Shuru
Apke Nagar Ki App…
#ଲଭର୍ସ_ପଏଣ୍ଟରେ_ନାକେଦମ୍_ପର୍ଯ୍ୟଟକ ପର୍ଯ୍ୟଟନ ଋତୁରେ ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ନାହିଁ ନଥିବା ଭିଡ଼। ହେଲେ କିରିକୁଟି ସ୍ଥିତ ଲଭର୍ସ ପଏଣ୍ଟ ପର୍ଯ୍ୟଟନ ସ୍ଥଳୀକୁ ଆଜି ଯାଏ ଭଲ ରାସ୍ତାଟିଏ ନଥିବା ଯୋଗୁ ପର୍ଯ୍ୟଟକ କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି
Anupam bandiya

More news from Kotagarh and nearby areas