ଖୋର୍ଦ୍ଧାରୋଡ ରେଳ ଜଙ୍କ୍ସନ ର ନାମ ଜଟଣୀ ରେଳ ଜଙ୍କ୍ସନ ର ନାମ ଜଟଣୀ ରଖିବା ପାଇଁ ଵୁଦ୍ଧିଜିଵୀ, ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଵିଭିନ୍ନ ପ୍ଲାଟଫର୍ମ ରେ ଦୀର୍ଘଦିନ ରୁ ଦାଵୀ ହେଉଥିବା ବେଳେ ରେଳଵାଇ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରୁଥିବାରୁ ଧିରେ ଧିରେ ଜନ ଅସନ୍ତୋଷ ଵୣଦ୍ଧି ପାଉଛି। ସମୟ ଥିଲା ବ୍ରିଟିଶ ଶାସନ ସମୟରୁ ଦୁଇଟି କଥା ପାଇଁ ଆଜି ପର୍ଯ୍ୟନ୍ତ ଜଟଣୀ ର ମୌଳିକ ପରିଚୟ ଵଜାୟ ରଖିଛି। ଯାହା ଜଟଣୀ ର ମାଲଗୋଦାମ ଓ ଖୋର୍ଦ୍ଧାରୋଡ ରେଲ ଜଙ୍କସନ। କାରଣ ଭୌଗଳିକ କାରଣରୁ ଜଟଣୀ ରୁ ହାଓଡା ରୁ ପୁରୀ ରେଳ ପଥ ଏଵଂ ଵ୍ରହ୍ମପୁର କୁ ଯୋଡିବା ପାଇଁ ଜଟଣୀ ହିଁ ଉତ୍କୣଷ୍ଟ ସ୍ଥାନ ଥିଲା। ସେମିତି ଐତାହାସିକ ଦୣଷ୍ଟିରୁ ଦେଖିଲେ ଯେହେତୁ ଖୋର୍ଦ୍ଧା ତତ୍କାଳୀନ ରାଜଗଡ ଓ ରାଜବାଟୀ ଥିଲା ତାହାକୁ ଗୁରୁତ୍ୱ ଦେଇ ବ୍ରିଟିଶ ମାନେ ଜଟଣୀ ରେଳ ଜଙ୍କସନ କୁ ଖୋର୍ଦ୍ଧା ରେଳ ଜଙ୍କସନ ନାମିତ କରିଥିଲେ। ସେହି ସମୟ ରେ ସମଗ୍ର ଵିଖଣ୍ଡିତ ଆଞ୍ଚଳିକ ରାଜ୍ୟ ଠାରୁ ସମ୍ପୂର୍ଣ ଓଡିଶା ଗଠନ ପର୍ଯ୍ୟନ୍ତ ଜଟଣୀ କଟକ ପରି ଏକ ପ୍ରସିଦ୍ଧ ଵ୍ୟଵସାୟିକ ପେଣ୍ଠ ଭାଵରେ ପରିଚିତ ଥିଲା, ଆକାଶ ବାଣୀ କଟକରେ କଟକ ପରେ ଜଟଣୀ ଵଜାର ଦ୍ରଵ୍ୟର ମୂଲ୍ୟ ଘୋଷଣା ହେଉଥିଲା। ଅଖଣ୍ଡ ପୁରୀ ଜିଲ୍ଲା ର ଵିଭିନ୍ନ ଅଞ୍ଚଳ ରୁ ଵ୍ୟଵସାୟୀ ମାନେ ଶଗଡ ରେ ପଣ୍ୟଦ୍ରଵ୍ୟ ନେଵା ଆଣିବା କରୁଥିଲେ। କାଳକ୍ରମେ ଭୁବନେଶ୍ୱର ର ବିକାଶ ହେଵା ସହିତ ଜଟଣୀର ମାଲଗୋଦାମ ଵ୍ୟଵସାୟୀମାନେ ଭୁଵନେଶ୍ଵରରେ ଵ୍ୟଵସାୟ କରିଵାରୁ ଜଟଣୀ ମାଲ ଗୋଦାମ ତାର ଅସ୍ତିତ୍ବ ହରାଇଥିବା ଵେଳେ କେଵଳ ଖୋର୍ଦ୍ଧାରୋଡ ରେଳ ଜଙ୍କସନ କ୍ରମ ଵିକାଶ ହେବା ସହିତ ତା'ର ଅସ୍ତିତ୍ବ ବଜାୟ ରଖିଛି। ତେଵେ ଦୁଃଖ ର କଥା ଜଟଣୀ ର ଵିଭିନ୍ନ ମହଲରେ ଏହାକୁ ଜଟଣୀ ନାମରେ ନାମିତ କରିବା ପାଇଁ ଦାଵୀ ହେଉଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତି ଅଭାବ ଓ ରେଳଵାଇ କର୍ତ୍ତୁପକ୍ଷ ସ୍ଥାନୀୟ ଦାବୀ କୁ ଅଣଦେଖା କରି ଚାଲିଛନ୍ତି। ବର୍ତ୍ତମାନ ର ରାଜ୍ୟ ଓ କେନ୍ଦ୍ର ରେ ଭାଜପା ସରକାର ଥିବାରୁ ଏଵଂ ଭୁବନେଶ୍ୱର ସାଂସଦ ମହୋଦୟା ମଧ୍ୟ ସରକାରୀ ଦଳର ସାଂସଦ ଥିଵାରୁ ସ୍ଥାନୀୟ ଵାସିନ୍ଦାଙ୍କ ମନରେ ଏକାନ୍ତ ଭାବରେ ଆଶା ଉଦ୍ରେକ ହେଉଛି ଏହି ନାମର ପରିଵର୍ତ୍ତନ ସମ୍ଭବ ହେବ। ଯଦି ଏହି ନାମ ପରିଵର୍ତ୍ତନ କରା ନ ଯାଏ ତାହେଲେ ଜଟଣୀ ରେ ଏକ ଵଡ ଧରଣର ବିପ୍ଳବ ସୣଷ୍ଠି ହେଵ ବୋଲି ସ୍ଥାନୀୟ ସୂତ୍ର ରୁ ଜଣା ପଡିଛି।
