Shuru
Apke Nagar Ki App…
ମିସଟିନ ଫରଏଭର ୟୁନିଭର୍ସ ବିଜେତା ୨୦୨୫ ର ପଦକ ହାସଲ କଲେ ମାଲକାନଗିରି ଜିଲ୍ଲା ପଦ୍ମଗିରି ଝିଅ ଜାତୀୟସ୍ତର ମିସ ଟିନ ୟୁନିଭର୍ଷ ସିଜନ ୫ ମ ପ୍ରତିଯୋଗୀତା ର ରାଜ ସ୍ଥାନ ରେ ଚମିକିଲେ ମାଲକାନଗିରି ପଦ୍ମଗିରି ର ଜନଜାତିର ଝିଅ ମମତା, ରାଜସ୍ଥାନ ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ମିସ ଟିନ ଫରଏଭର ୟୁନିଭର୍ସ ବିଜେତା ୨୦୨୫ ର ପଦକ ହାସଲ କଲେ ମାଲକାନଗିରି ଜିଲ୍ଲା ପଦ୍ମଗିରି ର ୧୭ବର୍ଷର ଆଦିବାସୀ ଝିଅ ମମତା ଭୂମିୟା,ସେ ଆଜି ବସ ଷ୍ଟାଣ୍ଡଠାରେ ପହଁଚି ବା ପରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜଣା ଯାଇ ଶୋଭାଯାତ୍ରା ରେ ଗାଁ କୁ ପାଛୋଟି ନେଇଥିଲେ। ସୂଚନା ଯୋଗ୍ୟ ଯେ ରାଜସ୍ଥାନ ଠାରେ ବିଭିନ୍ନ ରାଜ୍ୟ ରୁ ପ୍ରାୟ ସାତ ହଜାର ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥବା ବେଳେ ଓଡିଶା ରୁ ତିନିଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ମମତା ଭୂମିୟା ପ୍ରଥମ ସ୍ଥାନ ଅଧିକାର କରି ମିସ ଟିନ ୟୁନିବର୍ଷ ମୁକୁଟ ପିନ୍ଧିଥିଲେ।
The Malkangiri news

More news from ଓଡ଼ିଶା and nearby areas
- ପ୍ରେସ କ୍ଲବ ପାଟଣାଗଡ଼ ଦ୍ୱାରା ବାର୍ଷିକ ଉତ୍ସବ ପାଳନ ସହି ବନ୍ଧୁ ମିଳନ କାର୍ଯ୍ୟକ୍ରମ।1
- 🤒🤒🤒🤒🤒🤒🤒🤒🤒🤒🤒🤒1
- ଜାଲ ନୋଟକୁ ବିଡ଼ା ବିଡା କରି ଲକ୍ଷେ ୧୬ ହଜାର ଠକିଛି ବନ୍ଧନ ବ୍ୟାଙ୍କ, କହିଲା ଠୁ ନାଲି ଆଖି ଦେଖାଉଛି! Bandhan Bank1
- #ସାମ୍ବାଦିକ_ଙ୍କୁ_ଗାଳି_ଗୁଳଜ_ସହ_ମାରାତ୍ମକ_ଆକ୍ରମଣ ! #ଧର୍ମଗଡ଼: #:ଗଣମାଧ୍ୟମ_ପ୍ରତିନିଧି #ମାରାତ୍ମକ_ଆକ୍ରମଣ, #କଳାହାଣ୍ଡି #ଜୟପାଟଣା_ଅଞ୍ଚଳରେ #ଦୁର୍ବ୍ୟବହାର #ସାମ୍ବାଦିକ_ଙ୍କୁ_ଦୁର୍ବ୍ୟବହାର #ଜୟପାଟଣା_ପ୍ରେସ #କଳମପୁର_ଥାନା #ଚାନ୍ଦ୍ର_ଆଦାୟ #ମଦ୍ୟପ1
- "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ।1
- Post by Jay kala _ jay Kalinga1
- Post by AK14TV1
- ପ୍ରେସ କ୍ଲବ ପାଟଣାଗଡ଼ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ।1
- Post by KOSAL TIMES1