Shuru
Apke Nagar Ki App…
ପୋଲସରା ବ୍ଳକ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବୀ
Ratan buswas
ପୋଲସରା ବ୍ଳକ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବୀ
More news from Asika and nearby areas
- ବିଜେଡି ଛାଡି ବିଜେପିରେ ମିଶିଲେ ଆସିକା ବ୍ଲକ ଖାରିଆ ପଞ୍ଚାୟତଵାସୀ || BADAKHABAR ||1
- #ବଲ୍ଲଭ_ନାୟକ_ଉଚ୍ଚ_ବିଦ୍ୟାଳୟର_ରୌପ୍ୟ_ଜୟନ୍ତୀ ଗଞ୍ଜାମ ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ଠାରେ ଥିବା ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।1
- କୁଏତରେ ରେ ଓଡ଼ିଆ ଲୋକଙ୍କ ସହ ଓଡ଼ଆରେ କଥା ହେଲେ ମୋଦୀ। ଜୟ ଜଗନ୍ନାଥରୁ ଆରମ୍ଭ କଲେ, ଗଂଜାମ ଜିଲାର ଖଲିକୋଟ ଅଂଚଳର ପ୍ରବାସୀ ଶ୍ରମିକଙ୍କ ସହ କଥା ହେଲେ ମୋଦୀ। ପ୍ରବାସୀ ଶ୍ରମିକଙ୍କ ଭାବ ଆଦାନ ପ୍ରଦାନ କରି ଭୋଜନ କଲେ ମୋଦୀ।1
- ଖଲିକୋଟ ସରକାରୀ ଚରୁ ଓ କରୁକଳା ମହାବିଦ୍ୟାଳୟ ଏମିତି ଏକ ଜାଗା ଜଉ ଜାଗା ଗୋଟିଏ କଳାକାର ଟା ପାଇଁ ଗୋଟିଏ ସ୍ବପ୍ନ ର ରାଇଜ, ଆରାଧନା ର ମନ୍ଦିର, ଏମିତିକା ଏକ ପବିତ୍ର ସ୍ଥାନ ଜଉ ସ୍ଥାନ ହଜାର ହଜାର କଳାକାରଙ୍କୁ ଗଢ଼ିତୋଳି ଏକ ସ୍ବତନ୍ତ୍ର କଳାକାର ର ପରିଚୟ ପ୍ରଦାନ କରିଛି ସେଇ କଳା ର ମନ୍ଦିର । ଜଉ ମନ୍ଦିର ଆଗରେ ପ୍ରତ୍ୟେକ କଳାକାର ମଥା ଆପେ ଆପେ ନଇଯାଏ। ସେଇ ସମସ୍ତ କଳାସମ୍ପନ୍ନ ଗୁରୁଜନ ଓ ସେଇ ମହାପୁରୁଷ ମାନଙ୍କୁ ହୃଦୟରୁ ନମନ୍ କରୁଛି। ଜଉ ବେକ୍ତିତ୍ୟ ଏହି ପରିକଳ୍ପନା ଅଂଶ ବିଶେଷ।1
- କୁଏତରେ ରେ ଓଡ଼ିଆ ଲୋକଙ୍କ ସହ ଓଡ଼ଆରେ କଥା ହେଲେ ମୋଦୀ। ଜୟ ଜଗନ୍ନାଥରୁ ଆରମ୍ଭ କଲେ, ଗଂଜାମ ଜିଲାର ଖଲିକୋଟ ଅଂଚଳର ପ୍ରବାସୀ ଶ୍ରମିକଙ୍କ ସହ କଥା ହେଲେ ମୋଦୀ। ପ୍ରବାସୀ ଶ୍ରମିକଙ୍କ ଭାବ ଆଦାନ ପ୍ରଦାନ କରି ଭୋଜନ କଲେ ମୋଦୀ।1
- କୁଏତରେ ରେ ଓଡ଼ିଆ ଲୋକଙ୍କ ସହ ଓଡ଼ଆରେ କଥା ହେଲେ ମୋଦୀ। ଜୟ ଜଗନ୍ନାଥରୁ ଆରମ୍ଭ କଲେ, ଗଂଜାମ ଜିଲାର ଖଲିକୋଟ ଅଂଚଳର ପ୍ରବାସୀ ଶ୍ରମିକଙ୍କ ସହ କଥା ହେଲେ ମୋଦୀ। ପ୍ରବାସୀ ଶ୍ରମିକଙ୍କ ଭାବ ଆଦାନ ପ୍ରଦାନ କରି ଭୋଜନ କଲେ ମୋଦୀ।1
- ମାଳଦ୍ଵିପ ରେ ଫସିଛନ୍ତି ୪୦ରୁ ଉର୍ଦ୍ଧ ଓଡ଼ିଆ ଶ୍ରମିକ l ମାଳଦ୍ଵିପ ରେ ଫସିଛନ୍ତି ଓଡିଶାର ୪୦ ଯୁବକ l ୬ ମାସ ତଳେ ରୋଜଗାର ଆଶାରେ ଗଞ୍ଜାମ ଜିଲ୍ଲା ଖଲିକୋଟ ର ୧୫ ଜଣ ସମେତ ଓଡ଼ିଶାର ୪୦ ଜଣ ଯୁବକ ମାଳଦ୍ୱିପ ଯାଇଥିଲେ l ସେଠାରେ ଏକ ମାସର ହିଁ ଦରମା ମିଳିଥିଲା l ତେବେ ମାଳଦ୍ଵିପ ରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀ କୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟ ର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି ଯାଇଥିବା ସୂଚନା l ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଫସି ରହିଥିବା ଶ୍ରମିକ l City News Odisha1
- କୁଏତରେ ରେ ଓଡ଼ିଆ ଲୋକଙ୍କ ସହ ଓଡ଼ଆରେ କଥା ହେଲେ ମୋଦୀ। ଜୟ ଜଗନ୍ନାଥରୁ ଆରମ୍ଭ କଲେ, ଗଂଜାମ ଜିଲାର ଖଲିକୋଟ ଅଂଚଳର ପ୍ରବାସୀ ଶ୍ରମିକଙ୍କ ସହ କଥା ହେଲେ ମୋଦୀ। ପ୍ରବାସୀ ଶ୍ରମିକଙ୍କ ଭାବ ଆଦାନ ପ୍ରଦାନ କରି ଭୋଜନ କଲେ ମୋଦୀ।1
- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଂଚଳରେ ଉଜୁଡି ଗଲା ଧାନ ଫସଲ।1