logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

+3 କଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିରଏକ ସପ୍ତାହ ବ୍ୟାପି ଅନୁଷ୍ଠିତ ହୋଇଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ର ଏମ ଭି 90 ଗ୍ରାମ ସ୍ଥିତ ଗୋପବନ୍ଧୁ ଆଞ୍ଚକିକ.+3 କଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ଶିବିର (NSS) ଉଧଘାଟିତ ହୋଇଅଛି।ଉକ୍ତ କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର ଙ୍କ ତତ୍ୱାବଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଜୀବନ ଭବିଷ୍ୟତ ଗଡ଼ିବା ସହିତ ଦେଶ ସେବା କାର୍ଯ୍ୟ ରେ ବର୍ତ୍ତୀ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏବଂ ଛାତ୍ର ଛାତ୍ରୀ ଙ୍କୁ ରେଗୁଲାର କାର୍ଯ୍ୟକ୍ରମ ଓ ସ୍ୱତନ୍ତ୍ର ଶିବିର ର ଉଦେଶ୍ୟ ଓ କାର୍ଯ୍ୟ ପନ୍ଥା ସମ୍ବନ୍ଧରେ ବିସ୍ତୃତ ଅଭିଭାଷଣ ଦେଇଥିଲେ।ଉକ୍ତ ଜାତୀୟ ସ୍ୱତନ୍ତ୍ର ସେବା ଯୋଜନା କାର୍ଯ୍ୟକ୍ରମ ରେ ଏକ ସପ୍ତାହ ବ୍ୟାପି ବିଭିନ୍ନ ସେବମୂଳକ କାର୍ଯ୍ୟକ୍ରମ ତଥା ସ୍ଵଚ୍ଚ ଭାରତ, ନିଶାମୁକ୍ତ ଅଭିଯାନ, ବୃକ୍ଷ ରୋପଣ, ଗ୍ରାମ୍ୟ ସଡ଼କ ପରିଷ୍କାର, ସୋଫେଇ, ସଡ଼କ ସୁରକ୍ଷା, ଭଳି ଭିନ୍ନ ଭିନ୍ନ ଜନ ହିତ କର କାର୍ଯ୍ୟକ୍ରମ ମାନଙ୍କ ର ବ୍ୟବସ୍ଥା ରଖଯାଇ ଏହି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଂକୁ ନେଇ କରାଯାଇଛି।ଏ ନେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର ଙ୍କ ସମେତ ପ୍ରୋଗ୍ରାମ ଅଫିସର ପି ରବି ଶଙ୍କର,ସୁଶାନ୍ତ କୁମାର ବାରିକ,ରାମକୃଷ୍ଣ ଭଞ୍ଜ,ରେଣୁଲୋତା ରାଉତ,ପି ଯେ ସ୍ବର୍ଣ୍ଣକାର,ଶିବାନୀ ମହାରଣା,ଖଗେଶ୍ୱର ବେହେରା,ଉମାଶଙ୍କର ସାହୁ,ସ୍ନେହା ବୈଦ୍ୟ,ଵାଣିଶ୍ରୀ ଗୋଲପେଦା,ତାପସ ତ୍ରିପାଠୀ,ଶେଖ ଅଲ୍ଲୀ ଏବଂ ସମସ୍ତ ଅଣଶିକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ। ଉକ୍ତ କାଯ୍ୟକ୍ରମ ଗତ ତା 25/03/2026 ରିଖ ବୁଧବାର ଦିନ ଠାରୁ ଆରମ୍ବ ହୋଇ ଏକ ସପ୍ତାହ ବ୍ୟାପି ଆସନ୍ତା ତା 31/03/2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ କୁ ପ୍ରୋଗ୍ରାମ ଅଧିକାରୀ ପି ରବି ଶଙ୍କର ଙ୍କ ପ୍ରତେକ୍ଷ ତତ୍ୱାବଦନ ରେ ସୁଚାରୁରୂପେ ସମ୍ପାଦିତ ହୋଇଅଛି।

5 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
5 hrs ago
195e5f85-aba6-4b06-a6e8-15759c2a4e1e

