logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଶିଶୁ ପ୍ରଯତ୍ନ ଓ ବରିଷ୍ଠ ନାଗରିକ ଗୃହରେ ଖାଦ୍ୟ ସାମଗ୍ରୀ ବିତରଣ* ଢେଙ୍କାନାଳ : ଆନ୍ତର୍ଜାତିକ ଶାନ୍ତି ଦିବସ ଅବସରରେ ଅହମଦିୟା ମୁସଲିମ ମହିଳା ସଂଗଠନ (ଲଜନା ଇମାଇଲ୍ଲାହ୍) କରଡାପଲ୍ଲୀ, ତିଗିରିଆ ପକ୍ଷରୁ ଏକ ଅନୁପମ ସମାଜସେବା କାର୍ଯ୍ୟ ସଂପାଦିତ ହେଲା। ସଭାନେତ୍ରୀ ନରଗିସ ବାନୋଙ୍କ ନେତୃତ୍ବରେ ସହକର୍ମୀ ସଭ୍ୟାମାନେ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ସଂଚାଳିତ ଶିଶୁ ପ୍ରଯତ୍ନ ଅନୁଷ୍ଠାନ ଏବଂ ବରିଷ୍ଠ ନାଗରିକ ଗୃହରେ ୩୦୦ ପ୍ୟାକେଟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ସାଧାରଣ ବଣ୍ଟନରେ ସୀମିତ ନହୋଇ, ସେମାନେ ଶିଶୁ ଓ ବୃଦ୍ଧଙ୍କ ସହିତ ସମୟ କାଟି, ସେମାନଙ୍କୁ ହସି-ଖୁସି ଓ ମାନସିକ ଆଧାର ଦେଇଥିଲେ। ପ୍ରେମ, ମାୟା ଓ ସେବାରେ ଲଜନାଙ୍କ ଏହି ଉଦ୍ୟମ ସମାଜରେ ମାନବତାର ସଜୀବ ଦୃଷ୍ଟାନ୍ତ। ଏହି କାର୍ଯ୍ୟକ୍ରମରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଢେଙ୍କାନାଳ-କଟକ-କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ମୌଲବୀ ଶେଖ୍ ଇସହାକ୍, ତିଗିରିଆ ଯୁବ ସଂଗଠନର ଅଧ୍ୟକ୍ଷ ସରାଫତ ଅଲ୍ଲୀ, ମହମ୍ମଦ ସଫାକତ ପ୍ରମୁଖ ଯୋଗଦେଇଥିଲେ। ଲଜନା ସଂଗଠନର ସଭାନେତ୍ରୀ ନରଗିସ ବାନୋ କହିଥିଲେ, “ଦିନଦରିଦ୍ର ଓ ଅସହାୟଙ୍କୁ ସେବା କରିବା ହିଁ ପରମ ପୁଣ୍ୟ, ପ୍ରତ୍ୟେକ ଦାନରେ ଆମେ ଆଲ୍ଲାହଙ୍କ ସନ୍ତୋଷ ଓ ମାନବତାର କଲ୍ୟାଣକୁ ଲକ୍ଷ୍ୟ କରୁଛୁ।” ସୂଚନା ଯୋଗ୍ୟ, ଅହମଦିୟା ମୁସଲିମ ସମ୍ପ୍ରଦାୟ ସମଗ୍ର ବିଶ୍ୱର ୨୦୦ରୁ ଅଧିକ ଦେଶରେ "ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପ୍ରତି ନାହିଁ" (Love for All, Hatred for None) ଆଦର୍ଶକୁ ସାର୍ଥକ କରି, ପ୍ରେମ, ଶାନ୍ତି ଓ ମାନବତାର ପ୍ରତିଷ୍ଠାରେ ନିରନ୍ତର କାର୍ଯ୍ୟ କରୁଛି।

on 22 September
user_Tapasdas 6372788705
Tapasdas 6372788705
Journalist Dhenkanal Sadar, Odisha•

More news from Odisha and nearby areas
  • ଏହି ଲୋକ ଟି କୁକୁର ପ୍ରତି ପ୍ରେମ ଅଛି, Share please subscribe Trendingreels odisha news su Pravat News live
    1
    ଏହି ଲୋକ ଟି କୁକୁର ପ୍ରତି ପ୍ରେମ ଅଛି,
Share please subscribe 
Trendingreels odisha news 
su Pravat News live
    user_SU-PRAVAT-NEWS
    SU-PRAVAT-NEWS
    Job Centre Cuttack (M.Corp.) P.S, Odisha•
    20 hrs ago
  • 29 ମସିହାରେ ଜଟଣୀରୁ କଂଗ୍ରେସର ଜଣେ ବିଧାନସଭା ଯିବ:ସୁର
    1
    29 ମସିହାରେ ଜଟଣୀରୁ କଂଗ୍ରେସର ଜଣେ ବିଧାନସଭା ଯିବ:ସୁର
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Vir Bal Puraskar.
    1
    Vir Bal Puraskar.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    4 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    3 hrs ago
  • Post by Subrat Behera
    1
    Post by Subrat Behera
    user_Subrat Behera
    Subrat Behera
    Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
    1 day ago
  • Breaking News//News//Today/Headlines
    1
    Breaking News//News//Today/Headlines
    user_Odisha News Express
    Odisha News Express
    Journalist ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ଓଡିଶା ସରକାର ଅନେକ ଗାଡି ଗୋଡ଼ିକ ରୁ ଫାଇନି ଆଦାୟ କରାଯାଉ ଅଛି, ଏଥିପାଇଁ ଅନେକ ଫାଇନି ଗୋଡ଼ିକ ବନ୍ଦ ହେଇ ରହିଥିଲା, ଏହି ଗୋଡ଼ିକ ଆଦାୟ କରାଯାଉଅଛି,
    1
    ଓଡିଶା ସରକାର ଅନେକ ଗାଡି ଗୋଡ଼ିକ ରୁ ଫାଇନି ଆଦାୟ କରାଯାଉ ଅଛି, ଏଥିପାଇଁ ଅନେକ ଫାଇନି ଗୋଡ଼ିକ ବନ୍ଦ ହେଇ ରହିଥିଲା, ଏହି ଗୋଡ଼ିକ ଆଦାୟ କରାଯାଉଅଛି,
    user_SU-PRAVAT-NEWS
    SU-PRAVAT-NEWS
    Job Centre Cuttack (M.Corp.) P.S, Odisha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.