Shuru
Apke Nagar Ki App…
କେନଝିରିଆପାଲି ପଂଚାୟତ କାର୍ଯାଳୟ ରେ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଂଚାୟତ କାର୍ଯ୍ୟାଳୟ ରେ ଉପ ନିୟନ୍ତ୍ରକ ବୈଧ ମାପ ଓଜନ ବିଭାଗ, ରେଆର ସୋନପୁର ମିଳିତ ଆନୁକୂଲ୍ୟରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଅତିଥିଭାବେ ଉପ ନିୟନ୍ତ୍ରକ ବାଘରାଇ ସୋରେନ,ସରପଞ୍ଚ ସସ୍ମିତା ଦୀପ , ଏମ ଵି କେ ଗୀତାଞ୍ଜଳି ଜେନା ,ଖାଉଟି ପରାମର୍ଶ କେନ୍ଦ୍ର ପରାମର୍ଶଦାତା ର ସୁଦାମ ଗାଈଗରିଆ ଯୋଗ ଦେଇ ଖାଉଟି ଅଧିକାର ଅଧିକାର ବିଷୟରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମ କୁ ବିଶ୍ୱମ୍ବର ସାହୁ ସଂଯୋଜନା କରିଥିଲେ, ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ରେ କେନଝିରିଆପାଲି ର ମିଶନ ଶକ୍ତି ର ସମସ୍ତ ସି ଆର ପି ଓ ଇସି ସଭ୍ୟ ଅଂଶ ଗ୍ରହଣ କରିଥିଲେ ସୁଜାତା ନାଏକ, ବିଦେଶୀ ରଣା ସହଯୋଗ କରିଥିଲେ
Pitambar Sahu
କେନଝିରିଆପାଲି ପଂଚାୟତ କାର୍ଯାଳୟ ରେ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଂଚାୟତ କାର୍ଯ୍ୟାଳୟ ରେ ଉପ ନିୟନ୍ତ୍ରକ ବୈଧ ମାପ ଓଜନ ବିଭାଗ, ରେଆର ସୋନପୁର ମିଳିତ ଆନୁକୂଲ୍ୟରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଅତିଥିଭାବେ ଉପ ନିୟନ୍ତ୍ରକ ବାଘରାଇ ସୋରେନ,ସରପଞ୍ଚ ସସ୍ମିତା ଦୀପ , ଏମ ଵି କେ ଗୀତାଞ୍ଜଳି ଜେନା ,ଖାଉଟି ପରାମର୍ଶ କେନ୍ଦ୍ର ପରାମର୍ଶଦାତା ର ସୁଦାମ ଗାଈଗରିଆ ଯୋଗ ଦେଇ ଖାଉଟି ଅଧିକାର ଅଧିକାର ବିଷୟରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମ କୁ ବିଶ୍ୱମ୍ବର ସାହୁ ସଂଯୋଜନା କରିଥିଲେ, ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ରେ କେନଝିରିଆପାଲି ର ମିଶନ ଶକ୍ତି ର ସମସ୍ତ ସି ଆର ପି ଓ ଇସି ସଭ୍ୟ ଅଂଶ ଗ୍ରହଣ କରିଥିଲେ ସୁଜାତା ନାଏକ, ବିଦେଶୀ ରଣା ସହଯୋଗ କରିଥିଲେ
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l1
- Post by Sonepur news khulasa1
- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ନାପସନ୍ଦ ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଜିଲ୍ଲା ସଦର ମହକୁମା ସ୍ଥିତ ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହାଲୁକା ଭାବେ ନେଇ ବିଧିରକ୍ଷା ପୂର୍ବକ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...1
- ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ1
- Post by SONEPUR NEWS1
- Post by BAHUJAN ADHIKAR1
- ଖଡିଛୁଆଁ ପର୍ବ ପ୍ରହସନ ପାଲଟିଛି; ବିଭାଗୀୟ କାର୍ଯ୍ୟରେ ମନ ନାହିଁ ଅଧିକାରିଣୀଙ୍କ ସୁବର୍ଣ୍ଣପୁର: ସୁନ୍ଦର କୋଠା ଘର ସାଙ୍ଗକୁ ଚକାଚକ ତୋରଣ। ସ୍କୁଲ ଫାଟକରେ ମୁରୁଜରେ ଅଙ୍କାଯାଇଛି ସ୍ୱାଗତଂ। କଳସ, ଦୀପ ପ୍ରଜ୍ୱଳିତ କରି ପାଳିତ ହେଉଛି ଜିଲ୍ଲା ସ୍ତରୀୟ ଖଡିଛୁଆଁ ପର୍ବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲ ବ୍ୟାଗ, ଟି-ସାର୍ଟ ତିଆରି କରାଯାଇଥିବା ବେଳେ ଖଡି ଛୁଇଁବାକୁ ପିଲାଙ୍କ ଦେଖାନାହିଁ। ପାଞ୍ଚ ଘଣ୍ଟାର ଅପେକ୍ଷା ପରେ ମାତ୍ର ୯ଜଣ ପିଲା ଆସିଲେ ଦିନ ୧୧ଟାରେ। କାହିଁକି ନାଁ ଏନେଇ କାହାରିକୁ ଖବର ଦିଆଯାଇ ନଥିବା ବେଳେ ନାମକୁ ମାତ୍ର ଖଡିଛୁଆଁ ପର୍ବ ପାଳନ କରି ଚଳୁକରିଦେଲେ ହଜରା ହଜାର ଟଙ୍କା। କେତେବେଳେ ଖଡିଛୁଆଁ ହେବ ? କେତେ ପିଲାଙ୍କର ଖଡିଛୁଆଁଇବେ ?ପିଲାଙ୍କପାଇଁ କଣସବୁ ବ୍ୟବସ୍ଥା କରାଯାଇଛି? ସ୍କୁଲରେ କେତେ ପିଲା ପାଠ ପଢୁଛନ୍ତି ଏସବୁର ସୁଚନା କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୁଚନା ନାହିଁ। ମନ ଦେଉ ନାହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣି ବୋଲି ଚର୍ଚ୍ଚା ଯୋର ଧରିଛି। ଏନେଇ ଗଣ ମାଧ୍ୟମର ପ୍ରତିନିଧି ପଚାରିବାରୁ ସେମିତି କିଛି ନାଇଁ ଆସୁଛନ୍ତି କହି ଏଡାଇ ଚାଲିଗଲେ। ପ୍ରହସନ ପାଲଟିଛି ଖଡିଛୁଆଁ ପର୍ବ। ସ୍ଥାନୀୟ ପ୍ରଶାସନ ଥାଇବି ନିରବଦ୍ରଷ୍ଟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମଝିପଡାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଲକ୍ଷ୍ୟ ସମସ୍ତେ ସ୍କୁଲକୁ ଯିବା। ସମସ୍ତେ ପଢିବା ଆଉ ସମସ୍ତେ ବଢିବା। ହେଲେ କେତେକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ସେସବୁ ଯୋଜନା ବାଟବଣା ହୋଇଛି। ଯାହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଝୀପଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧୀକାରୀ ସବୁ ଜାଣିଶୁଣି ନଜାଣିଲା ଭଳି ଚୁପ ରହି ଏଡାଇଯିବା ସାଧାରଣରେ ବେଶ ଚର୍ଚ୍ଚା ଯୋରଧରିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ଜିଲ୍ଲା ଶିକ୍ଷା ଅଧିକାରୀ।1