logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡରେ ଚାଲିଛି ପଣାଯାତ୍ରା l ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦର ପଣାଯାତ୍ରା ଦ୍ଵିତୀୟ ବାଲିଯାତ୍ରା ଭାବେ ସାଧାରଣ ରେ ଚର୍ଚ୍ଚା ହେଇଆସୁଛି l ୩୫ମୌଜା ର ମିଳିତ ଉଦ୍ୟମରେ ଏହି ପଣାଯାତ୍ରା ମହାଡ଼ମ୍ବରରେ ସାତଦିନ ଧରି ଚାଲିଥାଏ l ପ୍ରତିଦିନ ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ ଖୋର୍ଦ୍ଧା ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ ରୁ ଶ୍ରଦ୍ଧାଳୁମାନେ ଏହି ପଣାଯାତ୍ରା କୁ ଆସି ରାତିରେ ବିଭିନ୍ନ ଯାତ୍ରାପାର୍ଟି ର ନାଟକ ମାଗଣାରେ ଦର୍ଶକ ମାନେ ଉପଭୋଗ କରିଥାନ୍ତି l ଚଳିତ ବର୍ଷ ପ୍ରତିଦିନ ସନ୍ଧ୍ୟାରେ ୩୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିବା ସହିତ ତୁଳସୀ ଗଣନାଟ୍ୟ ଏବଂ ଯାତ୍ରା ରାଜନନ୍ଦିନୀ ସମସ୍ତଙ୍କ ମନଜୀଣୁଛି l ଏହି ପଣାଯାତ୍ରା ଦ୍ଵିତୀୟ ବାଲିଯାତ୍ରା ବୋଲି ବିବେଚିତ କରିଛନ୍ତି ରାଜ୍ୟ ଭାରତୀୟ ଜନତା ପାର୍ଟି କୋଷାଧକ୍ଷ ଦିବାକର ହରିଚନ୍ଦନ l କିନ୍ତୁ ଦୁଃଖର ବିଷୟ ଏହି ଯାତ୍ରା ଦେଖିବାକୁ ସାତପଡ଼ା ରୁ ଜହ୍ନିକୁଦା ଏବଂ ଜହ୍ନିକୁଦା ରୁ ସାତପଡ଼ା ଦିନରାତି ପ୍ରତିଦିନ ଗୋଟିଏ ଡଙ୍ଗାରେ ପଚାଶରୁ ଉର୍ଦ୍ଧ ବାଇକ ଏବଂ ଶତାଧିକ ମହିଳା ପୁରୁଷ, ଯୁବକଯୁବତୀ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଛୋଟ ଛୋଟ ପିଲାମାନଙ୍କ ବିପଦପୂର୍ଣ୍ଣ ନୌଯାତ୍ରା କେତେବେଳେ ଯେ ବଡ଼ ବିପଦ ସୃଷ୍ଟି କରିବ ତାହା କହିବା କଷ୍ଟକର l ତେଣୁ ଏଥିପ୍ରତି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ l

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
2 hrs ago

ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡରେ ଚାଲିଛି ପଣାଯାତ୍ରା l ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦର ପଣାଯାତ୍ରା ଦ୍ଵିତୀୟ ବାଲିଯାତ୍ରା ଭାବେ ସାଧାରଣ ରେ ଚର୍ଚ୍ଚା ହେଇଆସୁଛି l ୩୫ମୌଜା ର ମିଳିତ ଉଦ୍ୟମରେ ଏହି ପଣାଯାତ୍ରା ମହାଡ଼ମ୍ବରରେ ସାତଦିନ ଧରି ଚାଲିଥାଏ l ପ୍ରତିଦିନ ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ ଖୋର୍ଦ୍ଧା ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ

ରୁ ଶ୍ରଦ୍ଧାଳୁମାନେ ଏହି ପଣାଯାତ୍ରା କୁ ଆସି ରାତିରେ ବିଭିନ୍ନ ଯାତ୍ରାପାର୍ଟି ର ନାଟକ ମାଗଣାରେ ଦର୍ଶକ ମାନେ ଉପଭୋଗ କରିଥାନ୍ତି l ଚଳିତ ବର୍ଷ ପ୍ରତିଦିନ ସନ୍ଧ୍ୟାରେ ୩୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିବା ସହିତ ତୁଳସୀ ଗଣନାଟ୍ୟ ଏବଂ ଯାତ୍ରା ରାଜନନ୍ଦିନୀ ସମସ୍ତଙ୍କ ମନଜୀଣୁଛି l ଏହି ପଣାଯାତ୍ରା

ଦ୍ଵିତୀୟ ବାଲିଯାତ୍ରା ବୋଲି ବିବେଚିତ କରିଛନ୍ତି ରାଜ୍ୟ ଭାରତୀୟ ଜନତା ପାର୍ଟି କୋଷାଧକ୍ଷ ଦିବାକର ହରିଚନ୍ଦନ l କିନ୍ତୁ ଦୁଃଖର ବିଷୟ ଏହି ଯାତ୍ରା ଦେଖିବାକୁ ସାତପଡ଼ା ରୁ ଜହ୍ନିକୁଦା ଏବଂ ଜହ୍ନିକୁଦା ରୁ ସାତପଡ଼ା ଦିନରାତି ପ୍ରତିଦିନ ଗୋଟିଏ ଡଙ୍ଗାରେ ପଚାଶରୁ ଉର୍ଦ୍ଧ ବାଇକ ଏବଂ ଶତାଧିକ ମହିଳା ପୁରୁଷ, ଯୁବକଯୁବତୀ ଏବଂ

ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଛୋଟ ଛୋଟ ପିଲାମାନଙ୍କ ବିପଦପୂର୍ଣ୍ଣ ନୌଯାତ୍ରା କେତେବେଳେ ଯେ ବଡ଼ ବିପଦ ସୃଷ୍ଟି କରିବ ତାହା କହିବା କଷ୍ଟକର l ତେଣୁ ଏଥିପ୍ରତି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ l

More news from Odisha and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    4 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    22 min ago
  • ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ
    1
    ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ- ଅଶ୍ବିନୀ ବୈଷ୍ଣବ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨
    1
    ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ 🚨
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    9 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    6 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.