ଦେବଗଡ଼ ତା.୦୧.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଳକ ପ୍ରାଥମିକ ବିଦ୍ୟାଳୟ ଓ ମନ୍ଦାକିନୀ ବାଳିକା ଉନ୍ନିତ ବିଦ୍ୟାଳୟ ଠାରେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା । ଦେବଗଡ଼ ତା.୦୧.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଳକ ପ୍ରାଥମିକ ବିଦ୍ୟାଳୟ ଓ ମନ୍ଦାକିନୀ ବାଳିକା ଉନ୍ନିତ ବିଦ୍ୟାଳୟ ଠାରେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ । ପ୍ରାଥମିକ ସ୍ତରର ମନ୍ଦାକିନୀ ପ୍ରାଥମିକ ବିଦ୍ୟାଳୟ ର ଭାନୁମତୀ ପଥୁରିଆ ୧ମ, ନୋଟାରି ଡେମ୍ ଏକାଡେମୀ ର ସାଇ ପ୍ରତୀକ୍ଷା ପାତ୍ର ୨ୟ, ଡିଭାଇନ୍ ପବ୍ଲିକ୍ ସ୍କୁଲ୍ ର ଦେବାଞ୍ଜନ ଜେନା ,କେନ୍ଦ୍ରୀୟ ବିଦ୍ୟାଳୟ ର ଆରାଧ୍ୟା ଶତପଥି ୩ୟ, ମଧ୍ୟ ଇଂରାଜୀ ସ୍ତର ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍ନିଗ୍ଧାରାଣୀ ପାତ୍ର ୧ମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଦେବସ୍ମିତା ପ୍ରଧାନ ୨ୟ, ଡିଭାଇନ୍ ପବ୍ଲିକ ସ୍କୁଲ ର ଶ୍ରଦ୍ଧାଞ୍ଜଳି ବିଶ୍ବାଳ ୩ୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ୧ମ, ବାଲଭାରତି ଇଂରାଜୀ ବିଦ୍ୟାଳୟ ର ସାହାନା ସଞ୍ଚିତ ସାହୁ ୨ୟ, ଜବାହାର ନବୋଦୟ ବିଦ୍ୟାଳୟ ର ରିତେଶ ସ୍ୱାଇଁ ୩ୟ, ମହାବିଦ୍ୟାଳୟ ସ୍ତରରେ ଆପ୍ରାଇଜ୍ ଉଚ୍ଚ ବିଦ୍ୟାଳୟର ଶୃଷ୍ଟି ଖଡିରତ୍ନ ୧ମ, ଏ ଏନ୍ ଏମ୍ ତାଲିମ ଶିବିର ର ଶିଳ୍ପା ପାତ୍ର,ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବର୍ଷାରାଣୀ ପ୍ରଧାନ୨ୟ, ଆଦର୍ଶ ମହାବିଦ୍ୟାଳୟ ର ସୁବାଶିଷ ବଡ଼ପଣ୍ଡା, ଆପ୍ରାଇଜ୍ ଉଚ୍ଚ ବିଦ୍ୟାଳୟର ବିଶ୍ୱଜିତ୍ ସ୍ୱାଇଁ ୩ୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ସମୀର ରଞ୍ଜନ ପ୍ରଧାନ, ସଭାପତି ଯୁବ ସେବକ ସଂଘ ପ୍ରଫୁଲ୍ଲ କୁମାର ନାୟକ , ଦେବଗଡ଼ ମହାବିଦ୍ୟାଳୟ ର ରଞ୍ଜନ କୁମାର ପ୍ରଧାନ, ସମ୍ପାଦକ ମ୍ୟୁଜିକା ସଙ୍ଗମ ଏଣ୍ଡ ସଙ୍ଗମ ବାସୁଦେବ ମିଶ୍ର , ଜାଗରଣ ଆର୍ଟ ଇଣ୍ଟରନେସନାଲ ସଦସ୍ୟ ଆମ୍ଳାଂଶୁ ପୂଜାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର,ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ଜନ୍ମାଜୟ ନାଏକ୍,ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ସଦସ୍ୟ ସଙ୍ଗୀତ ନାଟକ ଏକାଡେମୀ ହେମନ୍ତ କୁମାର ମହାପାତ୍ର , ସଦସ୍ୟ ଜିଲ୍ଲା ସଂସ୍କୃତି ପରିଷଦ ସୁମିତ୍ରା ପୁରୋହିତ ଓ ରୁପେନ୍ଦ୍ର କୁମାର ଗୁମାନସିଂ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ ।

- ଆଜି ବିଶ୍ବବନ୍ଧୁତ୍ୱ ଦୀବସ ରେ ମୋ ର ଛୋଟ ଭିଡ଼ିଓ ଟିଏ ଭଲ ଲାଗି, ଲେ like share କରିବାପାଇଁ ଭୁଲି ବେ ନି1
