ଖୁବଶୀଘ୍ର ବଜାରକୁ ଆସିବ ‘ଓମ୍ଫେଡ୍’ ପ୍ୟାକେଜ୍ଡ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟରେ ନିଜର ଉତ୍ପାଦନ ପୋର୍ଟଫୋଲିଓକୁ ବୃଦ୍ଧି କରିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ‘ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ’ (ଓମ୍ଫେଡ୍)।ଖୁବଶୀଘ୍ର ବଜାରକୁ ଓମ୍ଫେଡ୍ର ପ୍ୟାକେଜ୍ଡ ପାନୀୟ ଜଳ ଏବଂ ବିଭିନ୍ନ ସ୍ୱାଦିଷ୍ଟ ଫ୍ଲେଭରର ଆଇସକ୍ରିମ୍ ଆସିବାକୁ ଯାଉଛି। ଏ ନେଇ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ନେଇ ଓମ୍ଫେଡ୍ ବୋର୍ଡ ସହ ଆଲୋଚନା ଜାରି ରହିଛି। ବୋର୍ଡର ଆନୁଷ୍ଠାନିକ ଅନୁମୋଦନ ମିଳିବା ପରେ ଏଗୁଡ଼ିକ ବଜାରରେ ଉପଲବ୍ଧ ହେବ।ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୀର, ଛେନା ଓ ପନୀର ଅପମିଶ୍ରଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଓମ୍ଫେଡ୍ର ଗୁଣବତ୍ତା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ।ସେ କହିଛନ୍ତି ଯେ ଓମ୍ଫେଡ୍ ସଦାସର୍ବଦା ଉଚ୍ଚ ଗୁଣବତ୍ତା ବଜାୟ ରଖିଥାଏ। ଓମ୍ଫେଡ୍ କ୍ଷୀରକୁ ବଜାରକୁ ଛାଡ଼ିବା ପୂର୍ବରୁ ତ୍ରିସ୍ତରୀୟ ଯାଞ୍ଚ କରାଯାଏ ଏବଂ ଫ୍ୟାଟ୍ ମାତ୍ରାର କଡ଼ା ପରୀକ୍ଷଣ କରାଯାଇଥାଏ। ଏଥିରେ କୌଣସି ଅପମିଶ୍ରଣକୁ ପ୍ରଶ୍ରୟ ଦିଆଯାଏ ନାହିଁ ଏବଂ ଯଦି କୌଣସିଠାରେ ଅପମିଶ୍ରଣ ନଜରକୁ ଆସେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହା ସହ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଓମ୍ଫେଡ୍ କ୍ଷୀରର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1
- ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !1
- ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.1
- Post by Sanatan dakua1
- କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.1