logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

1 day ago
user_Nrusingh Barik
Nrusingh Barik
Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
1 day ago

ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

More news from ଓଡ଼ିଶା and nearby areas
  • नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं। इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों
    1
    नई दिल्ली में भाजपा के राष्ट्रीय कार्यालय पर भारतीय जनता पार्टी अल्पसंख्यक मोर्चा के राष्ट्रीय अध्यक्ष श्री कुंवर बासित अली जी के पदभार ग्रहण समारोह में उपस्थित होकर उन्हें नवीन दायित्व के लिए हार्दिक बधाई एवं शुभकामनाएँ प्रेषित कीं।
इस सफल प्रोग्राम में सहारनपुर से दिल्ली पहुंचे 200 से ज्यादा सम्मानित साथियों
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।
    4
    ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି 
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ  ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର  ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    1
    ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha
    1
    କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା 
କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା #LatestNews #UpdateNews #apanankakhabara #cuttack #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    1
    ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ 
ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    5 hrs ago
  • #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ... ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ । ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ । ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ । ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ । ଅର୍ଥାତ୍‌, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର । #ଟେଣ୍ଡର_ବିବାଦ #ଠିକାଦାର_ସଂଘ #ଢେଙ୍କାନାଳ #ଠିକାଦାରଙ୍କ_ଅସନ୍ତୋଷ #ଟେଣ୍ଡର_ପ୍ରକ୍ରିୟା #ଠିକାଦାରଙ୍କ_ସମସ୍ୟା #ସରକାରୀ_କାମ #ଉନ୍ନୟନମୂଳକ_କାମ #DhenkanalNews #Dhenkanal #OdishaNews #OdishaNewsToday #BreakingNews #LatestNews #ContractorAssociation #TenderIssue
    1
    #ଢେଙ୍କାନାଳରେ_ଜିଲ୍ଲା_ଠିକାଦାର_ସଂଘର_ସମସ୍ୟାକୁ_ନେଇ_ତେଜିଲା_ଅସନ୍ତୋଷ...

ଢେଙ୍କାନାଳ ଜିଲ୍ଲାର ଠିକାଦାରମାନଙ୍କ ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ଠିକାଦାରମାନେ ଦେଇଥିବା ଟେଣ୍ଡର ମଧ୍ୟରୁ କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ବେଳେ, ଏହାର ସୁବିଚାର ନହେବା ପର୍ଯ୍ୟନ୍ତ ନୂଆ ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଇଛି ଢେଙ୍କାନାଳ ଜିଲ୍ଲା ଠିକାଦାର ସଂଘ ।
ଏନେଇ ଢେଙ୍କାନାଳ ସହରର ଜାଉଁଳୀ ପୋଖରୀ ମଠ ଠାରେ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ସଂଘର ସଭାପତି ସଂଜୟ ଭଞ୍ଜଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜି. ପରମେଶ ରାଓ, ଶିଶିର ପଣ୍ଡା, ଜମ୍ବେଶ୍ୱର ବର୍ମା, ସୁଧାଂଶୁ ଧଳ, ଭରତ କୁମାର ଦାସ ଏବଂ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଶତାଧିକ ଠିକାଦାର ଉପସ୍ଥିତ ଥିଲେ ।
ବୈଠକରେ ଠିକାଦାରମାନେ ନିଜ ନିଜ କାମ ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା, ଟେଣ୍ଡର ପ୍ରକ୍ରିୟାରେ ଥିବା ଅସୁବିଧା ଏବଂ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ରିଜେକ୍ଟ ହେବା ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ଠିକାଦାରମାନେ କଣ ପଦକ୍ଷେପ ନେବେ? କାହିଁକି ଟେଣ୍ଡର ନପକାଇବାକୁ ନିଷ୍ପତ୍ତି ନେଲା ଠିକାଦାର ସଂଘ? ଏହି ନିଷ୍ପତ୍ତିର ପ୍ରଭାବ ସରକାରୀ ଉନ୍ନୟନମୂଳକ କାମ ଉପରେ ପଡ଼ିବ କି ? 

