ଗଛରେ ପିଟିହେଲା କାର: ଚାଳକଙ୍କ ମୃତ୍ୟୁ,ଜଣେ ଗୁରୁତର... ରାଉରକେଲା,୦୨/୦୧ : ଗଛରେ ପିଟି ହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଜଣେ ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ବ୍ୟକ୍ତି ହେଲେ କିରଣ ମହାନ୍ତ।ଆଜି ରାଉରକେଲା ପୁଲିସ ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏପରି ସ୍ଥଳେ ବିଶେଷ କରି ଖଣି ଖାଦାନ ଅଞ୍ଚଳରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ରହିବା ନେଇ ମତ ପ୍ରକାଶ ପାଇଛି।ସୂଚନା ଅନୁସାରେ କିରଣ ମହାନ୍ତ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କାର୍ରେ ଯାଉଥିଲେ। ତାଙ୍କ ସାଥିରେ ଦେବାଶିଷ ମହାନ୍ତ ନାମରେ ଜଣେ ବ୍ୟକ୍ତି ଥିଲେ। ସେ କଲେପୋଷ ନିକଟରେ ଭାରସାମ୍ୟ ହରାଇଥିଲେ। ଲଗାତାର ଭାବେ କାରଟି ତିନୋଟି ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ କାର୍ଚାଳକ କିରଣ ମହାନ୍ତଙ୍କର ମୃତ୍ୟୁ ଘଟିଥିଲା। ଦେବାଶିଷ ଆହତ ହୋଇଥିଲେ। ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

- Reality line sat Katha re bhai 🙏🙏1
- ପଞ୍ଚମ ଦିନରେ ପାଟଣାଗଡ ବିରାଟ ଧନୁଯାତ୍ରା ମହୋତ୍ସବ, ଅଧର୍ମ ଉପରେ ଧର୍ମର ବିଜୟ - ସମ୍ମାନିତ ଅଥିତି1
- BigBreaking ପାଟଣାଗଡ ସରମୁହାଣ - ଉଲବା ରାସ୍ତା ମାଝୀରେ ମର୍ମନ୍ତୁଦ ଦୁର୍ଘଟଣା ଦୁଇ ମୃତ1
- ଗୋପପୁରକୁ କାଳୀୟ ନାଗ ପଠାଇଲା କଂସ | ଧନୁଯାତ୍ରା ପାଟଣାଗଡ ପଞ୍ଚମ ଦିନ1
- ପାଟଣାଗଡ ଧନୁଯାତ୍ରା 5ମ ଦିନରେ ମହାରାଜ କଂଶ ଙ୍କ ଶାସନରେ ଥରହର ମଥୁରା ନଗରୀ1
- ଧନୁଯାତ୍ରା ପାଟଣାଗଡ | ରୋମାଣ୍ଟିକ ମୁଡ଼ରେ କଂସ ମହାରାଜ1
- Bignews ପାଟଣାଗଡ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ମୃତ, ଉଲବା-ସରମୁହାଣ ମଝିରେ ଦୁର୍ଘଟଣା1
- ପାଟଣାଗଡ ଉଲବା ନିକଟରେ ବାଇକ୍ ଧକ୍କା ରେ ଦୁଇ ମୃତ, ଜଣେ ଗୁରୁତର1