ଖୋର୍ଦ୍ଧାରୋଡ ରେଳ ଜଙ୍କ୍ସନ ର ନାମ ଜଟଣୀ ରେଳ ଜଙ୍କ୍ସନ ର ନାମ ଜଟଣୀ ରଖିବା ପାଇଁ ଵୁଦ୍ଧିଜିଵୀ, ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଵିଭିନ୍ନ ପ୍ଲାଟଫର୍ମ ରେ ଦୀର୍ଘଦିନ ରୁ ଦାଵୀ ହେଉଥିବା ବେଳେ ରେଳଵାଇ କର୍ତ୍ତୁପକ୍ଷ ଏହାକୁ ଅଣଦେଖା କରୁଥିବାରୁ ଧିରେ ଧିରେ ଜନ ଅସନ୍ତୋଷ ଵୣଦ୍ଧି ପାଉଛି। ସମୟ ଥିଲା ବ୍ରିଟିଶ ଶାସନ ସମୟରୁ ଦୁଇଟି କଥା ପାଇଁ ଆଜି ପର୍ଯ୍ୟନ୍ତ ଜଟଣୀ ର ମୌଳିକ ପରିଚୟ ଵଜାୟ ରଖିଛି। ଯାହା ଜଟଣୀ ର ମାଲଗୋଦାମ ଓ ଖୋର୍ଦ୍ଧାରୋଡ ରେଲ ଜଙ୍କସନ। କାରଣ ଭୌଗଳିକ କାରଣରୁ ଜଟଣୀ ରୁ ହାଓଡା ରୁ ପୁରୀ ରେଳ ପଥ ଏଵଂ ଵ୍ରହ୍ମପୁର କୁ ଯୋଡିବା ପାଇଁ ଜଟଣୀ ହିଁ ଉତ୍କୣଷ୍ଟ ସ୍ଥାନ ଥିଲା। ସେମିତି ଐତାହାସିକ ଦୣଷ୍ଟିରୁ ଦେଖିଲେ ଯେହେତୁ ଖୋର୍ଦ୍ଧା ତତ୍କାଳୀନ ରାଜଗଡ
ଓ ରାଜବାଟୀ ଥିଲା ତାହାକୁ ଗୁରୁତ୍ୱ ଦେଇ ବ୍ରିଟିଶ ମାନେ ଜଟଣୀ ରେଳ ଜଙ୍କସନ କୁ ଖୋର୍ଦ୍ଧା ରେଳ ଜଙ୍କସନ ନାମିତ କରିଥିଲେ। ସେହି ସମୟ ରେ ସମଗ୍ର ଵିଖଣ୍ଡିତ ଆଞ୍ଚଳିକ ରାଜ୍ୟ ଠାରୁ ସମ୍ପୂର୍ଣ ଓଡିଶା ଗଠନ ପର୍ଯ୍ୟନ୍ତ ଜଟଣୀ କଟକ ପରି ଏକ ପ୍ରସିଦ୍ଧ ଵ୍ୟଵସାୟିକ ପେଣ୍ଠ ଭାଵରେ ପରିଚିତ ଥିଲା, ଆକାଶ ବାଣୀ କଟକରେ କଟକ ପରେ ଜଟଣୀ ଵଜାର ଦ୍ରଵ୍ୟର ମୂଲ୍ୟ ଘୋଷଣା ହେଉଥିଲା। ଅଖଣ୍ଡ ପୁରୀ ଜିଲ୍ଲା ର ଵିଭିନ୍ନ ଅଞ୍ଚଳ ରୁ ଵ୍ୟଵସାୟୀ ମାନେ ଶଗଡ ରେ ପଣ୍ୟଦ୍ରଵ୍ୟ ନେଵା ଆଣିବା କରୁଥିଲେ। କାଳକ୍ରମେ ଭୁବନେଶ୍ୱର ର ବିକାଶ ହେଵା ସହିତ ଜଟଣୀର ମାଲଗୋଦାମ ଵ୍ୟଵସାୟୀମାନେ ଭୁଵନେଶ୍ଵରରେ ଵ୍ୟଵସାୟ କରିଵାରୁ ଜଟଣୀ ମାଲ ଗୋଦାମ ତାର ଅସ୍ତିତ୍ବ ହରାଇଥିବା ଵେଳେ କେଵଳ ଖୋର୍ଦ୍ଧାରୋଡ ରେଳ ଜଙ୍କସନ କ୍ରମ