ଠିକାଦାରମାନଙ୍କ କହିବା ଅନୁସାରେ, ସରକାରୀ ବିଭାଗ ପକ୍ଷରୁ ବିଭିନ୍ନ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥାଏ । ଏହି ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନେ ଅଂଶଗ୍ରହଣ କରିଥାନ୍ତି ।

କିନ୍ତୁ ପୂର୍ବରୁ ଠିକାଦାରମାନେ ଦେଇଥିବା କିଛି ଟେଣ୍ଡର ରିଜେକ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହି ରିଜେକ୍ସନର କାରଣ ଏବଂ ଏହାର ସମାଧାନକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଠିକାଦାର ସଂଘର ଦାବି ହେଉଛି, ପୂର୍ବରୁ ଦିଆଯାଇଥିବା ଟେଣ୍ଡରଗୁଡ଼ିକ ରିଜେକ୍ଟ ହେବା ଘଟଣାରେ ଉଚିତ ଭାବେ ବିଚାର କରାଯାଉ । ଠିକାଦାରମାନଙ୍କ ସମସ୍ୟା ଶୁଣାଯାଇ ଏହାର ସମାଧାନ କରାଯାଉ ।

ତେବେ ସଂଘ ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ଟେଣ୍ଡର ସମ୍ପର୍କିତ ସମସ୍ୟାର ସୁବିଚାର ନହୋଇଛି, ସେପର୍ଯ୍ୟନ୍ତ ଜିଲ୍ଲାର ଠିକାଦାରମାନେ ଆଉ ନୂଆ ଟେଣ୍ଡର ପକାଇବେ ନାହିଁ ।

ଅର୍ଥାତ୍‌, ଠିକାଦାର ସଂଘ ଏକ ପ୍ରକାର ସାମୂହିକ ନିଷ୍ପତ୍ତି ନେଇଛି । ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲାର ଅନ୍ୟ ଠିକାଦାରମାନେ ମଧ୍ୟ ସମର୍ଥନ କରିଥିବା ବୈଠକରୁ ଜଣାପଡ଼ିଛି ।

ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ଜିଲ୍ଲାରେ ନୂଆ ଟେଣ୍ଡର ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

#ଟେଣ୍ଡର_ବିବାଦ
#ଠିକାଦାର_ସଂଘ
#ଢେଙ୍କାନାଳ
#ଠିକାଦାରଙ୍କ_ଅସନ୍ତୋଷ
#ଟେଣ୍ଡର_ପ୍ରକ୍ରିୟା
#ଠିକାଦାରଙ୍କ_ସମସ୍ୟା
#ସରକାରୀ_କାମ
#ଉନ୍ନୟନମୂଳକ_କାମ
#DhenkanalNews
#Dhenkanal
#OdishaNews
#OdishaNewsToday
#BreakingNews
#LatestNews
#ContractorAssociation
#TenderIssue
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    11 min ago
  • राष्ट्रीय अध्यक्ष भाजपा पिछड़ा वर्ग मोर्चा श्री अमरपाल मौर्य जी का लखनऊ आगमन पर प्रियजनों एवं कार्यकर्ताओं के साथ भव्य स्वागत एवं अभिनंदन किया..... आपके कुशल नेतृत्व में ओबीसी मोर्चा नए कृतिमान स्थापित करें प्रभु भोलेनाथ से यही प्रार्थना है
    1
    राष्ट्रीय अध्यक्ष भाजपा पिछड़ा वर्ग मोर्चा श्री अमरपाल मौर्य जी का लखनऊ आगमन पर प्रियजनों एवं कार्यकर्ताओं के साथ भव्य स्वागत एवं अभिनंदन किया.....
आपके कुशल नेतृत्व में ओबीसी मोर्चा नए कृतिमान स्थापित करें प्रभु भोलेनाथ से यही प्रार्थना है
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.