Shuru
Apke Nagar Ki App…
ଲଇଡା କଲେଜ ରେ ଓଡ଼ିଆ ପକ୍ଷ ପାଳନ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟରଅଧକ୍ଷ ଡ଼କ୍ଟର ପ୍ରଶାନ୍ତ ପଟେଲ ଙ୍କ ସଭାପତିତ୍ୱ ପାଳିତ ହୋଇଯାଇଛି l ଏହି ଅବସରରେ ରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ପକ୍ଷ ପାଳନ ବିଷୟରେ କହିଥିଲେ l ସଭା କୁ ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଶ୍ନ ଷlଣ୍ଢ ପରିଚାଳନା କରିଥିଲେ l ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ସୈନିକ ନାଏକ, ମିନିତି କଣ୍ଟା, ସୁଜାତା ପାଣ୍ଡେ ଯଥା କ୍ରମେ ପ୍ରଥମ ଦ୍ୱତୀୟ ତୃତୀୟ ହୋଇଥିଲେll ସମସ୍ତ ଅଧ୍ୟାପକ ଅଧ୍ୟlପିକା ପ୍ରମୁଖ ଉପସ୍ଥିତ ଥିଲେ l ଶେଷ ରେ ଓଡ଼ିଆ ଅଧ୍ୟାପିକା ପ୍ରିୟlଞ୍ଜଳି ମାଝୀ ଧନ୍ୟବାଦ ଦେଇଥିଲେ l
Biswanath Patel

More news from Sambalpur and nearby areas
- बामरा में लखपति दीदी के तहत कई महिलाओं को आर्थिक सहायता1
- It's been closed for two years. The administration refuses to listen even when I speak to them. That's why I'm leaving the news channel location chiplima chubdipada nf colony1
- ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।1
- Jharsuguda Day 2026 was celebrated with great pomp. For the first time, the birthday of former Speaker, founder of Jharsuguda district and Vishwakarma veteran Shri Kishore Mohanty was celebrated as Jharsuguda Day by Sambalpuriya Youth Association at Jharsuguda MCL Auditorium.1
- ବରଗଡ଼ କହେଁଇୟା ହୋଟେଲ ବିନା ପିଆଜ ରସୁଣ ରେ ତିଆରି ଫୁଲୁକା ରୁଟି ମାତ୍ର 10 ଟଙ୍କା1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by SonepurSambad1
- बामरा में रेलवे ओवर ब्रिज ओर अंडर पास समस्या पर केंद्र शिक्षा मंत्री धर्मेंद्र प्रधान ने क्या कहा #bamra #railwayoverbridge #underpass #dharmendrapradhan #rabinarayannaik #P24NEWSEXPRESS #bamrablock #ministerprogrambamra #Dharmendrapradhannews #dmsambalpur #MohanMajhi #bdobamra #panchayatirajministerodisha1