logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପିଏମ ଶ୍ରୀ ଉତ୍ସବ ୨୦୨୫- ୨୬ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ଠାରେ ଅନୁଷ୍ଠିତ

23 hrs ago
user_AK14TV
AK14TV
Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
23 hrs ago

ପିଏମ ଶ୍ରୀ ଉତ୍ସବ ୨୦୨୫- ୨୬ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ଠାରେ ଅନୁଷ୍ଠିତ

More news from ଓଡ଼ିଶା and nearby areas
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    4 min ago
  • ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗଜପତି ଜିଲ୍ଲା ସିଭିଲ ଜଜ୍ଙ୍କ ତତ୍ଵାବଧାନରେ ମହେନ୍ଦ୍ର ତନୟ ଆଶ୍ରମ ବିଦ୍ୟାଳୟ ପରିସରସ୍ଥ ବାଲ୍ୟ ବିବାହ, ପରିବେଶ ସଚେତନା, ନିଶା ନିବାରଣକୁ ଆଧାରକରି ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଏସ ଏସ ଡି ବିଦ୍ୟାଳୟର ଛାତ୍ରଛାତ୍ରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ ସମୂହ ଆଠ ଶହ ପାଖାପାଖି ଲୋକମାନେ ଯୋଗଦେଇଥିଲେ, ଉକ୍ତ ସଭାରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, ସିଡ଼ିପିଓ ବି କମଳାଙ୍ଗୀ, ଗାରାବନ୍ଧ ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନିଶିକା,କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ରାୟଗଡ ଏବିଇଓ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,କଇଁପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମ୍ୟାନେଜିଙ୍ଗ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ୟାସୀ କାର୍ଜୀ, ମହେନ୍ଦ୍ରଗିରି ଉନ୍ନୟନ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ମଣ୍ଡଳ ଆଦି ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ସଦସ୍ୟମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରୁ କଇଁପୁର ପର୍ଯ୍ୟନ୍ତ "ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ", ସ୍ଲୋଗାନ ଦ୍ୱାରା ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ସିଡ଼ିପିଓ ବି କମଳାଙ୍ଗୀ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିବେଶ ପ୍ରଦୂଷଣର କାରଣ, ନିଶା ସେବନର କୁପରିଣାମ ଓ ବାଲ୍ୟ ବିବାହ ପ୍ରଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭା ଶେଷରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ବିରତି ପ୍ରଦାନ କରିଥିଲେ ।
    1
    ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ, କଇଁପୁର ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗଜପତି ଜିଲ୍ଲା ସିଭିଲ ଜଜ୍ଙ୍କ ତତ୍ଵାବଧାନରେ ମହେନ୍ଦ୍ର ତନୟ ଆଶ୍ରମ ବିଦ୍ୟାଳୟ ପରିସରସ୍ଥ ବାଲ୍ୟ ବିବାହ, ପରିବେଶ ସଚେତନା, ନିଶା ନିବାରଣକୁ ଆଧାରକରି ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଏସ ଏସ ଡି ବିଦ୍ୟାଳୟର ଛାତ୍ରଛାତ୍ରୀ, ନିକଟସ୍ଥ ଅଙ୍ଗନବାଡି କର୍ମୀ ସମୂହ ଆଠ ଶହ ପାଖାପାଖି ଲୋକମାନେ ଯୋଗଦେଇଥିଲେ, ଉକ୍ତ ସଭାରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, ସିଡ଼ିପିଓ ବି କମଳାଙ୍ଗୀ, ଗାରାବନ୍ଧ ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନିଶିକା,କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ରାୟଗଡ ଏବିଇଓ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା,କଇଁପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଶବର, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ମ୍ୟାନେଜିଙ୍ଗ କମିଟିର ସଦସ୍ୟ ଶ୍ରୀଯୁକ୍ତ ସନ୍ୟାସୀ କାର୍ଜୀ, ମହେନ୍ଦ୍ରଗିରି ଉନ୍ନୟନ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ମଣ୍ଡଳ ଆଦି ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ସଦସ୍ୟମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟରୁ କଇଁପୁର ପର୍ଯ୍ୟନ୍ତ "ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ",  ସ୍ଲୋଗାନ ଦ୍ୱାରା ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ପରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଗଜପତି ଜିଲ୍ଲାର ସିଭିଲ ଜର୍ଜ ଶ୍ରୀଯୁକ୍ତ ବିମଲ ରାହୁଲ, କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୌମ୍ୟରଞ୍ଜନ ଶବର, ସିଡ଼ିପିଓ ବି କମଳାଙ୍ଗୀ ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ପରିବେଶ ପ୍ରଦୂଷଣର କାରଣ, ନିଶା ସେବନର କୁପରିଣାମ ଓ ବାଲ୍ୟ ବିବାହ ପ୍ରଥା  ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭା ଶେଷରେ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ସଭାକାର୍ଯ୍ୟକୁ ବିରତି ପ୍ରଦାନ କରିଥିଲେ ।
    user_GUMMA UPDATE NEWS
    GUMMA UPDATE NEWS
    Librarian ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
  • ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଉଠା ଦୋକାନୀଙ୍କ ବିକ୍ଷୋଭ.....
    1
    ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଉଠା ଦୋକାନୀଙ୍କ ବିକ୍ଷୋଭ.....
    user_Ganjam Khabar
    Ganjam Khabar
    Journalist Brahmapur (M.Corp.), Ganjam•
    8 hrs ago
  • ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    1
    ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    23 min ago
  • ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମ ବାସୀ,ନା ଦେଖି ହେଉଛି ନା ସହି ହେଉଛି।କେନ୍ଦୁଝର ଜିଲ୍ଲା, ହରିଚନ୍ଦନପୁର ବ୍ଳକ୍ ବରେଇଗୋଡା ପଞ୍ଚାୟତ ର ବଡଜିମେଇଁ ଗ୍ରାମ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମ ବାସୀ,ନା ଦେଖି ହେଉଛି ନା ସହି ହେଉଛି।କେନ୍ଦୁଝର ଜିଲ୍ଲା, ହରିଚନ୍ଦନପୁର ବ୍ଳକ୍ ବରେଇଗୋଡା ପଞ୍ଚାୟତ ର ବଡଜିମେଇଁ ଗ୍ରାମ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    47 min ago
  • ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁକୁ ଦାମନଯୋଡିରେ ସ୍ବାଗତ
    1
    ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ବର୍ଣ୍ଣ ଧନୁକୁ ଦାମନଯୋଡିରେ ସ୍ବାଗତ
    user_Manas Ranjan Kar
    Manas Ranjan Kar
    News Reporting and social worker ଦାମନଯୋଡି, କୋରାପୁଟ, ଓଡ଼ିଶା•
    2 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    39 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.