ଓଡ଼ିଶାରେ ହୁଏତ ଏପରି ଉଦାହରଣ ବିରଳ। ସହକର୍ମୀ ପୋଲିସ ଅଧିକାରୀଙ୍କ ଦ୍ୱାରା ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଏବଂ କାର୍ଯ୍ୟକ୍ଷେତ୍ରରେ ଚାପର ଶିକାର ହୋଇଥିବା ଅଭିଯୋଗ କରି ଓଡ଼ିଶା ପୋଲିସର ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏସପି ଙ୍କୁ ପ୍ରଦାନ କରିଥିବା ନିଜ ଇସ୍ତଫା ପତ୍ରରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ନିର୍ଯାତନା ଏବଂ ମାନସିକ ଯନ୍ତ୍ରଣା ଅଭିଯୋଗ କରିଛନ୍ତି। ପରିବେଶ ଅସହନୀୟ ଥିଲା, ବିଭାଗରେ ନିଜକୁ ଅସୁରକ୍ଷିତ ଏବଂ ଅସହାୟ ଅନୁଭବ କଲେ। ଶେଷରେ ସେ ଇସ୍ତଫା ଦେବା ଭଳି ପଦକ୍ଷେପ ନେଲେ। ଅନ୍ୟ କିଛି ପଡୋଶୀ ରାଜ୍ୟ ଅପେକ୍ଷା ଓଡିଶା ପୋଲିସ ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସିତ ହୁଏ। ପୋଲିସ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ, ଓଡ଼ିଶାରେ ହୁଏତ ଏପରି ଉଦାହରଣ ବିରଳ। ସହକର୍ମୀ ପୋଲିସ ଅଧିକାରୀଙ୍କ ଦ୍ୱାରା ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା ଏବଂ କାର୍ଯ୍ୟକ୍ଷେତ୍ରରେ ଚାପର ଶିକାର ହୋଇଥିବା ଅଭିଯୋଗ କରି ଓଡ଼ିଶା ପୋଲିସର ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏସପି ଙ୍କୁ ପ୍ରଦାନ କରିଥିବା ନିଜ ଇସ୍ତଫା ପତ୍ରରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ନିର୍ଯାତନା ଏବଂ ମାନସିକ ଯନ୍ତ୍ରଣା ଅଭିଯୋଗ କରିଛନ୍ତି। ପରିବେଶ ଅସହନୀୟ ଥିଲା, ବିଭାଗରେ ନିଜକୁ ଅସୁରକ୍ଷିତ ଏବଂ ଅସହାୟ ଅନୁଭବ କଲେ। ଶେଷରେ ସେ ଇସ୍ତଫା ଦେବା ଭଳି ପଦକ୍ଷେପ ନେଲେ। ଅନ୍ୟ କିଛି ପଡୋଶୀ ରାଜ୍ୟ ଅପେକ୍ଷା ଓଡିଶା ପୋଲିସ ଉତ୍ତମ କାର୍ଯ୍ୟ ପାଇଁ ପ୍ରଶଂସିତ ହୁଏ। ପୋଲିସ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ, ପୀଡିତା ମହିଳା ପୋଲିସଙ୍କ ସମସ୍ୟାର ସମାଧାନ ହେଉ। ଓଡିଶା ପୋଲିସର ଗାରିମା ଅକ୍ଷୁର୍ଣ୍ଣ ରହୁ। #Odisha #police #lady #police #resign #angul #Torture #news CMO Odisha Preetinanda Routray

- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।1
- Post by ସୋନୁ ଟାଇଗର1
- କୁଟି ସେ ଆ ନା ଜାନା1
- Post by BAHUJAN ADHIKAR1