ଉଦଳା ଅଞ୍ଚଳରେ ପୁଣି ଲଜ୍ୟା ୭୦ ବର୍ଷୀୟା ବୃଦ୍ଧା ଙ୍କୁ ଦୁଷ୍କର୍ମ,ଦୁଷ୍କର୍ମ କାରି ଗିରଫ ଉଦଳା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ହଁ ଦର୍ଶକ ବନ୍ଧୁ ଗୋଟେ ପରେ ଗୋଟେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି, ଲଜ୍ୟା ଆଉ ଲଜ୍ୟା ପ୍ରଥମେ ଖୁଣ୍ଟା ଅଞ୍ଚଳରେ, ଉଦଳା ଅଞ୍ଚଳରେ, ପରେ ବୃନ୍ଦାଗଡ଼ି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ପୁଣି ଉଦଳା ଅଞ୍ଚଳରେ ଘରେ କେହି ନଥିବା ବେଳେ ଏକାକୀ ରହୁଥିବା ଜଣେ ଅସହାୟ ବୃଦ୍ଧା ଙ୍କୁ ଦୁଷ୍କର୍ମ କରିଛି ରାଇଡ଼ଣ୍ଡିଆ ଅଞ୍ଚଳ ର ଯୁବକ ଦିପୁନ ଦାସ , ତେଵେ ଦୁଷ୍କର୍ମ ଘଟଣାକୁ ପରେ ପୀଡିତା ଙ୍କୁ ଭୟଭୀତ କରା ଯାଇଛି, ଘଟଣା ଟି ଏବେ ଅଞ୍ଚଳ ରେ ଚହଳ ପଡିଛି l ଘଟଣା କୁ ନେଇ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି , ତେଵେ ଏଭଳି କିଛି ଘଟଣା ଘଟିଛି ଉଦଳା ଥାନା ଅଧୀନ ଖଲାଡୀ ରାଇଡ଼ଣ୍ଡିଆ ଗ୍ରାମରେ l ସୂଚନା ଅନୁସାରେ ଗ୍ରାମରେ ୭୦ ବର୍ଷୀୟା ଶାରୀରିକ ଅକ୍ଷମ ବୃଦ୍ଧା ଘରେ ଏକାକୀ ବାରଣ୍ଡାରେ ବସି ରହିଥିବା ବେଳେ ସେହି ଗ୍ରାମର (ଟିକିଲି) ଦିପୁନ ଦାସ ନାମକ ଯୁବକ ବୃଦ୍ଧା ଙ୍କୁ ଘରଭିତରକୁ ଘୋଷାରି ନେଇ ବଳ ପୂର୍ବକ କରିଛି ଦୁଷ୍କର୍ମ ଏବଂ ବେକରେ ଗାମୁଛା ପକାଇ ଜୀବନରୁ ମlରିବାକୁ ଉଦ୍ୟମ କରି ଥିବା ବେଳେ ଜୀବନ ବିକଳରେ ପାଟି କରିଥିବାରୁ ପାଖ ପଡୋଶୀ ପହଞ୍ଚି ଥିବା ବେଳେ, ଦୁଷ୍କର୍ମ କାରି ପଳାଇ ଯାଇଥିଲା, ତେଵେ ଏହି ଘଟଣା ନିଶ୍ଚିତ ଭାବରେ ନିନ୍ଦନୀୟ ଘଟଣା ଅଟେ l ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ବୃଦ୍ଧା ଙ୍କୁ ଉଦ୍ଧାର କରିବା ସହିତ ଅସlମୀଙ୍କୁ ଗିରଫ କରି ଥାନାକୁ ଆଣି ତଦନ୍ତ ଚଳାଇ ପୋଲିସ, ତେଵେ ଆଗକୁ ଦେଖିବାକୁ ବାକି ଅଛି ଉଦଳା ପୋଲିସ ଏହି ଘଟଣାରେ ଦୋଷୀ ବିରୁଦ୍ଧରେ କେଉଁପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି, ଏବଂ ପୀଡିତା ଙ୍କୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି l
