logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

1 hr ago
user_Jay kala _ jay Kalinga
Jay kala _ jay Kalinga
ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
1 hr ago

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି କୁଲପଡିଆ କୋଟି କୋଟି ଟଙ୍କା ଠକେଇ ହୋଇଥିବା କାମବାସି ଅଭିଜୁକ କରିଥିଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି କୁଲପଡିଆ କୋଟି କୋଟି ଟଙ୍କା ଠକେଇ ହୋଇଥିବା କାମବାସି ଅଭିଜୁକ କରିଥିଲେ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଗୋପାଳପୁର ନିକଟସ୍ଥ ଅଙ୍କୁଲି ବାଇପାସ୍ ପାଖରେ ଜଣେ ବାଇକ ଚାଳକ ଦୁର୍ଘଟଣାରେ ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖି ସାଥୀ କର୍ମକର୍ତ୍ତା ଙ୍କ ସହାୟତାରେ ମନ୍ତ୍ରୀ ଉଦ୍ଧାର କରିବା ସହ ନିଜ ସହିତ ଥିବା ପୋଲିସ ଏସକର୍ଟ ଗାଡିରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରଣ କରାଇଛନ୍ତି। ଏହା ସହ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଦେବା ପାଇଁ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
    1
    ଗୋପାଳପୁର ନିକଟସ୍ଥ ଅଙ୍କୁଲି ବାଇପାସ୍ ପାଖରେ ଜଣେ ବାଇକ ଚାଳକ ଦୁର୍ଘଟଣାରେ ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖି ସାଥୀ କର୍ମକର୍ତ୍ତା ଙ୍କ ସହାୟତାରେ ମନ୍ତ୍ରୀ ଉଦ୍ଧାର କରିବା ସହ ନିଜ ସହିତ ଥିବା ପୋଲିସ ଏସକର୍ଟ ଗାଡିରେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରଣ କରାଇଛନ୍ତି। ଏହା ସହ ମେଡିକାଲରେ ତୁରନ୍ତ ଚିକିତ୍ସା ସୁବିଧା ଦେବା ପାଇଁ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
    user_Ganjam Khabar
    Ganjam Khabar
    Journalist Ganjam, Odisha•
    5 hrs ago
  • ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    1
    ଛେଳି ଚୋରି ବେଳେ ୨ ଚୋର କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସି 
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମରେ ଛେଳି ଚୋରି କରିବା ବେଳେ ୨ ଜଣ ଚୋରଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ମିଳିଥିବା ସୂଚନା ମୁତାବକ ଚମାଖଣ୍ଡି ଗ୍ରାମରେ ଦୀର୍ଘ ଦିନ ଧରି ବାଇକ, ପେଟ୍ରୋଲ, ଡିଜେଲ, ଛେଳି ଆଦି ଚୋରି ହେଉଥିଲା l ଗ୍ରାମବାସି ମାନେ ଚୋରକୁ ଧରିବା ପାଇଁ ଯୋଜନା ବଦ୍ଧ ଭାବେ ଜଗି ବସିଥିଲେ l ଆଜି ଚିକିଟି ଅଞ୍ଚଳରୁ ଦୁଇ ଜଣ ଚୋର ଏକ ବାଇକ ଯୋଗେ ଆସି ଗ୍ରାମରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରି ପୋଲିସ କୁ ଜିମା ଦେଇଥିଲେ l ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ଜଣ ଚୋରଙ୍କୁ ନେଇଥିଲେ l ସୂଚନା ପ୍ରକାରେ, ଦୀର୍ଘ ଦିନ ଧରି ଉକ୍ତ ଦୁଇ ଜଣ ଚୋର ଗ୍ରାମକୁ ଗ୍ରାମ ବୁଲି ପେଟ୍ରୋଲ ଡିଜେଲ ଛେଳି ଭଳି ବିଭିନ୍ନ ଆସ ବାବ ପତ୍ର ଚୋରି କରୁଥିଲେ l ଆଜି ସେମାନଙ୍କୁ ଗ୍ରାମବାସୀ ମାନେ ଧରିଛନ୍ତି l
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    11 hrs ago
  • ଆମ ଗାଁ ରାସ୍ତା ଭଲ ନାହିଁ purusottompur to ranigam to karandapalli Village ରାସ୍ତା ଭଲ ନାହିଁ
    1
    ଆମ ଗାଁ ରାସ୍ତା ଭଲ ନାହିଁ 
purusottompur to ranigam to karandapalli Village  
ରାସ୍ତା ଭଲ ନାହିଁ
    user_G ABHIREDDY Reddy
    G ABHIREDDY Reddy
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    12 hrs ago
  • Post by Mithun sethy
    1
    Post by Mithun sethy
    user_Mithun sethy
    Mithun sethy
    ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    14 hrs ago
  • Post by Gaura Barad
    1
    Post by Gaura Barad
    user_Gaura Barad
    Gaura Barad
    ଫତେଗଡ଼, ନୟାଗଡ଼, ଓଡ଼ିଶା•
    9 hrs ago
  • ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ମା ମାଛଖାଇ ପାହାଡ ନିକଟସ୍ଥ ଜଙ୍ଗଲ ରୁ  ଏକ ଗଳିତ ମୃତ ଦେହ ଠାବ ହୋଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    1
    ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମା ମାଡ଼
    user_Santosh Kumar Sahu
    Santosh Kumar Sahu
    Journalist ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    13 hrs ago
  • ବୌଦ୍ଧରେ ମହିଳାଙ୍କୁ ବଳାତ୍କାର ପ୍ରସଙ୍ଗ, ଶାସକ ଦଳର ବିଧାୟକଙ୍କୁ ଘେରିଲା ବିଜେଡି!
    1
    ବୌଦ୍ଧରେ ମହିଳାଙ୍କୁ ବଳାତ୍କାର ପ୍ରସଙ୍ଗ, ଶାସକ ଦଳର ବିଧାୟକଙ୍କୁ ଘେରିଲା ବିଜେଡି!
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.