Shuru
Apke Nagar Ki App…
ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲେ ବିଜେପି ନେତା ଅଭୟ ବାରିକ୍। ପୂର୍ବରୁ ୩୭ ବର୍ଷ ଧରି ଆଠଗଡ ତିଗିରିଆ ରେ ନାରୀ ମାନଙ୍କୁ ହେଉଥିବା ଅସମ୍ମାନ କୁ ବନ୍ଦ୍ କରିଥିବାରୁ ବିଜେପି ନେତା ଅଭୟ ବାରିକ୍ ଙ୍କୁ ଆଶୀର୍ବାଦ ପ୍ରଦାହ କରିଛନ୍ତି ଭଉଣୀ ମାନେ। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲେ ବିଜେପି ନେତା ଅଭୟ ବାରିକ୍। ପୂର୍ବରୁ ୩୭ ବର୍ଷ ଧରି ଆଠଗଡ ତିଗିରିଆ ରେ ନାରୀ ମାନଙ୍କୁ ହେଉଥିବା ଅସମ୍ମାନ କୁ ବନ୍ଦ୍ କରିଥିବାରୁ ବିଜେପି ନେତା ଅଭୟ ବାରିକ୍ ଙ୍କୁ ଆଶୀର୍ବାଦ ପ୍ରଦାହ କରିଛନ୍ତି ଭଉଣୀ ମାନେ।
MANAS SAHOO
ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲେ ବିଜେପି ନେତା ଅଭୟ ବାରିକ୍। ପୂର୍ବରୁ ୩୭ ବର୍ଷ ଧରି ଆଠଗଡ ତିଗିରିଆ ରେ ନାରୀ ମାନଙ୍କୁ ହେଉଥିବା ଅସମ୍ମାନ କୁ ବନ୍ଦ୍ କରିଥିବାରୁ ବିଜେପି ନେତା ଅଭୟ ବାରିକ୍ ଙ୍କୁ ଆଶୀର୍ବାଦ ପ୍ରଦାହ କରିଛନ୍ତି ଭଉଣୀ ମାନେ। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲେ ବିଜେପି ନେତା ଅଭୟ ବାରିକ୍। ପୂର୍ବରୁ ୩୭ ବର୍ଷ ଧରି ଆଠଗଡ ତିଗିରିଆ ରେ ନାରୀ ମାନଙ୍କୁ ହେଉଥିବା ଅସମ୍ମାନ କୁ ବନ୍ଦ୍ କରିଥିବାରୁ ବିଜେପି ନେତା ଅଭୟ ବାରିକ୍ ଙ୍କୁ ଆଶୀର୍ବାଦ ପ୍ରଦାହ କରିଛନ୍ତି ଭଉଣୀ ମାନେ।
More news from ଓଡ଼ିଶା and nearby areas
- ବଡ଼ଭୂଇଁ ପଞ୍ଚାୟତ ର ୧୧ ନମ୍ୱର ୱାର୍ଡ ମେମ୍ବର କାହିଁକି ବିଜେପି ରେ ମିଶିଲେ ଶୁଣନ୍ତୁ ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1
- କ୍କବ ସ୍ତରୀୟ ଫୁଟବଲ ଟୁଣ୍ଣାମେଣ୍ଟ ଢେଙ୍କାନାଳ ମୂଖ୍ୟ ଷାଡିୟମ ଠାରେ ସପ୍ଳଶଯ୍ୟା ଏବଂ ନଢଣ ପୁର ମଧ୍ୟରେ ଅନୁଷ୍ଠିତ ହେଉଛି1
- Slug- ସାମ୍ବାଦିକ ସଂଘଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l ମୁଖ୍ୟ ଚିକିତ୍ସାଳରେ ଉନ୍ନତ ମାନର ରକ୍ତ ପରିକ୍ଷା ମେସିନ୍ ଉଦ୍ଘାଟିତ । ରିପୋର୍ଟ - Place -ଢେଙ୍କାନାଳ Date -25-08-26 Faramt -AVB Anchar- ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଅତ୍ୟଧୁନିକ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ରରେ ଏହି ଯନ୍ତ୍ରଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦଘାଟନ କରିଛନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘର ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ ଲ #DhenkanalNews #Dhenkanal #DhenkanalDistrict #DhenkanalHospital #HealthNews #MedicalNews #BiochemicalAnalyser #AstiraLX400 #DistrictJournalistsAssociation #OdishaNews #Odisha #Healthcare #DhenkanalNewsOdisha1
- ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ #LatestNews #UpdateNews #apanankakhabara #boudha #news #OdishaNews #odisha1
- लखनऊ ब्रेकिंग न्यूज़ थाना खाला बाजार क्षेत्र हैदरगंज में भीषण एक्सीडेंट मोटरसाइकिल पैशन प्रो और एक्टिवा में आमने-सामने टक्कर हुई दोनों पार्टियों आपस में गली गलौज करते बीच सड़क पर नजर आए दोनों पार्टियों आमने-सामने1
- ଗାଡି ଶେଷଖାଲ ଗାଁରେ ନିଜ ଖର୍ଚ୍ଚରେ ଲୋକେ ଟ୍ୟାଙ୍କରରେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଶେଷଖାଲ ପଞ୍ଚାୟତର ଗାଡି ଶେଷଖାଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏମ ଏଲ ପଡ଼ାରେ ଥିବା ମେଗା ଜଳ ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ । ଏହି ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ୧୬ ଟି ଗ୍ରାମର ପ୍ରାୟ ପାଞ୍ଚ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନେ ଦୁଇ ଦିନ ପାଣି ଆସିବା ପରେ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଗାଡି ଶେଷଖାଲ ଗାଁ'ର ୨୫୦ ପରିବାର ୧୧ ଦିନ ହେବ ସରକାରୀ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବ୍ଲକ ସ୍ତରୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରଂବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ଦ୍ୱୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ଗ୍ରାମର ଲୋକମାନେ ନିଜ ଖର୍ଚ୍ଚରେ ଟ୍ୟାଙ୍କର ସାହାଯ୍ୟରେ ନଦୀରୁ ପାଣି ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଏହି ମୈ।ଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।4
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ଆଠଗଡ ବ୍ଲକ ବଡ଼ଭୂଇଁ ପଞ୍ଚାୟତର ସରପଞ୍ଚ ଗୋପାଳ ସାହୁ କାହିଁକି ବିଜେପି ଦଳରେ ମିଶିଲେ ଶୁଣନ୍ତୁ। ଆଠଗଡ ବିଜେଡ଼ି ଦଳ ପରିତ୍ୟାଗ କରି ବିଜେପି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ୱରେ ବଡ଼ଭୂଇଁ ପଞ୍ଚାୟତ ଶତାଧିକ ବିଜେଡ଼ି କର୍ମୀ, ସରପଞ୍ଚ ଓ ୱାର୍ଡ ମେମ୍ବର ଙ୍କ ସମେତ ଜନ ସାଧାରଣ ବିଜେପି ଦଳରେ ଯୋଗଦାନ କରିଛନ୍ତି।1