*ବ୍ରହ୍ମପୁର ରେଳଷ୍ଟେସନ ରେ ସରକାରୀ ବସ ଓ ଅଟୋ ମୁହାଁ ମୁହିଁ..... ଆଜି ପୁଣି ଥରେ ବ୍ରହ୍ମପୁର ରେଳଷ୍ଟେସନ ଠାରେ ସରକାରୀ ବସ୍ ଓ ଅଟୋରିକ୍ସା ଚାଳକମାନଙ୍କ ମଧ୍ୟରେ ଗୋଣ୍ଡଗୋଳ ଓ ପ୍ରତିଯୋଗିତା ଯୋଗୁଁ ସାଧାରଣ ଯାତ୍ରୀମାନେ ହଟହଟା ଓ ହଇରାଣ ହେବାର ଘଟଣା ଘଟିଲା। ଏହା କୌଣସି ଗୋଟିଏ ଘଟଣା ନୁହେଁ ପ୍ରାୟ ପ୍ରତିଦିନ ଏହିପରି ଅବସ୍ଥା ଦେଖିବାକୁ ମିଳୁଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ,ମହିଳା, ବୃଦ୍ଧ ଓ ଛାତ୍ରଛାତ୍ରୀମାନେ ଏହି ଅବ୍ୟବସ୍ଥା ପାଇଁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଃଖର ବିଷୟ ଏହା ଯେ ଏଯାଏଁ କୌଣସି ସରକାରୀ କର୍ତ୍ତୃପକ୍ଷ ବା ଜନ ପ୍ରତିନିଧି ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ଉଦ୍ୟମ କରିନାହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ,ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ ଯେ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ବସ୍ ଓ ଅଟୋ ଚାଳନାକୁ ନିୟନ୍ତ୍ରିତ ଓ ସୁସଙ୍ଗଠିତ କରି ଏହାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ, ଯାହା ଫଳରେ ସାଧାରଣ ଯାତ୍ରୀମାନେ ନିରାପଦ ଓ ସହଜ ଯାତ୍ରା କରିପାରିବେ।

- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- ଆରେ chiku କଣକିରେବଣ୍ଟି ଜାଣିଚୁ ଅଗଷ୍ଟ ଏକତାରିଖରୁ ନୂଆଗାଁ ଆଦର୍ଶକମ୍ପ୍ୟୁଟରେ ଫ୍ରିକ୍ଲାସ ଆରମ୍ଭ ହେବାକୁ ଯାଉଛି. ତୁଜାଣିନୁକି. ସେଠି ସମସ୍ତଛାତ୍ର ଛାତ୍ରୀ ଅଭିଭାବକ ସମସ୍ତେ ଯୋଗଦେଇ ପାରିବେ. ଚେର୍ଟିଫିକେଟ ମଧ୍ୟ ଦିଆଯିବ. ଚାଲଚାଲ ଆଜିଯାଇ ଯୋଗାଯୋଗ କରିବା ବଣ୍ଟି. Contact -70087028231
- ଆସିକା : ନଳବଣ୍ଟା ଗ୍ରାମରେ ପୋଲିସର ଜୋରଦାର ଚଢାଉ, ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମ ର ଗୋଟିଏ ଘରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ଖବରପାଇ ଅତର୍କିର ଚଢ଼ାଉ କରିଛି ପୋଲିସ l ଆସିକା SDPO ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଆସିକା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ନଳବଣ୍ଟା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ କରିଛନ୍ତି । ବର୍ଷ ତମାମ ଏଠାରେ ବେଆଇନ ବାଣ ତିଆରି ହେଉଥିଲା । ପୂର୍ବରୁ ଅନେକ ଅଘଟଣ ମଧ୍ୟ ଘଟିସାରିଛି ।1