- ପରିବେଶ ସୁରକ୍ଷା ପାଈଁ ସାଇଁକୁଳ ମା ହିଙ୍ଗୁଳା ଯୁବକ ସଂଘର ଯୁବକ ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ। ପରିବେଶ ସୁରକ୍ଷା ପାଈଁ ସାଇଁକୁଳ ମା ହିଙ୍ଗୁଳା ଯୁବକ ସଂଘର ଯୁବକ ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ।1
- ଢେଙ୍କାନାଳ ରେ ବାଲୁକା ପୂଜାରେ ଚନ୍ଦ୍ରଶେଖରଙ୍କ ନାମ ଜପିଲେ କାଉଡ଼ିବାଲା.....1
- ଖାଦ୍ୟ କଲ୍ୟାଣ ବିଭାଗ ଯୋଗାଣ ମନ୍ତ୍ରୀ .... ଦେଖନ୍ତୁ କିଭଳି ଜଣେ ସରକାରୀ ମହିଳା ଅଧିକାରୀଙ୍କୁ ବ୍ୟବହାର କରୁଛନ୍ତି.... ଏମାନେ କୁଆଡେ ମାଙ୍କୁ ସମ୍ମାନ ଦିଅନ୍ତି... #KrushnaChandraPatra #GoBackBJP1
- 🚨 ब्रेकिंग न्यूज़ | P24 NEWS EXPRESS सावन में वासुकिनाथ धाम में बदली व्यवस्था! सावन माह में श्रद्धालुओं की भारी भीड़ को देखते हुए वासुकिनाथ मंदिर में प्रशासन द्वारा विशेष व्यवस्था लागू की गई है। बड़ी संख्या में पहुंच रहे कांवड़ियों को सुचारु दर्शन और जलाभिषेक कराने के लिए भक्तों को तेज़ी से आगे बढ़ाया जा रहा है, ताकि अधिक से अधिक श्रद्धालु बाबा पर जल अर्पित कर सकें। 🙏 प्रशासन श्रद्धालुओं से अपील कर रहा है कि वे सुरक्षा व्यवस्था का पालन करें, धैर्य बनाए रखें और पुलिस व स्वयंसेवकों के निर्देशों का सहयोग करें। #P24NewsExpress #Sawan2026 #KanwarYatra #Vasukinath #BabaBaidyanath #Jharkhand #BreakingNews #HarHarMahadev #BolBam 🚨 ब्रेकिंग न्यूज़ | P24 NEWS EXPRESS सावन में वासुकिनाथ धाम में बदली व्यवस्था! सावन माह में श्रद्धालुओं की भारी भीड़ को देखते हुए वासुकिनाथ मंदिर में प्रशासन द्वारा विशेष व्यवस्था लागू की गई है। बड़ी संख्या में पहुंच रहे कांवड़ियों को सुचारु दर्शन और जलाभिषेक कराने के लिए भक्तों को तेज़ी से आगे बढ़ाया जा रहा है, ताकि अधिक से अधिक श्रद्धालु बाबा पर जल अर्पित कर सकें। 🙏 प्रशासन श्रद्धालुओं से अपील कर रहा है कि वे सुरक्षा व्यवस्था का पालन करें, धैर्य बनाए रखें और पुलिस व स्वयंसेवकों के निर्देशों का सहयोग करें। #P24NewsExpress #Sawan2026 #KanwarYatra #Vasukinath #BabaBaidyanath #Jharkhand #BreakingNews #HarHarMahadev #BolBam1
- ଢେଙ୍କାନାଳ ସହରରେ କଣ୍ଟାନାଳୀ ବାଇପାସ ନିକଟ ରେ ଖୋଲିଛି ମୁନ୍ ଲାଇଟ ହୋଟେଲ ସୁ ସ୍ଵାଦ ଭେଜନ ସହିତ ସ୍ଵାଦିଷ୍ଟ ମଧ୍ୟ ଥରେ ଆସି ବୁଲି ଯାଆନ୍ତୁ1
- ଶ୍ରାବଣ ସୋମବାର ପୂର୍ବରୁ ଢେଙ୍କାନାଳ ଗେଙ୍ଗୁଟିଆ ବ୍ରାହ୍ମଣୀ ଘାଟରେ କାଉଡ଼ିଆଙ୍କ ଜନସମୁଦ୍ର1
- ବ୍ରାହ୍ମଣି ତରଙ୍ଗ -ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୫ ଗିରଫ3