Shuru
Apke Nagar Ki App…
ବାଣପୁର ଝିଅ ଲୁ ତୁ ହଳଦୀ ଗୋରୀ//banapur pura jhia lu tu haladi gori// odia madana song//
Ranjan Bhai
ବାଣପୁର ଝିଅ ଲୁ ତୁ ହଳଦୀ ଗୋରୀ//banapur pura jhia lu tu haladi gori// odia madana song//
More news from Nayagarh and nearby areas
- 📍Kotagarh Hill Side Park, located near Rajsunakhala in ,Nayagarh, Odisha📌 Opening Closing MONDAYThe :-11.00AM 7.00PM TUESDAY 11.00AM 7.00PM WEDNESDAY:-11.00AM 7.00PM THURSDAY 11.00AM 7.00PM FRIDAY 11.00AM 7.00PM SATURDAY:-11.00AM 7.00PM SUNDAY 11.00AM 7.00PM Thepark features attractions such as an artificial waterfall, water fountain, viewing tower, and statues, making it a popular spot for family outings and events It's approximately 4 km from Rajsunakhala, with the nearest bus stop located there The park is accessible throughout the year1
- ବିଜେପିର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ । ବୁଗୁଡ଼ା ୦୬/୦୧/୨୫ ପୋଲସରା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବୁଗୁଡ଼ା ବ୍ଲକ ଅନ୍ତରପଡା ପଞ୍ଚାୟତର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଶାଙ୍କୁଳାଈଙ୍କ ପୀଠରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଜନ୍ମଦିନ ଅବସରରେ ରଙ୍ଗାରଙ୍ଗ ନାଚ ଗୀତର କାର୍ଯ୍ୟକ୍ରମ ହୋଇଥିବା ବେଳେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିଶାଳ ବନ୍ଧୁମିଳନ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀର ହଜାର ହଜାର ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ । ନିଜ ପ୍ରିୟ ନେତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ସହ ତାଙ୍କ ଜନ୍ମଦିନ ପୁଷ୍ପଗୁଛ ଓ ତୈଳ ଫୋଟ ଚିତ୍ର ଦେଇ ଶୁଭେଚ୍ଛା ଜଣାଇବା ସହ ମନ୍ତ୍ରୀଙ୍କ ଦ୍ରିଘାୟୁ କାମନା କରିଥିଲେ ହଜାର ହଜାର ସମର୍ଥକ । ଅନ୍ୟପଟେ ଓଡ଼ିଶାର ଖ୍ୟାତନାମା ଗାୟିକା ଜ୍ୟୋତିର୍ମୟୀଙ୍କ ଗୀତରେ ଝୁମି ବେଶ୍ ଆନନ୍ଦ ନେଇଥିଲେ ସମର୍ଥକ ମାନେ। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ାର ବିଶିଷ୍ଟ ସମାଜସେବୀ ଧରଣୀଧର ପଣ୍ଡା ଓ ବିରଞ୍ଚିପୁର ପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ଶାଙ୍କୁଳାଈଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଉତ୍ସବ ଅବସରରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ନଗର ସଭାପତି କେଦାର ମହାରଣା, ସମାଜସେବୀ କେ ନୀଳମାଧବ ଆଚାରୀ ସମେତ ଦୁଇ ବ୍ଳକର ସମସ୍ତ ମଣ୍ଡଳ ସଭାପତି ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ସମର୍ଥକ ଯୋଗଦେଇଥିଲେ।1
- ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ।1
- ରଣପୁର ମହୋତ୍ସବ ଅର୍ଜୁନ ଉଦଘାଟିତ 20251
- Maninaga Temple Ranpur l ମଣିନାଗ ମନ୍ଦିର, ରଣପୁର l Nayagarh1
- ବିନାଶ ଏ ନବତନ୍ତି କବିତା ବଳିତା ଲତା // ଯାତ୍ରା ବିଶ୍ୱଜିତ୍ // ଖତିଆ, ରଣପୁର,ନୟାଗଡ଼ // କୃଷ୍ଣ ସୁଦାମା1
- JAGATARE PAIBUNI EMITI THAKURATIE // Viral Bhajan 2024 //ରଣପୁର ମହାତ୍ସବ ୨୦୨୪ // 'ARJUNA' 2024 (3 DAY)1