logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଠାରେ ଆସନ୍ତା 80ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳନ ଉପଲକ୍ଷେ ଆଜି ମିଶନ ଶକ୍ତି ସମ୍ମିଳନୀ ଗୃହରେ Collectorate Nabarangpur ଡ଼ଃ.ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ SP Nabarangpur ପାର୍ଥ ଜଗଦୀଶ କାଶ୍ୟପ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ଶ୍ରୀ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ମାନ୍ୟବର ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଡିଗା , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସ୍ୱାଧୀନତାଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ସ୍ୱାଧୀନତା ଦିବସ ଦିନ ସକାଳ 4:30 ମି ସମୟରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୂନ୍ ପରିବେଷଣ, ସକାଳ7:00ମି ସମୟରେ ସହର ସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା,ସକାଳ 7:30 ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ଷ୍ଟାଡିୟମ ଠାରେ ସକାଳ 9:15 ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଅଭିବାଦନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି ।ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନଗୁଡିକୁ ନିଜ ନିଜର ଦାୟିତ୍ଵ ସଠିକ୍ ରୂପେ ତୁଲାଇବାକୁ କହିବା ସହ ସ୍ୱାଧୀନତା ଦିବସ କୁ ଶାନ୍ତି ଶୃଙ୍ଖଳା ସହ ମହା ସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ G Ram ଧନ୍ୟବାଦ ଅର୍ପଣ କରିଥିଲେ । 80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଠାରେ ଆସନ୍ତା 80ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳନ ଉପଲକ୍ଷେ ଆଜି ମିଶନ ଶକ୍ତି ସମ୍ମିଳନୀ ଗୃହରେ Collectorate Nabarangpur ଡ଼ଃ.ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ SP Nabarangpur ପାର୍ଥ ଜଗଦୀଶ କାଶ୍ୟପ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ଶ୍ରୀ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ମାନ୍ୟବର ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ଏ ସୁରେଶ ଶାସ୍ତ୍ରୀ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଡିଗା , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସ୍ୱାଧୀନତାଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ସ୍ୱାଧୀନତା ଦିବସ ଦିନ ସକାଳ 4:30 ମି ସମୟରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାମଧୂନ୍ ପରିବେଷଣ, ସକାଳ7:00ମି ସମୟରେ ସହର ସ୍ଥିତ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା,ସକାଳ 7:30 ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ଷ୍ଟାଡିୟମ ଠାରେ ସକାଳ 9:15 ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଅଭିବାଦନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି ।ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନଗୁଡିକୁ ନିଜ ନିଜର ଦାୟିତ୍ଵ ସଠିକ୍ ରୂପେ ତୁଲାଇବାକୁ କହିବା ସହ ସ୍ୱାଧୀନତା ଦିବସ କୁ ଶାନ୍ତି ଶୃଙ୍ଖଳା ସହ ମହା ସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ G Ram ଧନ୍ୟବାଦ ଅର୍ପଣ କରିଥିଲେ ।

3 hrs ago
user_Narendra Patra
Narendra Patra
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
3 hrs ago
eac635f2-ef5c-4891-9ad3-a60f24ff6ff3

More news from ଓଡ଼ିଶା and nearby areas
  • ପୂର୍ତ୍ତ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ #Jeypore #National24
    1
    ପୂର୍ତ୍ତ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
  • ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର
    1
    ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର
ଅସ୍ଥାୟୀ କର୍ମଚାରୀଙ୍କ ଚେତାବନୀ: କାମ ମନା କଲେ ଜୟପୁର R&Bରେ ଆନ୍ଦୋଳନ ହେବ ଜୋରଦାର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    36 min ago
  • ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା #Kalahandi #MandaiYatra #OdishaCulture #Temera #MaaBasteren କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    1
    ଟେମରା ଠାରେ ମାଆ ବସ୍ତେରେନ ମାଉଳିଙ୍କ ଆଷାଢ଼କେନା ମଣ୍ଡେଇ ଯାତ୍ରା
#Kalahandi #MandaiYatra #OdishaCulture #Temera #MaaBasteren 
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଟେମରା ଗ୍ରାମରେ ମାଆ ବସ୍ତେରେନ ମାଉଳିଙ୍କ ପ୍ରସିଦ୍ଧ ଆଷାଢ଼କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟବାଜଣା ଓ ନୀତିକାନ୍ତିରେ ଏହି ଯାତ୍ରା ପାଳିତ ହୋଇଛି। ଏହି ଯାତ୍ରା ସରିବା ପରେ ଅଞ୍ଚଳର ଚାଷୀମାନେ ନିଜର ଧାନ ରୁଆ ଏବଂ ବିହୁଡ଼ା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆସନ୍ତୁ ଦେଖିବା ଏହି ଦିବ୍ୟ ଯାତ୍ରାର କିଛି ଝଲକ। ମାଆଙ୍କ ଆଶୀର୍ବାଦରୁ ଭଲ ଫସଲ ହେବାର ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭିଡିଓ ନିଶ୍ଚୟ ଦେଖନ୍ତୁ।
    user_ଅମୋଜ ଧରୁଆ
    ଅମୋଜ ଧରୁଆ
    କୋକସରା, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା
    1
    ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା
ସନ୍ତାନଙ୍କୁ ନେଇ ସଂଘର୍ଷମୟ ଜୀବନ ବିତାଉଛନ୍ତି ଶାନ୍ତି, ସରକାରୀ ସହାୟତାକୁ ଅପେକ୍ଷା
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    17 min ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_ବାଲେଶ୍ୱର ନାଏକ
    ବାଲେଶ୍ୱର ନାଏକ
    ଥୁଆମୂଳ ରାମପୁର, କଳାହାଣ୍ଡି, ଓଡ଼ିଶା•
    6 hrs ago
  • ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    1
    ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ 
ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    14 hrs ago
  • ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new
    1
    ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new 
ଟିକିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ #tikiri #rayagada #new
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    51 min ago
  • ବକେୟା ଦରମାକୁ ନେଇ ଆନ୍ଦୋଳନରେ ପୂର୍ତ୍ତ ବିଭାଗର ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ #Jeypore #National24
    1
    ବକେୟା ଦରମାକୁ ନେଇ ଆନ୍ଦୋଳନରେ ପୂର୍ତ୍ତ ବିଭାଗର ୨୫ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.