Shuru
Apke Nagar Ki App…
ଇଏ କବିତା ନୁହଁ କି ଗଳ୍ପ ବି ନୁହଁ। ମନର ଏକ ଭାବନା ମାତ୍ର। ବିଳମ୍ବିତ ରାତ୍ରି ରେ ମନ କୁ ଆସିଥିବା ଭାବନା କୁ ଲେଖି ଦେଇଛି। କ୍ଷମା କରିବେ 🙈🫣♥️ ame_pura_bhadraloka like Comment share save Follow ame_pura_bhadraloka Save it Like COMMent Share Save ame_pura_bhadraloka ame_pura_bhadraloka
BSahu Sahu
ଇଏ କବିତା ନୁହଁ କି ଗଳ୍ପ ବି ନୁହଁ। ମନର ଏକ ଭାବନା ମାତ୍ର। ବିଳମ୍ବିତ ରାତ୍ରି ରେ ମନ କୁ ଆସିଥିବା ଭାବନା କୁ ଲେଖି ଦେଇଛି। କ୍ଷମା କରିବେ 🙈🫣♥️ ame_pura_bhadraloka like Comment share save Follow ame_pura_bhadraloka Save it Like COMMent Share Save ame_pura_bhadraloka ame_pura_bhadraloka
More news from Anugul and nearby areas
- ଆଜି ଅଶୋକ ନନାଙ୍କ ସହ ଅନୁଗୁଳ FOOD PLAZA ଗଲୁ Biryani ଖାଇବାକୁ କଣ ଲାଗିଲାମ Full Yummy😋♥️||Angul toka Biki||1
- ଅନୁଗୁଳ ହଲିବା କୁ ଯାଉଛି 😱 SMILE DJ ଆସୁଛି ନୁଆଁ ଆଉ ବଡ ରୂପରେ // BIG UPDATE FOR SMILE DJ1
- ଆପଣଙ୍କ ଖବର - ନାଲକୋ ଜମିରେ ପିଟର ସୁବଧି ନିଜେ ଘର କରି ରହିଥିବାରୁ ବିରୋଧ କରିଥିଲେ ଦାମନଯୋଡ଼ି ଆମ୍ବେଦକର ସୋସାଇଟି1
- ଆସନ୍ତା ୨୨ତମ ତାଳଚେର ପୁସ୍ତକ ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ତାଳଚେର:- ଆସନ୍ତା ୨୨ତମ ତାଳଚେର ପୁସ୍ତକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ତାଳଚେର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ପୁସ୍ତକମେଳା କମିଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ) ସଭାପତିତ୍ବ କରି ଆଗାମୀ ପୁସ୍ତକ ମେଳାକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ l ଆଗାମୀ ୨୨ତମ ତାଳଚେର ପୁସ୍ତକ ମେଳା ପ୍ରତ୍ୟେକ ବର୍ଷ ପରି ୨୦୨୫ ମସିହା ଜାନୟାରୀ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତି ହୋଇଛି l ଉପ ସଭାପତି ତଥା ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ ଯୋଗଦେଇ ଆସନ୍ତା ପୁସ୍ତକ ମେଳାରେ କିପରି ଅଧିକରୁ ଅଧିକ ପ୍ରକାଶକ ଆସିବେ ସେ ନେଇ ଗୁରୁତ୍ଵ ଦେବାକୁ କହିଥିବାବେଳେ ନୂତନ ଢଙ୍ଗରେ ମେଲାକୁ କିପରି ସରସ ସୁନ୍ଦର କରାଯାଇପାରିବ ସେନେଇ ସୁଚିନ୍ତିତ ମତାମତ ଦେଇଥିଲେ l ଅନ୍ୟତମ ଉପସଭାପତି ଡ଼. ରଶ୍ମୀ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ମିଶ୍ର ୨୦୨୪ ବର୍ଷର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ରମେଶ ବେହେରାଙ୍କ ସମେତ ଗିରିଜା ଶଙ୍କର ମିଶ୍ର, ଦୀପକ ପ୍ରଧାନ, ରଞ୍ଜିତ ମହାପାତ୍ର, ଜ୍ୟୋତି ରଞ୍ଜନ ଦାସ, ସୌଭାଗ୍ୟ ମହାରଣା, ତପନ ମହାରଣା, ଭାଗ୍ୟରଥୀ ମହାପାତ୍ର, ବାଉରୀବନ୍ଧୁ ବେଜ, କରୁଣାକର ବାଇ, କ୍ଷୀରୋଦ ସାହୁ, ପ୍ରିୟ ମାଧବ ଦାସ, ଶୋଭାଗିନୀ ଦାସ, ବିଜୟ ଦେବତା, ପ୍ରିୟଦର୍ଶୀ ଋଷିକେଶ ସାହୁ, ଜିତେନ୍ଦ୍ର ମହାପାତ୍ର, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ l1
- ମହାବୀରୋଡ଼ ରେଞ୍ଜ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ୭୦ ଟିକିଆ ହାତୀପଲଙ୍କ ଉପଦ୍ରବ | Nandighosha TV1
- ମଶାଲ ଚି଼ହ୍ନରେ ଭୋଟ ଦେବା ପାଇଁ ନିବେଦନ କଲେ ଶ୍ରମିକ ନେତାଗଣ#କଣିହାଁ#talcher#damantv news1
- ଢେଙ୍କାନାଳ/ ହିନ୍ଦୋଳ ନିୟୁଜ1
- ହିନ୍ଦୋଳ ଏନଏସିରେ ବିଜେଡିର ମିଶ୍ରଣ ପର୍ବ | Dhenkanal News | nirapekshyadigital1
- Sarana Srikhetra , Ekagharia 📍Dhenkanal1