Shuru
Apke Nagar Ki App…
ପୁରୀ ବିଧାନସଭା ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଉମାବଲ୍ଲଭ ରଥ । କହିଲେ, କାଲି ରାତିର ଆକ୍ରମଣ କଥା ।
SU
𝕘𝕒𝕪𝕒𝕥𝕣𝕖𝕖 𝕜𝕒𝕟𝕙𝕒𝕣
ପୁରୀ ବିଧାନସଭା ପାଇଁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଉମାବଲ୍ଲଭ ରଥ । କହିଲେ, କାଲି ରାତିର ଆକ୍ରମଣ କଥା ।
More news from Puri and nearby areas
- ପିଢ଼ୀ ପିଢ଼ୀ ଧରି ଘର କରି ରହୁଥିବା ପୁରୀବାସୀ ଆଜି ବି ତାଙ୍କ ଜମି ପଟ୍ଟା ପାଇଁ ଡହଳ ବିକଳ ହେଉଛନ୍ତି । ଜମି ପଟ୍ଟା ନପାଇ ହନ୍ତସନ୍ତ ହୋଇ ପଡ଼ିଛନ୍ତି ଲୋକେ । ହେଲେ ନିଜକୁ ଜନପ୍ରିୟ ଓ ପୁରୀର ବିଶ୍ୱକର୍ମା କହୁଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ମହେଶ୍ୱର ମହାନ୍ତି ସେହି ସମସ୍ୟାର ସମାଧାନ କରିପାରିଲେ ନାହିଁ । ଲକ୍ଷଲକ୍ଷ ଲୋକ ହଲାପଟା ହେଉଥିବା ବେଳେ ବିଧାୟକ ନିଜ ଘରର ପଟ୍ଟା ସଂଶୋଧନ କରିନେଇଛନ୍ତି । ଏହା କରି ମହେଶ୍ୱର ଲକ୍ଷଲକ୍ଷ ପୁରୀବାସୀଙ୍କୁ ସିଧା ସଳଖ ଚିତା କାଟି ଦେଇଥିବା କହିଲେ ଭୁଲ ହେବନାହିଁ । ଏହି କଥା ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ।1
- ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନ ପ୍ରଚାରରେ ଲୋକଙ୍କୁ ଦେଇଛନ୍ତି କଫି ମଗ୍ । ଯେଉଁଥିରେ ତାଙ୍କ ଫଟୋ ରହିଛି । ପୂର୍ବରୁ ସେ ଘଣ୍ଟା । ଯାହାକି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ । ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ: ଶୋଫିଆ ଆଲାମ୍, ବିଜେଡି ମୁଖପାତ୍ର1
- #ପ୍ରଧାନମନ୍ତ୍ରୀଙ୍କୁ_ସ୍ୱାଗତ_କରିବାକୁ_ପ୍ରସ୍ତୁତ_ହେଉଛି_ପୁରୀ ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ପୁରୀରେ କରିବେ ରୋଡ୍ ସୋ , ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛି ପୁରୀ1
- #ମୋଦୀ_ଆସିବେ_ବୋଲି_ପୁରୀ_ହସୁଛି .. ପ୍ରଧାନମନ୍ତ୍ରୀ ପୁରୀ ଆସିବେ ବୋଲି ହସୁଛି ବଡ଼ଦାଣ୍ଡ । ୧ ନମ୍ବର ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା କରିଛି ପୁରୀ । ବଡ଼ଦାଣ୍ଡରେ ପ୍ରଚାର କରିବେ ମୋଦୀ , ଆମେ ବହୁତ ଖୁସି । ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି : ପୁରୀବାସିନ୍ଦା1
- ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ମୋଦିଙ୍କ ରୋଡଶୋ ନେଇଦେଲେ ସମ୍ପୂର୍ଣ୍ଣ ସୂଚନା। Puri LS Constituency.1
- #ପୁରୀରେ_ବାୟୁସେନା_ବିମାନ_ଅବତରଣ ୨୦ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଚାଲିଛି ଘନଘନ ଯାଞ୍ଚ । ମୋଦିଙ୍କ ଗସ୍ତକୁ ନେଇ ପରୀକ୍ଷା ମୂଳକ ଭାବରେ ପୁରୀରେ ଅବତରଣ କଲା ବାୟୁସେନାର Z5117 ବିମାନ1
- ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ନିର୍ବାଚନ ବେଳେ ଉପହାର ବାଣ୍ଟୁଛନ୍ତି। Puri LS Constituency.1
- ଏକ ନମ୍ବର ତାନାକୁଡୁ ବଜାଉଛନ ଟିକେ ଦେଖ | ଚନ୍ଦନପୁର ମଣ୍ଡପ ଥି ସଂକୀର୍ତ୍ତନ ୨୦୨୩ | Raimara| Kalahandi1