁ ଆଜି ୨୦୦୦ ଟଙ୍କା ଲେଖାଏଁ ଡି ବୀ ଟି ମାଧ୍ୟମରେ ସିଧାସଳଖ ଚାଷୀର ଖାତା କୁ ପ୍ରଦାନ କରଯାଇଥିଲା। ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଓ ଚାଷୀ ମାନେ ଉପସ୍ଥିତ ଥିଲେ।2
- #PWDIB #Bamra कलर के नामपर फिर से हो रहा है लाखों का घोटाला #bamranews #CMOOdisha #bdobamra #bamrablock #LatestNews #BreakingNews #todaybamranews #dmsambalpur #panchayatirajministerodisha #pravatiparidabjp #BJPOdisha #nabinpatnaik1
- Post by Dipak Kumar Nayak2