logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରକାରୀ ସ୍କୁଲରେ ପାଠ ପଢ଼ି ବିନା ଟ୍ୟୁସନ ଓ କୋଚିଂ ରେ ଓଜେଇଇ ପରୀକ୍ଷାରେ ପ୍ରଥମ ପ୍ରୟାସରେ ଜସ୍ମିନ ଙ୍କ ସଫଳତା ବରଗଡ(ସନ୍ଧାନ ନିଉଜ)27/8 ସଂପ୍ରତି ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ର ଫଳାଫଳ ପ୍ରକାଶିତ ହୋଇଯାଇଥିବା ବେଳେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସରକାରୀ ସ୍କୁଲରେ ପାଠ ପଢ଼ି ଗତ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନିଲାଥର ଗ୍ରାମର ଜଣେ ମେଧାବୀ ଝିଅ ଜସ୍ମିନ ଧରୁଆ ବିନା କୌଣସି ଟ୍ୟୁସନ ଓ କୋଚିଂ ରେ ପ୍ରଥମ ପ୍ରୟାସରେ ଏହି ଡାକ୍ତରୀ ପରୀକ୍ଷାରେ ରାଜ୍ୟ ସ୍ତରରେ ୨୫୧ ରେଙ୍କରେ ପାଶ କରି ଭବାନୀପାଟଣାର ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବା ଘଟଣା ସମଗ୍ର ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ମାଣ୍ଡୋସିଲ ପଞ୍ଚାୟତର ଡୁମ୍ଵେରବାହାଲ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା କାଂସଡ଼ା ପଞ୍ଚାୟତର ନିଲାଥର ଗ୍ରାମ ନିବାସୀ ବାବୁଲାଲ ଧରୁଆ ଙ୍କ ଝିଅ ଜସ୍ମିନ ସଦ୍ୟ ପ୍ରକାଶିତ ଓଜେଇଇ ପରୀକ୍ଷାର ଚୁଡ଼ାନ୍ତ ଫଳାଫଳରେ ରାଜ୍ୟ ସ୍ତରରେ ୨୫୧ ରେଙ୍କ ହାସଲ କରିଛନ୍ତି । ସେ ମାଣ୍ଡୋସିଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢ଼ି ଗତ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଓଜେଇଇ ପରୀକ୍ଷାରେ ମଧ୍ୟ ପ୍ରଥମ ପ୍ରୟାସରେ ସଫଳ ହୋଇ ଭବାନୀପାଟଣାର ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ପୂର୍ବରୁ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୭ ପ୍ରତିଶତ ମାର୍କ ରଖିଥିଲେ । ଜସ୍ମିନ ଙ୍କ ଭାଇ ନବଜିତ ଧରୁଆ ମଧ୍ୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ ସରକାରୀ ସ୍କୁଲ ଓ କଲେଜରେ ପାଠ ପଢ଼ି ଚିପିଲିମା ସ୍ଥିତ ଓୟୁଏଟି ରେ ସଂପ୍ରତି ସଫଳତାର ସହ‌‌‌ ଉଦ୍ଭିଦ ବିଜ୍ଞାନ ଶିକ୍ଷା ସମାପ୍ତ କରିସାରିଛନ୍ତି । ବିନା ଟ୍ୟୁସନ ଓ କୋଚିଂ ରେ କେବଳ ସରକାରୀ ସ୍କୁଲରେ ପାଠ ପଢ଼ି ନିଜର ଅଧ୍ୟବସାୟ ବଳରେ ପ୍ରଥମ ପ୍ରୟାସରେ ଡାକ୍ତରୀ ପରୀକ୍ଷାରେ ସଫଳତାର ସହ‌‌‌ କୃତକାର୍ଯ୍ୟ ହୋଇଥିବାରୁ କୃତି ଛାତ୍ରୀ ଜସ୍ମିନ ଓ ତାଙ୍କ ପିତା ସହକାରୀ ଶିକ୍ଷକ ବାବୁଲାଲ ଧରୁଆ ଓ ମାତା ଦମୟନ୍ତୀ ଧରୁଆଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

3 hrs ago
user_Manash Rout
Manash Rout
ଧର୍ମଶାଳା, ଯାଜପୁର, ଓଡ଼ିଶା•
3 hrs ago
535ea460-3b26-41ed-b036-4bbfed55f03f

More news from ଓଡ଼ିଶା and nearby areas
  • . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . ‌‌ *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*
    1
    .               *🙏 ଶୁଭ ସନ୍ଧ୍ୟା 🙏*

.                    *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia  #devotional #motivation* 

 .       ‌‌    *🙏ଜୟ ଶ୍ରୀ ଜଗନ୍ନାଥ 🙏*
             *🙏ଜୟ ଶ୍ରୀ କୃଷ୍ଣ 🙏*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ? ବିଜେଡିକୁ ବିଜେପିର ଟାର୍ଗେଟ ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।
    1
    ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ?
ବିଜେଡିକୁ ବିଜେପିର ଟାର୍ଗେଟ
ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। 
#Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    21 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    13 hrs ago
  • ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    1
    ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    16 hrs ago
  • ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha
    1
    ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  
ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ?  #LatestNews #UpdateNews #apanankakhabara #jajpur_city #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    18 hrs ago
  • ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    1
    ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    21 min ago
  • ରିପୋର୍ଟ କାର୍ଡ ରଖିଲେ ଅପରାଜିତା,କିଛି କାମ କରିଛୁ । ବହୁତ କାମ କରିବାରେ ଅଛି,ଏମିତି କଥା କହି ନିଜର ରିପୋର୍ଟ କାର୍ଡ ରଖିଛନ୍ତି ଅପରାଜିତା ଷଢଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳର ୭ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି।ମୁଖ୍ୟ ତଥ୍ୟ ସେ ୬୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ କାର୍ଡରେ ଗତ ୭ ବର୍ଷର ବିକାଶ ଓ କାର୍ଯ୍ୟର ହିସାବ ଦେଇଛନ୍ତି ।ଶତ ପ୍ରତିଶତ ଭୁବନେଶ୍ୱର ବିକାଶ ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ।
    1
    ରିପୋର୍ଟ କାର୍ଡ ରଖିଲେ ଅପରାଜିତା,କିଛି କାମ କରିଛୁ । ବହୁତ କାମ କରିବାରେ ଅଛି,ଏମିତି କଥା କହି ନିଜର ରିପୋର୍ଟ କାର୍ଡ  ରଖିଛନ୍ତି ଅପରାଜିତା ଷଢଙ୍ଗୀ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳର ୭ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି।ମୁଖ୍ୟ ତଥ୍ୟ ସେ ୬୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ କାର୍ଡରେ ଗତ ୭ ବର୍ଷର ବିକାଶ ଓ କାର୍ଯ୍ୟର ହିସାବ ଦେଇଛନ୍ତି ।ଶତ ପ୍ରତିଶତ  ଭୁବନେଶ୍ୱର ବିକାଶ ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି  ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.