Shuru
Apke Nagar Ki App…
ଉତ୍କଳର ଗର୍ବ, ଦେଶର ଗୌରବ, ସାହସର ପରିଚୟ, ବିଜୁ ବାବୁଙ୍କ ସ୍ମୃତିରେ ଭରିଯାଉଛି ମାଟି ଓ ମନ। #ପ୍ରବାଦ_ପୁରୁଷ_ଦିବସ #PrabadPrushaDibasa #17April #BijuBabu
Tapasdas 6372788705
ଉତ୍କଳର ଗର୍ବ, ଦେଶର ଗୌରବ, ସାହସର ପରିଚୟ, ବିଜୁ ବାବୁଙ୍କ ସ୍ମୃତିରେ ଭରିଯାଉଛି ମାଟି ଓ ମନ। #ପ୍ରବାଦ_ପୁରୁଷ_ଦିବସ #PrabadPrushaDibasa #17April #BijuBabu
More news from Odisha and nearby areas
- Post by Dhenkanal News1
- ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by NEWS MANORANJAN1
- ଗ୍ରାମସେବକ କ୍ୱାଟର ଘର ଅଧାପନ୍ତରିଆ ପଡ଼ି ରହିଛି କଣ୍ଟାକ୍ଟର କହୁଛି ଆଇ.ଡ଼ି ଜେ.ଇ ଏସ. ଡ଼ି.ଓ ପାଇଁ ଅଟକିଛି.1
- Post by Gagan Bhoi1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.1
- Post by Dhenkanal News1
- Post by NEWS MANORANJAN1
- କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।1