More news from Odisha and nearby areas
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    15 hrs ago
  • ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି ଆର.ଉଦୟଗିରି ପଞ୍ଚାୟତ ସମିତିର ସମୁଦାୟ ମୋଟ ୪୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୦୬ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା ୩୯ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଶବର,ତହସିଲଦାର ଶ୍ରୀ ଜ୍ୟୋତିମୟ ଦାଶ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
    1
    ଗଜପତି ଜିଲ୍ଲା ଆର.ଉଦୟଗିରି  ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି ଆର.ଉଦୟଗିରି ପଞ୍ଚାୟତ ସମିତିର ସମୁଦାୟ ମୋଟ ୪୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୦୬ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା  ୩୯ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଶବର,ତହସିଲଦାର ଶ୍ରୀ ଜ୍ୟୋତିମୟ ଦାଶ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଓ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    4 hrs ago
  • ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ନମ୍ବର ଡି ଏ ଭି କଲେଜ ହଳଦୀ ରାସ୍ତା ର ବେଳପଦର ଗାଁ ନିକଟରେ ଏକ କାର୍ଟୁନ ବୋଝେଇ ଟ୍ରକ ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯିବା ଦେଖି ଟ୍ରକ ଚାଳକ ଗାଡି ଅଟକାଇ ରୁ ଡେଇଁ ପଡ଼ିଥିଲେ l ପରେ ଏନେଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କୁ ଖବର ଦିଆଯାଇଥିଲା l ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ l ହେଲେ ସେ ସମୟ ଭିତରେ ଗାଡି ଟି ସମ୍ପୂର୍ଣ ଜଳି ଯାଇଥିଲା l ଟିଟିଲାଗଡ଼ ରୁ ରାୟପୁର ଅଭିମୁଖେ ଯାଉଥିବା ଏହି ଟ୍ରକ ରେ କାର୍ଟୁନ ଗୁଡିକ ଭର୍ତି ରହିଥିଲା l ତେବେ ସଟ ସର୍କିଟ ହୋଇ ଟ୍ରକ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l
    2
    ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ ନମ୍ବର ଡି ଏ ଭି କଲେଜ ହଳଦୀ ରାସ୍ତା ର ବେଳପଦର ଗାଁ ନିକଟରେ ଏକ କାର୍ଟୁନ ବୋଝେଇ ଟ୍ରକ ରେ ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳି ଯିବା ଦେଖି ଟ୍ରକ ଚାଳକ ଗାଡି ଅଟକାଇ ରୁ ଡେଇଁ ପଡ଼ିଥିଲେ l ପରେ ଏନେଇ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ କୁ ଖବର ଦିଆଯାଇଥିଲା l ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁ ଲିଭାଇଥିଲେ l ହେଲେ ସେ ସମୟ ଭିତରେ ଗାଡି ଟି ସମ୍ପୂର୍ଣ ଜଳି ଯାଇଥିଲା l ଟିଟିଲାଗଡ଼ ରୁ ରାୟପୁର ଅଭିମୁଖେ ଯାଉଥିବା ଏହି ଟ୍ରକ ରେ କାର୍ଟୁନ ଗୁଡିକ ଭର୍ତି ରହିଥିଲା l ତେବେ ସଟ ସର୍କିଟ ହୋଇ ଟ୍ରକ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତବଡ଼ମୂଳା ଗ୍ରାମବାସିଙ୍କୁ ଅର୍ଜୁନୀ ନଦୀ ଦେଉଛି ଦୁଃଖ I ସ୍ୱାଧୀନତାର ଦୀର୍ଘ ବର୍ଷ ହେବ ବଡ଼ମୂଲା ଗ୍ରାମବାସୀଙ୍କ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ, ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁଭିଧା ଭୋଗୁଛନ୍ତି I
    1
    ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତବଡ଼ମୂଳା ଗ୍ରାମବାସିଙ୍କୁ ଅର୍ଜୁନୀ ନଦୀ ଦେଉଛି ଦୁଃଖ I ସ୍ୱାଧୀନତାର ଦୀର୍ଘ ବର୍ଷ ହେବ ବଡ଼ମୂଲା ଗ୍ରାମବାସୀଙ୍କ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ, ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁଭିଧା ଭୋଗୁଛନ୍ତି I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    2 hrs ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • #ହେ ଭ ଗ ବା ନ ଇ ଟା କାଁ ଣା କ ଲୁ ରେ
    1
    #ହେ ଭ ଗ ବା ନ ଇ ଟା କାଁ ଣା କ ଲୁ ରେ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    18 hrs ago
  • ମହିଳା ମାନେ ନିଜେ ନିଜର ସୁରକ୍ଷା କେମିତି କରିପାରିବେ ଜାଣନ୍ତୁ ସୁରକ୍ଷା ସବୁଠାରୁ ପ୍ରଥମ। ସଚେତନତା, ସାହସ ଓ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବା ଆପଣଙ୍କୁ ସୁରକ୍ଷିତ ରଖିପାରିବ।
    1
    ମହିଳା ମାନେ ନିଜେ ନିଜର ସୁରକ୍ଷା କେମିତି କରିପାରିବେ ଜାଣନ୍ତୁ
ସୁରକ୍ଷା ସବୁଠାରୁ ପ୍ରଥମ। ସଚେତନତା, ସାହସ ଓ ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବା ଆପଣଙ୍କୁ ସୁରକ୍ଷିତ ରଖିପାରିବ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    18 hrs ago
  • ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
    1
    ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.