Shuru
Apke Nagar Ki App…
Hey frnds Suno suno … our new video is out in KHUSHI PRODUCTION channel it’s a kudmali song special for Makar Sankranti☺️ hope u all will love the video and do not forget to like , share, and cmmnt and most impo plzz sacarprize our Khushi Production channel 🤭😁 gumla #hazaribagh #ramgarh #odisha #tata #jamshedpur #khushiproduction #khushimahanto #souravmishra #urmilamahanto #reels #instagram #song #musica #explore Agar maja aya to joor daar share kr doo 😄😄😄🙏🏻🙏🏻😄🌹🌹🌹🌹
Mukesh Pandit

More news from Simdega and nearby areas
- ନିରୁଦ୍ଧିଷ୍ଟ subha_diary ~~~~~ ହବିଷ ହବିଷ ବାସୁଥିବା ଗୋଟେ ନଭେମ୍ବର ଆଖିରୁ ଘଡ଼ିଏ ନିଦ ବଳି ପଡ଼ିଲେ, କି ତିନିଦିନ ଯାଏ ନିର୍ଧୁମ୍ ବର୍ଷା ଟିଭି ବା ରେଡିଓ ତିନିଶହ ଥର କହିଲେ, ଅଥବା ଆକାଶକୁ ମୁହଁ ମୋଡ଼ି ତା' ସହ କଟି କଲେ କି ବିଦ୍ୟାରାଣ ଖାଇଲେ, ନିର୍ଲଜ୍ଜଙ୍କ ଭଳି ମୋତେ ସ୍କୁଲ୍ ଯିବାକୁ ଅପେକ୍ଷା କରୁଥିବା ପୁଅଟା ଢେର୍ ବଦଳି ଯିବଣି ! ତା ସହ ବଦଳି ଯିବଣି ମୋ ଲେଡିବାର୍ଡ ସାଇକେଲର ବୟସ, ମୋ ପ୍ରିୟ ନଈପଠାର ସ୍ବାସ୍ଥ୍ୟ, ଯୋଡ଼ି ନିମ୍ବଗଛରୁ ବସା ଭାଙ୍ଗି ଉଡ଼ି ଯିବେଣି ସେ ଦୁଇ ବଣି, କେନାଲ ପାଣିରେ ପୋଲ ଉପରୁ ଛବି ହେଉଥିବା ଯୋଡେ ଛାଇ ବି ନିରୁଦ୍ଦିଷ୍ଟ ହେବଣି ! କେଜାଣେ, ସେଦିନ ମେଳାରେ ମୋ ଗଭାରୁ ଖସି ପଡ଼ିଥିବା ଗୋଲାପକୁ ସେ ଯୋଉ ବହିରେ ସାଇତିଥିଲା ସେଥିରେ କେତେ ପରସ୍ତ ସ୍ମୃତିର ଅଳନ୍ଧୁ ମାଡ଼ିବଣି? ମୋ ପାଉଁଜିର ଶବ୍ଦ ଅକ୍ଷୟ ମହାନ୍ତିଙ୍କ ଗୀତ ପରି ଗୋଟେ ଲମ୍ବା ଖରାବେଳରେ ତା ଛାତିକୁ ଚିମୁଟୁ ଥିବ ନା ନାହିଁ ! ମୁଁ ତ ଏକଥା ବି ଜାଣେନା, ସବୁ ନୂଆଁ ବର୍ଷ ମାନଙ୍କରେ ସେ ମୋ ପାଇଁ ତୋଳି ଆଣୁଥିବା ସୁଗନ୍ଧରାଜର ବାସ୍ନା ଏଯାଏଁ ତା ନାକ ଅଗରେ ଥିବ ନା ନାହିଁ ? ନା, ସେ ଆଉ କାହା ଅତରରେ ଦିଗହରା ହେବଣି ? ଆମ ଘର ଦେଇ ଯିବା ବେଳେ ସେ କଣ ଆଗଭଳି ଛାତକୁ ଚାହୁଁଥିବ ଆଜି କାଲି, ଏଇସନ କୁଆଁର ପୁନେଇଁରେ ତୁଚ୍ଛା ମିଛଟାରେ ସେ କଣ ବାରବାର ରାଜୁ ମଉସାଙ୍କ ଦୋକାନକୁ ଆସିଥିବ ; ମୁଁ ଆଜିକାଲି ସହର ମୁହାଁ ଜାଣି ! ସେ ତଣ୍ଟି ପାଖରେ ଢୋକୁଥିବା ଧାଡିଏ ପ୍ରେମ , ହରିହାଟରୁ କିଣିଥିବା କୁଙ୍କୁମ , ତା' ଚିତ୍ର ଖାତାରେ ଆଙ୍କିଥିବା ଝିଅଟିଏ ଯାହାର ରଙ୍ଗ ଗହମ, ହଜେଇ ଦେଇଥିବା ଜ୍ୟାମିତି ବାକ୍ସରେ ବନ୍ଧା ପଡିଥିବା ପାପୁଲିଏ ଢଳଢଳ ବୟସ, ମୁଁ ସବୁଥର ଫେରେଇ ଦେଉଥିବା ମୁଠାଏ ଶ୍ୟାମଳ ହସ, ସମୟର ସୁଅରେ ବୋଧହୁଏ ଲିଭି ଆସିବଣି! - ଗୌରୀ ସାହୁ ThrowbackVibes 🔙 #NostalgiaFeels 🕰️ #LoveAndPoetry ❤️📖 #StorytellingReel 📜1
- ODM ମହାପରିବାର ରାଉରକେଲା ଓ ଲାଠିକଟା ଭାଇ ମାନଙ୍କ ସହିତ ଭେଟ ଘାଟ 🙏ଜୟ ଜଗନ୍ନାଥ 🙏🌹1
- ହାତିବାରୀ ଦେଓ ବନ୍ଧ🏞️ ||📍Hatibari,Mayurbhanj, Karanjia, || Sri Rajendra ||1
- କଟକରେ ଗଣତନ୍ତ୍ର ଦିବସରେ ପରେଡ୍ ଗ୍ରାଉଣ୍ଡକୁ ନେଇ ଯାଉଥିବା ଏକ ଭ୍ୟାନ ଓଲଟି ପଡ଼ିବାରୁ ୨୦ ଜଣ ଛାତ୍ର ଆହତ ହୋଇଛନ୍ତି।1
- ଗୁରୁଣ୍ଡିଆ ବ୍ଲକ୍ ଭାଲୁଦୁଂଗ୍ରି gp ରୁ ବିଚାଓରାମ ଭାଇଙ୍କ ସହଯୋଗ ରହlତବଢାଇଲେ ଡ଼୍ରାଇଭର ମହାସଂଘ ଭାଇମାନେ1
- ମନକୁ ଚରେଇ ଦିୱାନା ବନେଇ❤️🥰#odiashorts#odiapuavlog#treand#vairàlvideo#plz subscribe my channel🙏1
- ଗରମ ଗରମ ରୋହୀ ମାଛ ଝୋଳ 🤤 ଥରେ ଏମିତି ବନେଇ ଖାଆନ୍ତୁ ବହୁତ Tasty ଲାଗିବ 🤤1
- ପୁରୀରେ ଭୟଙ୍କର ଦୁର୍ଘଟଣା, ଜଗା ଦର୍ଶନ କରି ଫେରୁ ଫେରୁ ଟ୍ରକରେ ପିଟି ହେଲା ମୋ ବସ୍... Horrific accident in Puri, mo bus was hit by a truck while visiting Jaga...1