ଵିକାଶ ହେବା ସହିତ ତା'ର ଅସ୍ତିତ୍ବ ବଜାୟ ରଖିଛି। ତେଵେ ଦୁଃଖ ର କଥା ଜଟଣୀ ର ଵିଭିନ୍ନ ମହଲରେ ଏହାକୁ ଜଟଣୀ ନାମରେ ନାମିତ କରିବା ପାଇଁ ଦାଵୀ ହେଉଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତି ଅଭାବ ଓ ରେଳଵାଇ କର୍ତ୍ତୁପକ୍ଷ ସ୍ଥାନୀୟ ଦାବୀ କୁ ଅଣଦେଖା କରି ଚାଲିଛନ୍ତି। ବର୍ତ୍ତମାନ ର ରାଜ୍ୟ ଓ କେନ୍ଦ୍ର ରେ ଭାଜପା ସରକାର ଥିବାରୁ ଏଵଂ ଭୁବନେଶ୍ୱର ସାଂସଦ ମହୋଦୟା ମଧ୍ୟ ସରକାରୀ ଦଳର ସାଂସଦ ଥିଵାରୁ ସ୍ଥାନୀୟ ଵାସିନ୍ଦାଙ୍କ ମନରେ ଏକାନ୍ତ ଭାବରେ ଆଶା ଉଦ୍ରେକ ହେଉଛି ଏହି ନାମର ପରିଵର୍ତ୍ତନ ସମ୍ଭବ ହେବ। ଯଦି ଏହି ନାମ ପରିଵର୍ତ୍ତନ କରା ନ ଯାଏ ତାହେଲେ ଜଟଣୀ ରେ ଏକ ଵଡ ଧରଣର ବିପ୍ଳବ ସୣଷ୍ଠି ହେଵ ବୋଲି ସ୍ଥାନୀୟ ସୂତ୍ର ରୁ ଜଣା ପଡିଛି।
- ଖୋର୍ଦ୍ଧା ଟାଙ୍ଗୀ ର ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ଙ୍କୁ ଏକ ସମ୍ବାଦ ପରିବେଷଣକୁ ନେଇ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କ ଘରେ ପଶି ଆକ୍ରମଣ କରିବା, ଗାଳିମନ୍ଦ କରିବା ଓ ହତ୍ୟାଧମକ ଦେବା ଘଟଣା ପ୍ରତିବାଦରେ ଆଜି ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧି ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ଦାବି କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭ ଦିନ ମଧ୍ୟ ରେ ଅଭିଯୁକ୍ତ କୁ ଗିରଫ କରାନଗଲେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମୁଖ୍ଯମନ୍ତ୍ରୀ ଙ୍କୁ ଭେଟି ଘଟଣା ସମ୍ପର୍କ ରେ ଅବଗତ କରାଇବେ ବୋଲି କହିଛନ୍ତି l ଆଜି ଏ ନେଇ ଏକ ପ୍ରତିନଧିମଣ୍ଡଳୀ ଖୋରଧା ଜିଲ୍ଲା ପ୍ରେସକ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସମାନ୍ତରାୟ ଙ୍କ ନେତୃତ୍ୱ ରେ ପ୍ରେସ କ୍ଲବ ସମ୍ପାଦକ ଦିଲୀପ କୁମାର ପଟ୍ଟନାୟକ, ଓ.ୟୁ.ଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡଙ୍ଗା, ଟାଙ୍ଗି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ମନୋଜ ପଟ୍ଟନାୟକ ଙ୍କ ସମେତ ୬୦ ରୁ ଉର୍ଦ୍ଧ୍ବ ଗଣ ମାଧ୍ୟମ ପ୍ରତିନିଧି ଦାବୀପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ l1
- Post by ଦେବ ବେହେରା3
- Post by Gagan Bhoi1
- Post by ମନୋଜ କୁମାର ପୁଣ୍ଟିଆ1
- Post by NEWS MANORANJAN1
- Post by SOUMYA RANJAN1
- ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଲାଗିଥିବା ଫଳକ ଭାଙ୍ଗିଦେଲେ ଦୁବୃତ୍ତ1
- Post by ଦେବ ବେହେରା1