Shuru
Apke Nagar Ki App…
ଭଦ୍ରକ ପୌର ପାଳିକା କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ
Patab
ଭଦ୍ରକ ପୌର ପାଳିକା କାର୍ଯ୍ୟାଳୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ
More news from Sasan and nearby areas
- ଗୁଣପୁର ପୈାରପରିଷଦରେ ପାଳିତ ହେଲା ସ୍ବାୟତ ଶାସନ ଦିବସ||1
- #ସ୍ବାୟତ_ଶାସନ_ଦିବସ_ଅବସରରେ_ସାଂସ୍କୃତିକ_କାର୍ଯ୍ୟକ୍ରମ_ଅନୁଷ୍ଠିତ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରିଥିଲେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ସାମ୍ମନିତ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟକ୍ଷ, ସମ୍ମାନିୟ ଅତିଥି ଶ୍ରୀ ଯୁକ୍ତ ମାଡ଼କର ସନ୍ଦୀପ ସମ୍ପତ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ ,ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର,ପୌର ଅଧିକାରୀ ସୁକାନ୍ତ କୁମାର ବେଉରା ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।1
- ରମ୍ଭା ଏନ. ଏ. ସି. ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ l #Ganjamdistrict . . . . .1
- ଏନଏସି କାର୍ଯ୍ୟାଳୟ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ1
- ଓଡ଼ିଶାର ସର୍ବପୁରାତନ ପୌରସଂସ୍ଥା ଟାଉନ ହଲ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2024 ପୌରାଧ୍ୟକ୍ଷା ଶ୍ରୀମତୀ ସରିତା ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇ ଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ଗୌରବ କର ପୌରପରିଷଦ ଉନ୍ନତ ମୂଳକ କାର୍ଯ୍ୟବିବରଣୀ ପଠନ କରିଥିଲେ I1
- ବଲାଙ୍ଗିର ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା। ପୌରଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ବଲାଙ୍ଗିର ସହରକୁ ସ୍ୱଚ୍ଛ, ନିର୍ମଳ କରିବା ସହିତ ଉନ୍ନତି ପଥରେ ଆଗେଇ ନେବାକୁ ସମସ୍ତେ ଶପଥ ନେଇଥିଲେ ।1
- ରୋଗୀଙ୍କୁ ଶୋଷଣ1
- ନବରଙ୍ଗପୁର ପୈର ପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ1