Shuru
Apke Nagar Ki App…
ଚାଷ ନଷ୍ଟ ପରେ ତାତିଲେ ଚାଷୀ । କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ । ଗଜପତି ମୋହନା ବ୍ଲକରେ ବ୍ୟାପକ ଜମିରେ ଚାଷ ନଷ୍ଟ ହୋଇଛି । ଋଣ କରି ଚାଷ କରିଥିବା ଚାଷୀକୁ ଏବେ ଘାରିଛି ପରିବାର ପ୍ରତିପୋଷଣର ଚିନ୍ତା ।
Kshiteswar bag
ଚାଷ ନଷ୍ଟ ପରେ ତାତିଲେ ଚାଷୀ । କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ । ଗଜପତି ମୋହନା ବ୍ଲକରେ ବ୍ୟାପକ ଜମିରେ ଚାଷ ନଷ୍ଟ ହୋଇଛି । ଋଣ କରି ଚାଷ କରିଥିବା ଚାଷୀକୁ ଏବେ ଘାରିଛି ପରିବାର ପ୍ରତିପୋଷଣର ଚିନ୍ତା ।
More news from Gajapati and nearby areas
- 2025 ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ଜିଲ୍ଲାବାସି ଙ୍କୁ ଦେଲେ ଗଜପତି ଆରକ୍ଷୀ ଅଧିକ୍ଷକ,1
- ଗଜପତି ଜିଲ୍ଲା ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ1
- 🫰ଗଜପତି ଉତ୍ସବ 🫰1
- ଗଜପତି ଜିଲ୍ଲା ବାସିନ୍ଦା ଙ୍କୁ ଶୁଭେଚ୍ଛା ଜଣାଇଲେ କେ . ନାରାୟଣ ରାଓ1
- gajapati tours place (jiranga 😍😍😍)bula sandha gosti😃😃😃1
- ୦୧-୦୧-୨୦୨୫ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମସ୍ଵାମୀ ମନ୍ଦିରର ସକାଳ ଆଳତୀ ।1
- ଗଜପତି ଜିଲ୍ଲାରେ ଚାଷୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ1
- ଗଜପତି ମହୋଉସବ ଚାଲନ୍ତୁ ଯିବା ବାଟ ଓଷା କେମିତି ହେଲା ଘରେ1