Shuru
Apke Nagar Ki App…
ଜିଲ୍ଲା ପ୍ରଶାସନ ଢେଙ୍କାନାଳ ପକ୍ଷରୁ ଜିଲ୍ଲା ସଦର ମହକୁମା ସ୍ଥିତ ଷ୍ଟାଡିୟମ ଠାରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଶିଷ ପାଟିଲ୍, ଭା.ପ୍ର.ସେ, ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍କୁ ଉଦ୍ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। @cmo_odisha @ipr_odisha#shuru
Tapasdas