Shuru
Apke Nagar Ki App…
ଖଣ୍ଡଗିରି ପାହାଡ shaksinews
Titu Sahu
ଖଣ୍ଡଗିରି ପାହାଡ shaksinews
More news from Bhubaneswar and nearby areas
- ପ୍ରଥମା ଅଷ୍ଟମୀରେ ସମସ୍ତେ ଘରେ ଶୋଇଥିଲେ, ହଠାତ୍ କେହି କିଛି ବୁଝିବା ଆଗରୁ ହୁତୁ ହୁତୁ ହୋଇ ଜଳିଗଲା 4ଟି ବାଇକ୍ | ଏଭଳି ଅଘଟଣ ଘଟିଛି ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ | ଗାଡ଼ିକୁ ଛାଡ଼ି ଅନ୍ୟ କାହାର କିଛି ହୋଇନାହିଁ |1
- #ଓସଡମାକୁ_ଚିଠି_ଲେଖିଲା_ବିଏମସି ଭୁବନେଶ୍ୱର ମହାନଗର ନିଗମ ମୁଖ୍ଯାଳୟରେ ୨୬ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଏମସି ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ଯକ୍ରମ ବାବଦରେ ବିଶଦ ଭାବରେ ଆଲୋଚନା ହୋଇଛି । ସହରର ଡ୍ରେନେଜ ପୁଃନଉଦ୍ଧାର ଓ ଡ୍ରେନ କାନ୍ଥ କାର୍ଯ୍ଯ ପାଇଁ ବିଏମସିକୁ ୨ଶହ କୋଟି ଟଙ୍କା ଆବଶ୍ଯକ ଥିବାରୁ ଓସଡମାକୁ ଚିଠି ଲେଖା ହୋଇଛି ।1
- Bhubaneswar Accident |ଭୁବନେଶ୍ୱର ଓମଫେଡ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ୨ ଅଟୋ ଚେପା ଓ ୩ ମହିଳା ଆହତ1
- ବଦଳିଲା ଭୁବନେଶ୍ୱର କୁମାରଙ୍କ ଠିକଣା, ୧୦ କୋଟି ୭୫ ଲକ୍ଷ ରେ କିଣିଲା ବେଙ୍ଗାଲୁରୁ(RCB)1
- ଆସିକାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ, କବାଡି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ପୁରୁଷ ବିଭାଗରେ କଟକ ଦଳ ଏବଂ ମହିଳା ବିଭାଗରେ କିଟସ ଇଣ୍ଟରନ୍ୟାସନାଲ ଭୁବନେଶ୍ୱର ବିଜୟୀ ହୋଇଛନ୍ତି l1
- ଭୁବନେଶ୍ୱର ଏୟାରଫିଲଡ ଥାନା ଲଵଣଗିରିରେ ସୁନା ଚେନ ଲୁଟ ଘଟଣା | ୪୦୦ ସହ ସିସିଟିଭି ଯାଞ୍ଚ ପରେ ଧରାପଡିଥିଲା ଲୁଟେରା | ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ |1
- #ପରିବେଶ_ସୁରକ୍ଷା_ପାଇଁ_ନିଆରା_ପ୍ରୟାସ #ସଚେତନତା_ର_ଘୋର_ଅଭାବ_ଦେଖାଦେଉଛି ପରିବେଶ ସୁରକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱର ରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ....ଯେଉଁଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ....1
- #ବଦଳିଯିବ_ରାଜଧାନୀର_କାୟାକଳ୍ପ ଭିଭିଆଇପିଙ୍କ ଗସ୍ତ ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ସୌନ୍ଦର୍ଯ୍ୟକରଣ ପାଇଁ ବିଏମସିକୁ 10 କୋଟି ଦେବେ ରାଜ୍ୟ ସରକାର । ରାସ୍ତା ଘାଟ, କାନ୍ଥ ବାଡ଼ ସବୁକୁ ଦିଆଯିବ ନୂଆ ରୂପ । ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।1