logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଜଗତସିଂହପୁର, ତା ୦୨.୦୪.୨୬ ରିଖ ଗତକାଲି ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଗତସିଂହପୁର ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ "ଛବିରେ ବର୍ଣ୍ଣିତ ମୋ ଓଡ଼ିଶା"- ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଦିବସର ମୁଖ୍ୟ ଅତିଥି ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଶୁଭ ଉଦଘାଟନ କରିଥିଲେ। ତାଙ୍କ ସମେତ ସାଂସଦ, ଜଗତସିଂହପୁର ବିଭୁ ପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ମନ୍ତ୍ରୀ ତଥା ମୁଖ୍ୟ ଅତିଥି ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରୟାସ କୁ ପ୍ରଶଂସା ମଧ୍ୟ କରିଥିଲେ । ଏହି ଫଟୋଚିତ୍ର ଗୁଡିକରେ ଓଡିଶାର ଇତିହାସ ସହ ଓଡ଼ିଶାର ବରପୁତ୍ର ମାନଙ୍କ କୀର୍ତ୍ତିରାଜି ଓ ଉପାଧି ମାନ ବର୍ଣ୍ଣିତ ରହିଛି । ଏହି ଷ୍ଟଲ୍ ରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ପ୍ରଦର୍ଶନୀ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କ ଚିତ୍ରାଙ୍କନ ଓ ମଡେଲ ପ୍ରଦର୍ଶନ କରାଯାଇଥିଲା । ବିଭାଗ ପକ୍ଷରୁ ଏହି ସୁନ୍ଦର ପ୍ରୟାସ କୁ ଅତ୍ୟନ୍ତ ଶିକ୍ଷଣୀୟ ବୋଲି ବୁଦ୍ଧିଜୀବୀ ଆଇନ୍ ଜିବୀ ଓ ଜନସାଧାରଣ ଗହଣରେ ଆଲୋଚନା ହେଉଛି । ଦର୍ଶକ ମାନେ ବହୁ ସଂଖ୍ୟାରେ ଏହାକୁ ବୁଲିବାକୁ ଆସୁଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି । ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ନିରଞ୍ଜନ ବେହେରା, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଏହି ଫଟୋଚିତ୍ର ପ୍ରଦର୍ଶନୀ କୁ ପରିଦର୍ଶନ ରେ ଆସିଥିଲେ ।

19 hrs ago
user_Ranjan Khuntia
Ranjan Khuntia
Jagatsinghapur, Odisha•
19 hrs ago
7d75644f-1deb-4050-92c0-275bab27a0d4

ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଜଗତସିଂହପୁର, ତା ୦୨.୦୪.୨୬ ରିଖ ଗତକାଲି ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଗତସିଂହପୁର ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ "ଛବିରେ ବର୍ଣ୍ଣିତ ମୋ ଓଡ଼ିଶା"- ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଦିବସର ମୁଖ୍ୟ ଅତିଥି ମତ୍ସ୍ୟ, ପ୍ରାଣୀ

1be32f91-c9af-40c9-bdc4-cdb0ff71b693

ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଶୁଭ ଉଦଘାଟନ କରିଥିଲେ। ତାଙ୍କ ସମେତ ସାଂସଦ, ଜଗତସିଂହପୁର ବିଭୁ ପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ମନ୍ତ୍ରୀ ତଥା ମୁଖ୍ୟ ଅତିଥି ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରୟାସ କୁ ପ୍ରଶଂସା ମଧ୍ୟ କରିଥିଲେ

d16b9f3f-bfcf-4669-86f9-9dd7136c3737

। ଏହି ଫଟୋଚିତ୍ର ଗୁଡିକରେ ଓଡିଶାର ଇତିହାସ ସହ ଓଡ଼ିଶାର ବରପୁତ୍ର ମାନଙ୍କ କୀର୍ତ୍ତିରାଜି ଓ ଉପାଧି ମାନ ବର୍ଣ୍ଣିତ ରହିଛି । ଏହି ଷ୍ଟଲ୍ ରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ପ୍ରଦର୍ଶନୀ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କ ଚିତ୍ରାଙ୍କନ ଓ ମଡେଲ ପ୍ରଦର୍ଶନ କରାଯାଇଥିଲା । ବିଭାଗ ପକ୍ଷରୁ ଏହି ସୁନ୍ଦର ପ୍ରୟାସ କୁ ଅତ୍ୟନ୍ତ ଶିକ୍ଷଣୀୟ ବୋଲି ବୁଦ୍ଧିଜୀବୀ ଆଇନ୍ ଜିବୀ ଓ ଜନସାଧାରଣ ଗହଣରେ ଆଲୋଚନା ହେଉଛି

014e5e59-61b3-44f8-82be-3dbb607a965d

। ଦର୍ଶକ ମାନେ ବହୁ ସଂଖ୍ୟାରେ ଏହାକୁ ବୁଲିବାକୁ ଆସୁଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି । ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ନିରଞ୍ଜନ ବେହେରା, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଏହି ଫଟୋଚିତ୍ର ପ୍ରଦର୍ଶନୀ କୁ ପରିଦର୍ଶନ ରେ ଆସିଥିଲେ ।

More news from Odisha and nearby areas
  • ଜଗତସିଂହପୁର  ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l
    2
    ଜଗତସିଂହପୁର  ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    21 hrs ago
  • ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ
    1
    ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ
    user_Susanta Kumar Behera
    Susanta Kumar Behera
    ବିରିଡି, ଜଗତସିଂହପୁର, ଓଡ଼ିଶା•
    5 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Himanshu Nanda
    1
    Post by Himanshu Nanda
    user_Himanshu Nanda
    Himanshu Nanda
    Interior designer କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
  • ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    1
    ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • Post by Sibanava Panda
    2
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.