logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

15 hrs ago
user_User5115 Susanta Kumar Pattnaik
User5115 Susanta Kumar Pattnaik
Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
15 hrs ago
44a71bf2-ac80-435f-97e8-8971d798d172

More news from ଓଡ଼ିଶା and nearby areas
  • ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights
    1
    ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Modified Silencer removed and original silencer fitted at PS. E-Challan imposed against violators U/S-194F(b) MV ACT
    4
    Modified Silencer removed and original silencer fitted at PS. E-Challan imposed against violators U/S-194F(b) MV ACT
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା TATA STEEL, Dhenkanal, Marathon 2026
    1
    ସାଥି ହୋଇ ଦୌଡିବାକ ପ୍ରକୃତିର ସଂରକ୍ଷଣ କରିବା
TATA STEEL, Dhenkanal, Marathon 2026
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    1
    Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି  ନେଉଛନ୍ତି କାମାକ୍ଷା ନଗର ପୋଲିସ 
ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    22 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    7 hrs ago
  • ହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି (MGNREGA) ଯୋଜନାର ନାମ ବଦଳେଇବା ଓ ଟାଟା ପାଓ୍ବାର ମନମାନି ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ।ସମ୍ମିଳନି
    1
    ହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି (MGNREGA) ଯୋଜନାର ନାମ ବଦଳେଇବା ଓ ଟାଟା ପାଓ୍ବାର  ମନମାନି ବିରୋଧରେ  କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ।ସମ୍ମିଳନି
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ଆରମ୍ଭ ଦ୍ୱାରା ଆୟୋଜିତ ସପ୍ତମ ଆରମ୍ଭ ମହୋତ୍ସବ ୨୦୨୬ ସ୍ଥାନିୟ ପୌରସଦନ ରେ ମହାସମାରୋହରେ ସମାହିତ ହୋଇଅଛି।ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ,ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଭିଳାସ ପଣ୍ଡା ,କାର୍ଯ୍ୟକାରୀ ସଭାପତି ଦିବାକର ପାତ୍ର ଏବଂ ନିଶାନ୍ତ ସାହୁ ,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରେଇ ,ମଧୁସୂଦନ ସିଂହାରି,ରବୀନ୍ଦ୍ର ଦାସ,ଚକ୍ରଧର ମହାପାତ୍ର,ରୁଚିସ୍ମିତା ଜଗଦେଵ ପଣ୍ଡା,ଜଗନ୍ନାଥ ପୂଜାପଣ୍ଡା,ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ମଞ୍ଚାସିନ ସମସ୍ତ ଅତିଥିମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ମହିଳା ମାନଙ୍କୁ ନେଇ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଅର୍ପଣ କରି ଆରମ୍ଭ ପରିବାର ଏବଂ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସଭାପର୍ଵ ମଧ୍ୟରେ ସହିଦ ସମ୍ମାନ ୰ଶ୍ୟାମସୁନ୍ଦର କର ଡ଼ଃ ସିଧେଶ୍ୱର ମହାପାତ୍ରଙ୍କୁ ସଂସ୍କୃତି ସମ୍ମାନ ଏବଂ ଶ୍ରୀ ପବିତ୍ର ମହାରଣା ଙ୍କୁ ସମାଜସେବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ତତ୍ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସଭାପର୍ଵ ର ଶେଷରେ ଭରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଆଶୁତୋଷ ପଟ୍ଟନାୟକ ,ସୌମ୍ୟରଞ୍ଜନ ମିଶ୍ର,ସୁଜିତ ରାଉତରାୟ,ଗଣେଶ୍ୱର ଦାସ,ପ୍ରଭୁପାଦ ମହାପାତ୍ର ଙ୍କ ସମେତ ଉପସଭାପତି ସମୀର ଶତପଥୀ ଓ ସାଧାରଣ ସମ୍ପାଦକ ଦେବାଶିଷ ସିଂ ପରିଚାଳନା କରିଥିଲେ।ସଭାପର୍ଵ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପିୟୁସ ପଟନାୟକ ପରିଚାଳନା କରିଥିଲେ।
    4
    ଆରମ୍ଭ ଦ୍ୱାରା ଆୟୋଜିତ ସପ୍ତମ ଆରମ୍ଭ ମହୋତ୍ସବ ୨୦୨୬ ସ୍ଥାନିୟ ପୌରସଦନ ରେ ମହାସମାରୋହରେ ସମାହିତ ହୋଇଅଛି।ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ,ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଭିଳାସ ପଣ୍ଡା ,କାର୍ଯ୍ୟକାରୀ ସଭାପତି ଦିବାକର ପାତ୍ର ଏବଂ ନିଶାନ୍ତ ସାହୁ ,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରେଇ ,ମଧୁସୂଦନ ସିଂହାରି,ରବୀନ୍ଦ୍ର ଦାସ,ଚକ୍ରଧର ମହାପାତ୍ର,ରୁଚିସ୍ମିତା ଜଗଦେଵ ପଣ୍ଡା,ଜଗନ୍ନାଥ ପୂଜାପଣ୍ଡା,ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ମଞ୍ଚାସିନ ସମସ୍ତ ଅତିଥିମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ମହିଳା ମାନଙ୍କୁ ନେଇ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଅର୍ପଣ କରି ଆରମ୍ଭ ପରିବାର ଏବଂ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସଭାପର୍ଵ ମଧ୍ୟରେ ସହିଦ ସମ୍ମାନ ୰ଶ୍ୟାମସୁନ୍ଦର କର ଡ଼ଃ ସିଧେଶ୍ୱର ମହାପାତ୍ରଙ୍କୁ ସଂସ୍କୃତି ସମ୍ମାନ ଏବଂ ଶ୍ରୀ ପବିତ୍ର ମହାରଣା ଙ୍କୁ ସମାଜସେବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ତତ୍ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସଭାପର୍ଵ ର ଶେଷରେ ଭରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଆଶୁତୋଷ ପଟ୍ଟନାୟକ ,ସୌମ୍ୟରଞ୍ଜନ ମିଶ୍ର,ସୁଜିତ ରାଉତରାୟ,ଗଣେଶ୍ୱର ଦାସ,ପ୍ରଭୁପାଦ ମହାପାତ୍ର ଙ୍କ ସମେତ ଉପସଭାପତି ସମୀର ଶତପଥୀ ଓ ସାଧାରଣ ସମ୍ପାଦକ ଦେବାଶିଷ ସିଂ ପରିଚାଳନା କରିଥିଲେ।ସଭାପର୍ଵ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପିୟୁସ ପଟନାୟକ ପରିଚାଳନା କରିଥିଲେ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    12 hrs ago
  • ରାଜନଗର ବ୍ଲକରେ ୮ ଦିନର ତାଲାର କ୍ଷତି ଭରଣା କରିବ କିଏ ? ,ଏନେଇ ପ୍ରତିକ୍ରିୟା ରଖିଲେ ବନମାଳୀ ମହାରଣା...।
    1
    ରାଜନଗର ବ୍ଲକରେ ୮ ଦିନର ତାଲାର କ୍ଷତି ଭରଣା କରିବ କିଏ ? ,ଏନେଇ ପ୍ରତିକ୍ରିୟା ରଖିଲେ ବନମାଳୀ ମହାରଣା...।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.