ସୁନ୍ଦର ଗଡ଼ ସ୍ୱରର ୧୧ତମ ବାର୍ଷିକ ଉତ୍ସବ ରେ ଜୟନ୍ତ କୁମାର ସାହୁ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ବଣାଇଗଡ଼ର ଜୟନ୍ତ କୁମାର ସାହୁ ସୁନ୍ଦର ଗଡ଼ର ସ୍ୱର ପାଇଁ ୨ୟ ଥର ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଛନ୍ତି l ସୂଚନାରୁ ପ୍ରକାଶ ରାଉରକେଲା ଏଭାଟେଲ ସୋଲାସ ଠାରେ ପ୍ରତିଷ୍ଠାତା ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ସୁନ୍ଦର ଗଡ଼ ସ୍ୱର ସମ୍ବାଦ ପତ୍ର ର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବରେ ଆକାଶ ବାଣୀ କଟକ କେନ୍ଦ୍ରର ଉଦଘୋଷକ ବିଜୟ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉତ୍କଳ ମେଲର ପ୍ରତିଷ୍ଠାତା ପୀତବାସ ମିଶ୍ର, ବିଜେଡି ଜ଼ିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ବିଜେଡି ନେତା ବିରେନ ସେନାପତି ପ୍ରମୁଖ ଯୋଗ ଦେଇ ସମ୍ବାଦ ପତ୍ରର ଭୂମିକା ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ l ସୁନ୍ଦର ଗଡ଼ ସ୍ୱର ନିରପେକ୍ଷ ଓ ନିର୍ଭିକ ସମ୍ବାଦ ପରିବେଷଣ କରୁଥିବାରୁ ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାମ୍ବାଦିକ ଜୟନ୍ତ କୁମାର ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସୁନ୍ଦର ଗଡ଼ ସ୍ୱରର ୧୧ତମ ବାର୍ଷିକ ଉତ୍ସବ ରେ ଜୟନ୍ତ କୁମାର ସାହୁ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ବଣାଇଗଡ଼ର ଜୟନ୍ତ କୁମାର ସାହୁ ସୁନ୍ଦର ଗଡ଼ର ସ୍ୱର ପାଇଁ ୨ୟ ଥର ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଛନ୍ତି l ସୂଚନାରୁ ପ୍ରକାଶ ରାଉରକେଲା ଏଭାଟେଲ ସୋଲାସ ଠାରେ ପ୍ରତିଷ୍ଠାତା ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ସୁନ୍ଦର ଗଡ଼ ସ୍ୱର ସମ୍ବାଦ ପତ୍ର ର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବରେ ଆକାଶ ବାଣୀ କଟକ କେନ୍ଦ୍ରର ଉଦଘୋଷକ ବିଜୟ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ
ରାଉରକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉତ୍କଳ ମେଲର ପ୍ରତିଷ୍ଠାତା ପୀତବାସ ମିଶ୍ର, ବିଜେଡି ଜ଼ିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ବିଜେଡି ନେତା ବିରେନ ସେନାପତି ପ୍ରମୁଖ ଯୋଗ ଦେଇ ସମ୍ବାଦ ପତ୍ରର ଭୂମିକା ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ l ସୁନ୍ଦର ଗଡ଼ ସ୍ୱର ନିରପେକ୍ଷ ଓ ନିର୍ଭିକ ସମ୍ବାଦ ପରିବେଷଣ କରୁଥିବାରୁ ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାମ୍ବାଦିକ ଜୟନ୍ତ କୁମାର ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
- ତାଳଚେରର ଟ୍ରକ ମାଲିକମାନଙ୍କ ଦୁଃଖ କଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦେଖାଯାଉନାହିଁ କି ? ଏନେଇ ତାଳଚେର ବିଧାୟକଙ୍କ ପ୍ରତିକ୍ରିୟା ତାଳଚେର :-କୋଇଲା ଶିଳ୍ପର ମେରୁଦଣ୍ଡ ହୋଇଥିବା ତାଳଚେରର ଟ୍ରକ ମାଲିକମାନେ ଆଜି ଆର୍ଥିକ ସଙ୍କଟ, କାମର ଅଭାବ ଓ ଅନିଶ୍ଚିତ ଭବିଷ୍ୟତ ସହ ସଂଘର୍ଷ କରୁଛନ୍ତି l ସରକାରଙ୍କ ନିକଟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଶ୍ନ କରିଛନ୍ତି l ଯେଉଁମାନେ ଶିଳ୍ପକୁ ଗତି ଦେଉଛନ୍ତି, ସେମାନଙ୍କ ସମସ୍ୟାର ସମାଧାନ କେବେ ହେବ ବୋଲି ବିଧାୟକ ଶ୍ରୀ ପ୍ରଧାନ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l1
- Belpahar to Celebrate Sambalpuri Day with ‘Pratibha Season-2’ Cultural Event ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନ୍ ପକ୍ଷରୁ ସମ୍ବଲପୁରୀ ଦିନ୍ ଉପଲକ୍ଷେ ‘ପ୍ରତିଭା ସିଜିନ-୨’ କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଆୟୋଜିତ ହେବ। ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶୋଭାଯାତ୍ରା, ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ, ବିଶିଷ୍ଟ କଳାକାରଙ୍କ ସମ୍ମାନ ଏବଂ ଅଭିନୟ, ସଙ୍ଗୀତ, ନୃତ୍ୟ, ଫଟୋଗ୍ରାଫି ସମେତ ୯ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ଭୋଟିଂ ମଧ୍ୟ ଆରମ୍ଭ ହୋଇଛି। #SambalpuriDin #PratibhaSeason2 #Belpahar #SambalpuriCulture #MirrorTheatre #Jharsuguda #OdishaNews1
- ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି4
- Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ1
- 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews1
- ତଲସରା ପୋଲିସ ସହିତ ଅବକାରୀ ବିଭାଗ ର ବଡ଼ ସଫଳତା l ମଦ ବେପାରୀ ଘରୁ ପିସ୍ତଲ ମାଗାଜିନ ସହିତ ଫେରାର ଆସାମୀ ଗିରଫ l1