ଉଦଳା ଅଞ୍ଚଳରେ ପୁଣି ଲଜ୍ୟା ୭୦ ବର୍ଷୀୟା ବୃଦ୍ଧା ଙ୍କୁ ଦୁଷ୍କର୍ମ,ଦୁଷ୍କର୍ମ କାରି ଗିରଫ ଉଦଳା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ହଁ ଦର୍ଶକ ବନ୍ଧୁ ଗୋଟେ ପରେ ଗୋଟେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି, ଲଜ୍ୟା ଆଉ ଲଜ୍ୟା ପ୍ରଥମେ ଖୁଣ୍ଟା ଅଞ୍ଚଳରେ, ଉଦଳା ଅଞ୍ଚଳରେ, ପରେ ବୃନ୍ଦାଗଡ଼ି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା ପରେ ପୁଣି ଉଦଳା ଅଞ୍ଚଳରେ ଘରେ କେହି ନଥିବା ବେଳେ ଏକାକୀ ରହୁଥିବା ଜଣେ ଅସହାୟ ବୃଦ୍ଧା ଙ୍କୁ ଦୁଷ୍କର୍ମ କରିଛି ରାଇଡ଼ଣ୍ଡିଆ ଅଞ୍ଚଳ ର ଯୁବକ ଦିପୁନ ଦାସ , ତେଵେ ଦୁଷ୍କର୍ମ ଘଟଣାକୁ ପରେ ପୀଡିତା ଙ୍କୁ ଭୟଭୀତ କରା ଯାଇଛି, ଘଟଣା ଟି ଏବେ ଅଞ୍ଚଳ ରେ ଚହଳ ପଡିଛି l ଘଟଣା କୁ ନେଇ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି , ତେଵେ ଏଭଳି କିଛି ଘଟଣା ଘଟିଛି ଉଦଳା ଥାନା
ଅଧୀନ ଖଲାଡୀ ରାଇଡ଼ଣ୍ଡିଆ ଗ୍ରାମରେ l ସୂଚନା ଅନୁସାରେ ଗ୍ରାମରେ ୭୦ ବର୍ଷୀୟା ଶାରୀରିକ ଅକ୍ଷମ ବୃଦ୍ଧା ଘରେ ଏକାକୀ ବାରଣ୍ଡାରେ ବସି ରହିଥିବା ବେଳେ ସେହି ଗ୍ରାମର (ଟିକିଲି) ଦିପୁନ ଦାସ ନାମକ ଯୁବକ ବୃଦ୍ଧା ଙ୍କୁ ଘରଭିତରକୁ ଘୋଷାରି ନେଇ ବଳ ପୂର୍ବକ କରିଛି ଦୁଷ୍କର୍ମ ଏବଂ ବେକରେ ଗାମୁଛା ପକାଇ ଜୀବନରୁ ମlରିବାକୁ ଉଦ୍ୟମ କରି ଥିବା ବେଳେ ଜୀବନ ବିକଳରେ ପାଟି କରିଥିବାରୁ ପାଖ ପଡୋଶୀ ପହଞ୍ଚି ଥିବା ବେଳେ, ଦୁଷ୍କର୍ମ କାରି ପଳାଇ ଯାଇଥିଲା, ତେଵେ ଏହି ଘଟଣା ନିଶ୍ଚିତ ଭାବରେ ନିନ୍ଦନୀୟ ଘଟଣା ଅଟେ l ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ବୃଦ୍ଧା ଙ୍କୁ ଉଦ୍ଧାର କରିବା ସହିତ ଅସlମୀଙ୍କୁ ଗିରଫ କରି ଥାନାକୁ ଆଣି ତଦନ୍ତ ଚଳାଇ ପୋଲିସ, ତେଵେ ଆଗକୁ ଦେଖିବାକୁ ବାକି ଅଛି ଉଦଳା ପୋଲିସ ଏହି ଘଟଣାରେ ଦୋଷୀ ବିରୁଦ୍ଧରେ କେଉଁପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି, ଏବଂ ପୀଡିତା ଙ୍କୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି l
- ମୌଳିକ ସୁବିଧାରୁ ବଞ୍ଚିତ ପରିବାର, କପ୍ତିପଦା ନୁଦଢିଆ ସର୍ବଣl ନର୍ସରୀ ସାହିର ଏକ ପରିବାର, ବାପା ମାଆ ଯିବା ପରେ ଅନାଥ ହେଲେ ୩ ନାବାଳକ,4
- ALL INDIA T/20 BARIPADA1
- ମୟୂରଭଞ୍ଜ ମୋହସ୍ତୋବ ରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କ ଦମଦାର ପ୍ରଦର୍ଶନ1
- good morning Orissa Happy New year1
- ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ1
- Post by ସୁବୁଦବାସକେ2
- କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ3
- ବନ୍ଧୁ ମିଳନ ଉଦଳାରେ1